Saturday, November 28, 2026 07:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆ ସମୀକରଣକୁ ଅପେକ୍ଷା

ଡିଲିମିଟେସନ୍ ବିଲ୍

by Our Correspondent
28 Nov, 2026- 06:58 PM
in Latest News, News
1 min read
0
ନୂଆ ସମୀକରଣକୁ ଅପେକ୍ଷା

ଭୁବନେଶ୍ୱର: ସୀମା ପୁନଃନିର୍ଦ୍ଧାରଣ ବିଲ୍ ସଂସଦରେ ପାରିତ ହେଲେ ଓଡ଼ିଶାର ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ । ପରିବର୍ତ୍ତିତ ରୂପରେଖ କ’ଣ ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଆସନ ଭାଗଭଣ୍ଟରାକୁ ନେଇ ନେତାଙ୍କ ମଧ୍ୟରେ ଛନକା ପଶିଛି । ବିଭିନ୍ନ ଦଳର ପୁରୁଖା ନେତାମାନେ ସେମାନଙ୍କର ଆସନକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି । ଅନୁରୂପ ଭାବେ ସାଂସଦ କିମ୍ବା ବିଧାୟକ ହେବାକୁ ଆଶା ରଖିଥିବା ନୂଆ ନେତାମାନଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି ।

ବର୍ତ୍ତମାନର ସୂଚନା ଅନୁଯାୟୀ ୫୦% ଆସନ ବୃଦ୍ଧି ହେଲେ ଓଡ଼ିଶାରେ ୧୦ରୁ ୧୧ ନୂଆ ଲୋକସଭା ଆସନ ସୃଷ୍ଟି ହେବା ସହ ବିଧାନସଭାରେ ପ୍ରାୟ ୭୪ ନୂଆ ଆସନ ସୃଷ୍ଟି ହୋଇପାରେ । ଅତଏବ ଲୋକସଭାରେ ୩୧ କିମ୍ବା ୩୨ ଏବଂ ବିଧାନସଭାରେ ୨୨୧ ଆସନ ଆସନ ହେବ ।

କେଉଁ ଜିଲ୍ଲାରେ କେତେ ଆସନ ବଢ଼ିବ ତାହାର ଅଙ୍କ ଜଣାପଡ଼ି ନ ଥିଲେ ମଧ୍ୟ ଲୋକସଭାକୁ ଯେଉଁ ହିସାବରେ ବଣ୍ଟାଯିବ, ସେହି ଅନୁସାରେ ବିଧାନସଭା ଆସନ ସଂଖ୍ୟା ନିରୂପିତ ହୋଇପାରେ । ଜନସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ, କଟକ, ମୟୁରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ଆସନ ବୃଦ୍ଧିର ଅଧିକ ସମ୍ଭାବନା ରହିଛି । ଏ ପର୍ଯ୍ୟନ୍ତ ଏହାର କୌଣସିସି ସ୍ପଷ୍ଟତା ଆସିନାହିଁ ।

ସ୍ୱାଭାବିକ ଭାବେ ଆସନ ସଂଖ୍ୟା ୫୦% ବଢ଼ିଲେ ନିର୍ବାଚନମଣ୍ଡଳୀର ହାରାହାରି ଜନସଂଖ୍ୟା ହ୍ରାସ ପାଇବ । ୨୦୧୧ ଜନଗଣନାରେ ଓଡ଼ିଶାର ଜନସଂଖ୍ୟା ପ୍ରାୟ ୪ କୋଟି ୧୯ ଲକ୍ଷ । ବର୍ତ୍ତମାନ ଗୋଟିଏ ଲୋକସଭା ନିର୍ବାଚନମଣ୍ଡଳୀର ହାରାହାରି ଜନସଂଖ୍ୟା ରହିଛି ୨୦ ଲକ୍ଷ । ଲୋକସଭା ଆସନ ସଂଖ୍ୟା ୩୨କୁ ବୃଦ୍ଧି ପାଇଲେ ଏହା ପ୍ରାୟ ୧୩.୧୦ ଲକ୍ଷକୁ ହ୍ରାସ ପାଇବ । ବିଧାନସଭା ଆସନ ୨୨୧ ହେଲେ ପ୍ରତି ନିର୍ବାଚନମଣ୍ଡଳୀରେ ଜନସଂଖ୍ୟା ୧.୯୦ ଲକ୍ଷକୁ କମିବ ।

ଓଡ଼ିଶାର ସର୍ବାଧିକ ଜନବହୁଳ ଜିଲ୍ଲା ଗଞ୍ଜାମର ଜନସଂଖ୍ୟା ୩୫.୨୯ ଲକ୍ଷ ଥିଲା ବେଳେ କଟକର ଜନସଂଖ୍ୟା ୨୬.୨୪ ଲକ୍ଷ, ମୟୁରଭଞ୍ଜର ଜନସଂଖ୍ୟା ୨୫.୨୦ ଲକ୍ଷ, ବାଲେଶ୍ୱରର ଜନସଂଖ୍ୟା ୨୩.୨୧ ଲକ୍ଷ ଏବଂ ଖୋର୍ଦ୍ଧାର ଜନସଂଖ୍ୟା ୨୨.୫୨ ଲକ୍ଷ । ତା’ ତଳକୁ ରହିଛି ସୁନ୍ଦରଗଡ଼ । ସେଠାର ଜନସଂଖ୍ୟା ୨୦.୯୩ ଲକ୍ଷ । ତେବେ କେବଳ ଜିଲ୍ଲାର ଜନସଂଖ୍ୟା ଆଧାରରେ ଆସନ ସଂଖ୍ୟା ଚୂଡ଼ାନ୍ତ କରାଯାଇପାରିବ ନାହିଁ ବୋଲି କୁହାଯାଉଛି ।

Previous Post

୫୦% ଅଧିକ ଆସନ, ୨୫ ବର୍ଷ ଲାଗୁ

Next Post

ଡିଏଭି ପୋଖରୀପୁଟରେ ଷ୍ଟୁଡେଣ୍ଟ ଇନୋଭେସନ୍ ଫେୟାର

Next Post
ଡିଏଭି ପୋଖରୀପୁଟରେ ଷ୍ଟୁଡେଣ୍ଟ ଇନୋଭେସନ୍ ଫେୟାର

ଡିଏଭି ପୋଖରୀପୁଟରେ ଷ୍ଟୁଡେଣ୍ଟ ଇନୋଭେସନ୍ ଫେୟାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA