ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ନିର୍ବାଚନ ସରିଲା ପରେ ବିଭିନ୍ନ ଟିଭି ଚାନେଲ୍/ ସଂସ୍ଥା ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ୍ ବା ପୂର୍ବାନୁମାନ ପ୍ରସାରଣ କରାଯାଇଛି । ସବୁ ପୂର୍ବାନୁମାନରେ ବିଜେପି ନେତୃତ୍ୱରେ ଏନଡିଏକୁ ସ୍ପଷ୍ଟ ବହୁମତ ଦିଆଯାଇଛି । ଓଡ଼ିଶାରୁ ବିଜେପିକୁ ଅଧାରୁ ଅଧିକ ଆସନ ଦିଆଯାଇଛି ।
ଦେଶରେ କାହାର କେତେ
ଜନ କି ବାତ୍
ବିଜେପି:୩୬୨-୩୯୨, କଂଗ୍ରେସ:୧୪୧-୧୬୧, ଅନ୍ୟାନ୍ୟ:୧୦-୨୦
ଇଣ୍ଡିଆ ନ୍ୟୁଜ୍- ଡି ଡାଇନାମିକସ୍
ବିଜେପି: ୩୭୧, କଂଗ୍ରେସ-୧୨୫, ଅନ୍ୟାନ୍ୟ-୪୭
ରିପବ୍ଲିକ୍-ମାଟ୍ରିଜ୍
ବିଜେପି: ୩୫୩-୩୬୮, କଂଗ୍ରେସ: ୧୧୮-୧୩୩, ଅନ୍ୟାନ୍ୟ-୪୩-୪୮
ରିପବ୍ଲିକ୍-ପିମାର୍କ
ବିଜେପି: ୩୫୯, କଂଗ୍ରେସ:୧୫୪, ଅନ୍ୟାନ: ୩୦
ଏନଡିଟିଭି
ବିଜେପି:୩୬୫, କଂଗ୍ରେସ: ୧୪୨, ଅନ୍ୟାନ୍ୟ-୩୬
ନ୍ୟୁଜ୍ ନେସନ୍
ବିଜେପି: ୩୪୨-୩୭୮, କଂଗ୍ରେସ:୧୫୩-୧୬୯, ଅନ୍ୟାନ୍ୟ:୨୧-୨୩
ଓଡ଼ିଶାରୁ କାହାର କେତେ
ଇଣ୍ଡିଆ ଟିଭି
ବିଜେପି:୧୫-୧୭, ବିଜେଡି:୪-୬, କଂଗ୍ରେସ-୧
ମାଟ୍ରିଜ୍
ବିଜେପି:୯-୧୨, ବିଜେଡି: ୭-୧୦, କଂଗ୍ରେସ-୧
ଏନଡିଟିଭି
ବିଜେପି: ୧୫, ବିଜେଡି: ୩-୮
ଚାଣକ୍ୟ
ବିଜେପି:୧୬, ବିଜେଡି-୪, କଂଗ୍ରେସ-୧
ଜନ କି ବାତ୍
ବିଜେପି:୧୫-୧୮, ବିଜେଡି: ୩-୭
ଇଣ୍ଡିଆ ନ୍ୟୁଜ୍
ବିଜେପି:୧୩, ବିଜେଡି-୮