Friday, June 26, 2026 11:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋହେଲାରେ ବିଜେଡିର ଚାଷୀ ସମାବେଶ

by Our Correspondent
12 Jan, 2026- 11:43 PM
in Latest News, News
1 min read
0
ସୋହେଲାରେ ବିଜେଡିର ଚାଷୀ ସମାବେଶ

ଭୁବନେଶ୍ବର: ଚଳିତ ଖରିଫ ଋତୁରେ ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ଭାଇ ଭଉଣୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ତ୍ବରିତ ସମାଧାନ ପାଇଁ ବରଗଡ଼ର ସୋହେଲା ଠାରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶା ସିଂହଙ୍କ ନେତୃତ୍ବରେ ବରଗଡ଼ ବିଜୁ ଜନତା ଦଳ ବିଶାଳ ଚାଷୀ ସମାବେଶ ଆୟୋଜନ କରିଥିଲା ।

ଚଳିତ ଖରିଫ ଋତୁରେ ବରଗଡ଼ ଜିଲ୍ଲାରେ ବିଜେପି ସରକାରଙ୍କ ଦ୍ବାରା ଚାଲୁଥିବା ଧାନ ସଂଗ୍ରହ ପ୍ରକ୍ରିୟାରେ ବିଭିନ୍ନ ତ୍ରୁଟି ପରିଲକ୍ଷିତ ହୋଇଛି । ସରକାରୀ ଓ ପ୍ରଶାସନିକ ନୀତି ଓ ନିଷ୍ପତ୍ତି ଯୋଗୁଁ ଜିଲ୍ଲାର ଗରିବ ନିରୀହ ଚାଷୀକୂଳ ତାଙ୍କର କଷ୍ଟ ଉପାର୍ଜିତ ଧାନକୁ ସରକାରୀ ସହାୟକ ମୂଲ୍ୟରେ ଏବଂ ଠିକ୍ ସମୟରେ ବିକ୍ରି କରିପାରୁ ନାହାି । ଏହି ଚାଷୀ ସମାବେଶରେ ଚାଷୀ ମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ ପୂର୍ବକ ସରକାର ତ୍ବରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନିମେ ବରଗଡ଼ ବିଜୁ ଜନତା ଦଳ ଦାବି କରିଥିଲା ।

ବିଜେପି ସରକାରରେ ଧାନ ବିକ୍ରୟ ପାଇଁ ଟୋକନ ବଣ୍ଟନରେ ଅବ୍ୟବସ୍ଥା ହେଉଛି । ବିଳମ୍ବରେ ଏବଂ ପୀକୃତ ଚାଷୀଙ୍କୁ ଏପର୍ଯ୍ୟ ଟୋକନ ମିଳୁନି । ଧାନ ସଂଗ୍ରହ କେନ୍ଦ୍ରରେ ହଜାର ହଜାର ବସ୍ତା ଧାନ ବିକ୍ରି ନ ହୋଇ ପଡ଼ି ରହିଛି । ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି, ପ୍ରଶାସନିକ ଅପାରଗତା ଓ ମିଲର୍ସଙ୍କ ଉଦାସୀନତା ଯୋଗୁଁ ଚାଷୀଙ୍କ ଧାନ ଠିକ୍ ସମୟରେ ଉଠିପାରୁ ନାହିଁ । ଧାନର ଗୁଣବତ୍ତା ଆଳରେ ପ୍ରତି ପ୍ୟାକେଟ୍ ପିଛା 2 କେଜିରୁ 7 କେଜି ପର୍ଯ୍ୟ କଟନିଛଟନି କରାଯାଉଛି । ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଚାଷୀ ମାନେ କମ୍ ଦାମ୍ରେ ଖୋଲା ବଜାରରେ ଧାନର ଅଭାବୀ ବିକ୍ରି କରୁଛି । ମଣ୍ଡିରୁ ମିଲ୍କୁ ଚାଷୀ ନିଜ ଖର୍ଚ୍ଚରେ ଧାନ ନେଉଛି ଏବଂ ନିଜ ଖର୍ଚ୍ଚରେ ବସ୍ତା କିଣିବାକୁ ବାଧ୍ୟ ହେଉଛି। ଯେଉ କିଛି ଧାନ ମଣ୍ଡିରେ ଧାନ ବିକ୍ରି ହୋଇଛି, 24 ଘଣ୍ଟାରେ ଟଙ୍କା ଜମାର ପ୍ରତିଶ୍ରୁତି ଦେଇଥିବା ଡବଲ ଇନି ସରକାର 15 ଦିନ ପର୍ଯ୍ୟ ଟଙ୍କା ଦେଇପାରୁ ନାହାି । କେନ୍ଦ୍ର ସରକାର ଘୋଷଣା କରିଥିବା ଅତିରିକ୍ତ 69 ଟଙ୍କା ରାଜ୍ୟ ସରକାର ପ୍ରତିଶ୍ରୁତି ମୁତାବକ 800 ଟଙ୍କା ସବ୍ସିଡି ସହିତ ଯୋଡ଼ି 3,169 ଟଙ୍କା ଦିଆଯାଉ ନାହିଁ। ଏ ସବୁ ସମସ୍ୟା ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତି ଓ ଚାଷୀ ମାରଣ ନୀତିକୁ ସ୍ପଷ୍ଟ ସୂଚାଉଛି।

ଏ ସବୁ ସମସ୍ୟାର ତୁର ସମାଧାନ ନିମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋହେଲା ତହସିଲଦାରଙ୍କୁ ବରଗଡ଼ ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ଦାବିପତ୍ର ପ୍ରଦାନ କରିଥିଲା । ଏହି ଅବସରରେ ବରଗଡ଼ ବିଜୁ ଜନତା ଦଳ କହିଥିଲା ଯେ, ଆଗାମୀ ଦିନରେ ଯଦି ଚାଷୀ ସମସ୍ୟାର ସମାଧାନ ନ ହେବ, ତେବେ ବିଧାନସଭା ଘେରାଉ କରିବ ବିଜେଡି।

ଏହି ଚାଷୀ ସମାବେଶରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ବିଜୁ ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ବର୍ଷ। ସିଂ ବରିହା, ବିଧାୟକ ସୁଦର୍ଶନ ହରିପାଲ, ବିଜୁ ଯୁବ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ସୁବ୍ରତ ସିଂହ, ଗୌରହରି ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ରାଜ୍ୟ ସମ୍ପାଦକ ରାଜୁ ଘିବେଲା, କୃଷକ ସାମ୍ମୁଖ୍ୟ ଚାଷୀ ନେତା କିଶୋର ଦେବତା, ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ନିଲ କୁମାରୀ ନାୟକ, ବିଜେଡି ନେତା ସୁଶା ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବର୍ଦ୍ଧନ ବରିହା, ପୂର୍ବତନ ବ୍ଲକ ସଭାପତି ଗଣତନ୍ତ୍ର ପ୍ରଧାନ, ବିଜେଡି ନେତା ମନୋହର ମାଝୀ, ବିଜେଡି ନେତା ସରୋଜ ମହାପାତ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସୁବ୍ରତ ବେହେରା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ ।

Previous Post

ଚିଲିକାର ସୁରକ୍ଷା ପାଇଁ ସମନ୍ୱିତ ଯୋଜନା

Next Post

୧୪ରୁ କିଟ୍ ରେ ଚେସ୍‍ ମହାକୁମ୍ଭ

Next Post
୧୪ରୁ କିଟ୍ ରେ ଚେସ୍‍ ମହାକୁମ୍ଭ

୧୪ରୁ କିଟ୍ ରେ ଚେସ୍‍ ମହାକୁମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA