Monday, June 29, 2026 02:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତୃତୀୟ ଲହର କରୋନାରୁ ରକ୍ଷା ପାଇବାର ଏକମାତ୍ର ରାସ୍ତା ‘ଟିକାକରଣ’

୩ ମାସରେ ୫୧ କୋଟି ଲୋକଙ୍କୁ ଟିକା ଦିଆଯାଇପାରିବ: ଡାକ୍ତର ସେଟ୍ଟୀ

by Our Correspondent
16 May, 2021- 07:35 PM
in Health, Latest News, News
1 min read
0
ତୃତୀୟ ଲହର କରୋନାରୁ ରକ୍ଷା ପାଇବାର ଏକମାତ୍ର ରାସ୍ତା ‘ଟିକାକରଣ’

ନୂଆଦିଲ୍ଲୀ/ଭୁୁବନେଶ୍ୱର: କରୋନା ମହାମାରୀର ଏକମାତ୍ର ସଞ୍ଜିବନୀ ହେଉଛି ଟିକା । ଭାରତକୁ ତୃତୀୟ ଲହରରୁ ରକ୍ଷା କରିବାକୁ ହେଲେ ୫୧ କୋଟି ଲୋକଙ୍କୁ ଟିକାକରଣର ଆବଶ୍ୟକତା ରହିଛି । ୨-୩ ମାସରେ ଏହା ସମ୍ଭବ ବୋଲି ମତ ଦେଇଛନ୍ତି ଦେଶର ଖ୍ୟାତନାମା ଡାକ୍ତର ଦେବୀ ସେଟ୍ଟୀ ।

ତାଙ୍କ ମତରେ ଆଗାମୀ ଦୁଇ ତିନି ମାସ ଧରି ବ୍ୟାପକ ଟିକାକରଣ ଦ୍ୱାରା ତୃତୀୟ ଲହର କରୋନାରୁ ଦେଶବାସୀଙ୍କୁ ରକ୍ଷା କରାଯାଇପାରିବ । ଏହାଠାରୁ ଆଉ ଶସ୍ତା, ସୁନ୍ଦର ଓ ଶ୍ରେଷ୍ଠ ବିକଳ୍ପ କିଛି ନାହିଁ । ଟିକାକରଣର ସୁଫଳ ସମସ୍ତ ପ୍ରକାର ସନ୍ଦେହର ଉଦ୍ଧ୍ୱର୍ରେ । ସୁତରାଂ ବର୍ତ୍ତମାନ ସ୍ଥିତିରେ ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ଟିକାକରଣ ନିହାତି ଦରକାର । ଭାରତ ଭଳି ଦେଶରେ ଏହି ଲକ୍ଷ୍ୟ ସହଜରେ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ଡାକ୍ତର ସେଟ୍ଟୀ ଏହାର ସରଳ ସୂତ୍ର ବି ବତାଇଛନ୍ତି । ତାଙ୍କ ମତରେ, ଆମ ଦେଶରେ ସମ୍ବଳର ଅଭାବ ନାହିଁ । ଗୋଟିଏ ଦିନ ଲକଡାଉନ୍ ରୁ ଆମେ ୧୦ ହଜାର କୋଟି ଟଙ୍କା କ୍ଷତି ସହୁଛେ । କରୋନା ସଙ୍କଟରୁ ଉଦ୍ଧାର ପାଇବାକୁ ଦେଶର ୫୧ କୋଟି ଲୋକଙ୍କୁ ଟିକା ଦେବାର ଆବଶ୍ୟକତା ଅଛି । ଏଥିପାଇଁ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୦ ଲକ୍ଷ କୋଟି ଟଙ୍କା ଜିଡିପିର ଦେଶ ଭାରତ ପାଇଁ ଏହା ଆଦୌ କଠିନ ନୁହେଁ ।

ଆମ ପାଇଁ ଗ୍ରହଣଯୋଗ୍ୟ ଦେଶ ବିଦେଶର ଟିକା ନିର୍ମାତା କମ୍ପାନୀକୁ ୧୦ ହଜାର କୋଟି ଟଙ୍କା ଅଗ୍ରୀମ ରାଶି ଦେଲେ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆମ ଚାହିଦା ମୁତାବକ ଟିକା ପାଇବାରେ ଅସୁବିଧା ହେବ ନାହିଁ । କାରଣ ସଂପୃକ୍ତ ଟିକା କମ୍ପାନୀ ଏହି ଅଗ୍ରୀମ ଟଙ୍କାରେ ତାଙ୍କର କାରଖାନା ଓ ଉତ୍ପାଦନ କ୍ଷମତା ବଢ଼ାଇ ପାରିବେ । ବିନା ଅଗ୍ରୀମରେ କୌଣସି କମ୍ପାନୀ ଏହି ରିସ୍କ ନେବାକୁ ଚାହିଁବେନି । ହୁଏତ କୌଣସି କାରଣରୁ କରୋନା ଚାଲିଗଲେ ତାଙ୍କ ଟିକା କିଣିବାକୁ ଗରାଖ ମିଳିବେନି । ବ୍ୟବସାୟିକ ଦୃଷ୍ଟିରୁ ଏଥିପାଇଁ ବିପୁଳ କ୍ଷତିର ଆଶଙ୍କା ବି ରହୁଛି । ସୁତରାଂ ଅଗ୍ରୀମ ଟଙ୍କା ଦେଇ ଟିକା ଅର୍ଡର କରିବା ହିଁ ଏକମାତ୍ର ବାଟ । ଏହି ସହଜ ଏବଂ ଶସ୍ତା ବାଟରେ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ।

ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କାକୁ ମଧ୍ୟ ଏହା ଦ୍ୱାରା ଏଡାଇ ଦିଆଯାଇପାରିବ । କାରଣ ଟିକା ନେଇଥିବା ବାପାମାଆ ସେମାନଙ୍କ ପିଲାକୁ ସୁରକ୍ଷା ଦେବେ । ଆଉ ଯଦି ଟିକାକରଣ ହୋଇ ନ ପାରେ ତେବେ ପରିସ୍ଥିତି ସମ୍ଭାଳିବା କଷ୍ଟ ହେବ । କାରଣ ବର୍ତ୍ତମାନ ସ୍ଥିତିରେ କୋଭିଡ୍ ଆଇସିୟୁ ରେ ୨୦ ଜଣ ରୋଗୀଙ୍କୁ ୪/୫ ଜଣ ନର୍ସ ସମ୍ଭାଳୁଛନ୍ତି । ଶିଶୁଙ୍କ କ୍ଷେତ୍ରରେ ଏହା ସମ୍ଭବପର ନୁହେଁ । ଶିଶୁର ବାପା, ମାଆ ସାଙ୍ଗରେ ରହିବାର ଆବଶ୍ୟକତା ପଡ଼ିବ । ଏଭଳି ପରିସ୍ଥିତିରେ ଯଦି ବାପାମାଆ ଟିକା ନେଇ ନ ଥିବେ ତେବେ ପରିସ୍ଥିତି ସମ୍ଭାଳି ହେବନି ବୋଲି ଡାକ୍ତର ସେଟ୍ଟୀ କହିଛନ୍ତି ।

Previous Post

ଆଉ ୩ ସାମ୍ବାଦିକଙ୍କ ଜୀବନ ନେଲା କରୋନା

Next Post

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା

Next Post
କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA