Tuesday, July 8, 2025 03:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋନମାର୍ଗ ଟନେଲ୍: ଚର୍ଚ୍ଚାରେ କ୍ରିଷନ୍ କୁମାର

by Our Correspondent
14 Jan, 2025- 06:19 PM
in Latest News, National, News
1 min read
0
ସୋନମାର୍ଗ ଟନେଲ୍: ଚର୍ଚ୍ଚାରେ କ୍ରିଷନ୍ କୁମାର

ଶ୍ରୀନଗର: କେନ୍ଦ୍ରୀୟ କଶ୍ମୀରର ଗନେ୍ଦରବଲ ଜିଲ୍ଲାରେ ୬.୫ କିଲୋମିଟର ସୋନମାର୍ଗ ଟନେଲ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଏହି ଟନେଲ ସାରା ଦେଶ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏହାର ନିର୍ମାଣରେ ଡ. କ୍ରିଷନ୍ କୁମାରଙ୍କ ଅବଦାନକୁ ସବୁଆଡୁ ସାବାସୀ ମିଳିଛି । ତାଙ୍କର ଦୂରଦୃଷ୍ଟି, ଅକ୍ଲାନ୍ତ ପରିଶ୍ରମ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟନେଲ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ସମ୍ପନ୍ନ ହୋଇପାରିଛି ।

ଜେଡ୍-ମୋଡ଼ ଏହି ଟନେଲ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ(ଏନଏଚଆଇଡିସିଏଲ)କୁ । କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡିଶା କ୍ୟାଡର ଆଇଏଏସ୍ ଡ. କ୍ରିଷନ୍ କୁମାର ଏହାର ପରିଚାଳନା ନିର୍ଦ୍ଦେଶକ ବା ଏମଡି ଅଛନ୍ତି । ୨୦୧୫ ମେ ମାସରେ ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ୍ୟ ମଝିରେ ଧୀମା ପଡ଼ିଯାଇଥିଲା । ୨୦୨୨ ମସିହାରେ କ୍ରିଷନ୍ କୁମାର ଏନଏଚଆଇଡିସିଏଲର ଏମଡି ଭାବେ ଦାୟିତ୍ୱ ନେବା ପରେ ସେ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଖୋଦ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କ ତତ୍ତ୍ୱାବଧାନରେ ସେ ନିଜର ଦାୟିତ୍ୱକୁ ସୁଚାରୂରୂପେ ତୁଲାଇଥିଲେ ।

ଗତକାଲି ଏହି ଟନେଲର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଡ. କ୍ରିଷନ୍ କୁମାର ପ୍ରକଳ୍ପର କାର୍ଯ୍ୟକାରିତା ଓ ଉପଯୋଗିତା ସମ୍ପର୍କରେ ଅବଗତ କରାଇଥିଲେ ।

ସୂଚନାଯୋଗ୍ୟ, ଗନେ୍ଦରବଲ ଜିଲ୍ଲାର ଗଗନଗିର ଓ ସୋନମାର୍ଗକୁ ସଂଯୋଗ କରୁଥିବା ୬.୫ କିଲୋମିଟର ଦୀର୍ଘ ଦୁଇ ଲେନ୍ ବିଶିଷ୍ଟ ଟନେଲ୍ ୨୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହୋଇଛି । ଏହି ଟନେଲରେ ୭.୫ ମିଟର ଚଉଡ଼ା ଜରୁରିକାଳୀନ ନିର୍ଗମ ପଥ ମଧ୍ୟ ରହିଛି । ସମୁଦ୍ର ପତ୍ତନଠାରୁ ୮,୬୫୦ ଫୁଟ ଉଚ୍ଚତାରେ ଅବସ୍ଥିତ ଜେଡ୍ ମୋଡ଼ ଟନେଲ ଶ୍ରୀନଗର ଓ ସୋନମାର୍ଗ ମଧ୍ୟରେ ବର୍ଷସାରା ଯୋଗାଯୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିବ । ଭୂସ୍ଖଳନ ପ୍ରବଣ ଓ ହିମସ୍ଖଳନ ପ୍ରଭାବିତ ଅଞ୍ଚଳକୁ ଏଡ଼େଇ ଲେହକୁ ଯିବା ରାସ୍ତାକୁ ସହଜ କରିବ ।

 

Previous Post

ବିଏସକେୱାଇ ବଦଳରେ ଏଣିକି ଆୟୁଷ୍ମାନ ଭାରତ

Next Post

ବୈତରଣୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

Next Post
ବୈତରଣୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ବୈତରଣୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA