Thursday, May 21, 2026 11:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିମସରେ ଅତି ବିରଳ ସ୍ନାୟୁ ରୋଗ ‘ନୋଡୋପାଥି’ର ସଫଳ ଚିକିତ୍ସା

by Our Correspondent
14 Oct, 2025- 11:26 PM
in Health, Latest News, News
1 min read
0
କିମସରେ ଅତି ବିରଳ ସ୍ନାୟୁ ରୋଗ ‘ନୋଡୋପାଥି’ର ସଫଳ ଚିକିତ୍ସା

ଭୁବନେଶ୍ୱର: କିମସ ଡାକ୍ତରମାନେ ନୋଡୋପାଥି ଓ ପାରାନୋଡୋପାଥି ଭଳି ନୂତନ ଆବିଷ୍କୃତ ଅତି ବିରଳ ସ୍ନାୟୁ ରୋଗରେ ସଫଳ ଚିକିତ୍ସା କରି ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ୩୪ ବର୍ଷୀୟ ମହିଳା ପକ୍ଷାଘାତଗ୍ରସ୍ତ ରୋଗରେ ଆକ୍ରାନ୍ତ ହୋଇ ମୁଣ୍ଡ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଂଶ କାମ କରୁନଥିଲା। ଗୁରୁତର ଅବସ୍ଥା ସତ୍ତ୍ୱେ ସେ ସଂପୂର୍ଣ୍ଣ ସଚେତନ ଥିଲେ। କିମ୍‍ସରେ ଭର୍ତ୍ତି ହେବା ପରେ ସ୍ନାୟୁରୋଗ ବିଭାଗ ମୁଖ୍ୟ ଡା ସନ୍ତୋଷ ଦାଶ ତାଙ୍କ ରୋଗ ସମ୍ପର୍କରେ ବ୍ୟାପକ ତର୍ଜମା କରିଥିଲେ। ଶେଷରେ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ତାଙ୍କଠାରେ ନୋଡୋପାଥି ଓ ପାରାନୋଡୋପାଥି ଭଳି ନୂତନ ଆବିଷ୍କୃତ ଅତି ବିରଳ ସ୍ନାୟୁ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ଏଭଳି ବିରଳ ସ୍ନାୟୁ ରୋଗ ଗୁରୁତର ସ୍ନାୟୁଗତ କ୍ଷତି କରିଥାଏ ଏବଂ ସଂପୂର୍ଣ୍ଣ ପକ୍ଷାଘାତର କାରଣ ହୋଇଥାଏ। ଏଭଳି ଘଟଣା ସମଗ୍ର ଭାରତରେ ବିରଳ ବୋଲି ଡା ଦାଶ ଦାବି କରିଛନ୍ତି। ଏଭଳି ରୋଗକୁ ଅଳ୍ପ କିଛି ଦିନ ପୂର୍ବରୁ ଚିକିତ୍ସାରେ ଅନ୍ତର୍ଭୁକ୍ତ କରାଯାଇଥିବା ଡା ଦାଶ ପ୍ରକାଶ କରିଛନ୍ତି।

ଡା.  ଦାଶଙ୍କ ନେତୃତ୍ୱରେ କିମସର ଡାକ୍ତର ଅବିନାଶ ବଡ଼ପଣ୍ଡା ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଏହି ଚିକିତ୍ସା ଚ୍ୟାଲେଞ୍ଜକୁ ଦୃଢ଼ତାର ସହିତ ଗ୍ରହଣ କରିଥିଲେ। ବିରଳ ରୋଗର ଜଟିଳତା ସତ୍ତ୍ୱେ ରୋଗୀଙ୍କ ସଫଳ ଚିକିତ୍ସା କରିଥିଲେ। ରୋଗୀଙ୍କ ଅବସ୍ଥା ଏପରି ଥିଲା ଯେ, ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥିଲା। ଆବଶ୍ୟକ ରକ୍ତ ପରୀକ୍ଷା କେରଳରେ କରାଯାଉଥିବାରୁ ଓଡ଼ିଶାରେ ରୋଗ ନିର୍ଣ୍ଣୟ ସମ୍ଭବ ହେଉନଥିଲା। ଶେଷରେ କିମ୍‍ସ ଡାକ୍ତରମାନେ ସଫଳତାର ସହ ମହିଳାଙ୍କ ଚିକିତ୍ସା କରିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ଓ ସାଧାରଣ ଜୀବନ ଜୀଉଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ କିମ୍‍ସ କର୍ମଚାରୀଙ୍କ ସେବା ପାଇଁ ସେ କିମ୍‍ସକୁ ଧନ୍ୟବାଦ ଜଣାଛନ୍ତି। ରୋଗୀ ଜଣକ କହିଛନ୍ତି, ‘ମୁଁ କେବେ ଭାବି ନଥିଲି ଯେ ମୁଁ ଜୀବିତ ଫେରିବି। କିମସର ଡାକ୍ତରମାନେ ମୋତେ ଏକ ନୂତନ ଜୀବନ ଦେଇଛନ୍ତି।’ ଅପରପକ୍ଷରେ ଏଭଳି ବିରଳ ରୋଗ ଚିହ୍ନଟ ଓ ସଫଳ ଚିକିତ୍ସା କରିପାରିଥିବାରୁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍‍ସ ସଂପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରୋଗୀଙ୍କ ସୁସ୍ଥଜୀବନ କାମନା କରିଛନ୍ତି।

Previous Post

କୃଷି ମହାବିଦ୍ୟାଳୟର ସ୍ୱତନ୍ତ୍ର ଏନଏସ୍ଏସ୍ ଶିବିର ଉଦଘାଟିତ

Next Post

ନୂଆପଡ଼ାରୁ ପ୍ରାର୍ଥୀ ପାଇଲାନି ବିଜେଡି

Next Post
ନୂଆପଡ଼ାରୁ ପ୍ରାର୍ଥୀ ପାଇଲାନି ବିଜେଡି

ନୂଆପଡ଼ାରୁ ପ୍ରାର୍ଥୀ ପାଇଲାନି ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA