Thursday, June 25, 2026 02:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜେଲ୍ ଗଲା ‘ପରୀ’ ହତ୍ୟା ମୁଖ୍ୟ ଅଭିଯୁକ୍ତ

୩ ଦିନିଆ ରିମାଣ୍ଡରେ ନେବ ଏସଆଇଟି

by Our Correspondent
21 Dec, 2020- 10:46 PM
in Crime, Latest News, News
1 min read
0
ଜେଲ୍ ଗଲା ‘ପରୀ’ ହତ୍ୟା ମୁଖ୍ୟ ଅଭିଯୁକ୍ତ

ନୟାଗଡ଼: ୫ ବର୍ଷର କୁନି ଝିଅ ‘ପରୀ’ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଆଜି ସଂଧ୍ୟାରେ ନୟାଗଡ଼ ପୋକସୋ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସଆଇଟି । ଏଥିସହ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ମାତ୍ର ଆସନ୍ତାକାଲିଠାରୁ ୩ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ଆଜି ନୟାଗଡ଼ ଜେଲ୍ ହାଜତକୁ ଯାଇଛି ମୁଖ୍ୟ ଅଭିଯୁକ୍ତ ।

ଗିରଫ ମୁଖ୍ୟ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୧୦ ଦିନ ଭିତରେ ତାକୁ ଅନେକଥର ପଚରାଉଚୁରା କରାଯାଇଥିଲା । ପରୀ ହତ୍ୟାକାଣ୍ଡରେ ତା’ର ସଂପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ମିଳିଲା ପରେ ଗିରଫ କରାଗଲା । ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଶ୍ରୀ ବୋଥ୍ରା କହିଛନ୍ତି । ଯୌନ ଅତ୍ୟାଚାରରୁ ଏହି ଘଟଣା ଘଟିଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡରେ ଅନ୍ୟ କାହାରି ସଂପୃକ୍ତି ରହିଛି, ଶବ ଲୁଚାଇ ନଷ୍ଟ କରିବାରେ ତାକୁ କିଏ ସାହାଯ୍ୟ କରିଛି ସେବୁର ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବୋଥ୍ରା ।

ପରୀ ର ପଡୋଶୀ ଏହି ମୁଖ୍ୟ ଅଭିଯୁକ୍ତକୁ ଧରି ଆଜି ସକାଳେ ଯଦୁପୁର ଗାଁକୁ ଯାଇଥିଲା ଏସଆଇଟି । ସେଠାରେ ସିନ୍ ରିକ୍ରିଏସନ୍ କରାଯାଇଥିଲା । ଅଧିକ ତଦନ୍ତ ପାଇଁ ପରୀର ଗଳିତ ଶବ ମିଳିଥିବା ପୋଖରୀରୁ ପାଣି ଖାଲି କରାଯାଉଛି । ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା କଲେଜ ଛାତ୍ରକୁ ନେଇ ଯଦୁପୁର ଗ୍ରାମବାସୀ ସ୍ତବ୍ଧ ହୋଇଛନ୍ତି । କେଉଁ ପରିସ୍ଥିତିରେ ସେ ଏଭଳି କାଣ୍ଡ ଭିଆଇଛି ତାହା ଜାଣିବାକୁ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଛି ।

ଅନ୍ୟପକ୍ଷରେ ଏସଆଇଟି କାର୍ଯ୍ୟାନୁଷ୍ଠାନରେ ପରୀ ର ବାପା ଓ ମାଆ ଖୁସି ହେବା ବଦଳରେ ଓଲଟି ସମାଲୋଚନା କରିଛନ୍ତି । ଏସଆଇଟି ତଦନ୍ତ ଉପରେ ସେମାନଙ୍କର ବିଶ୍ୱାସ ନାହିଁ । ମାମଲାର ସିବିଆଇ ତଦନ୍ତ ପାଇଁ ସେମାନେ ପୁରୁଣା ଜିଦ୍ ରେ ଅଟଳ ଅଛନ୍ତି ।

ସୂଚନାଯୋଗ୍ୟ, ଗିରଫ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬(ଏ), ୩୭୬(ଏବି), ୩୬୪, ୩୦୨,୨୦୧ ଦଫା ଏବଂ ପୋକସୋ ଆକ୍ଟର ଧାରା ୬ ରେ ମାମଲା ରୁଜୁ ହୋଇଛି ।

Previous Post

ମତ ମାଗିଲେ ନବୀନ

Next Post

ହତ୍ୟା ପରେ ଶବ ସହ ଦୁଷ୍କର୍ମ କରିଥିଲା ସରୋଜ

Next Post
ହତ୍ୟା ପରେ ଶବ ସହ ଦୁଷ୍କର୍ମ କରିଥିଲା ସରୋଜ

ହତ୍ୟା ପରେ ଶବ ସହ ଦୁଷ୍କର୍ମ କରିଥିଲା ସରୋଜ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA