Monday, May 25, 2026 01:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଅବଜରଭେସନରେ ରହିବେ ଦୁଇଦିନ

ଆଶୁ ଆରୋଗ୍ୟ ପାଇଁ ସବୁଆଡ଼େ ପ୍ରାର୍ଥନା

by Our Correspondent
22 Jun, 2025- 03:40 PM
in Latest News, News
1 min read
0
ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଅବଜରଭେସନରେ ରହିବେ ଦୁଇଦିନ

ମୁମ୍ବାଇ/ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ସର୍ଭାଇକାଲ୍ ଆଥ୍ରାଇଟିସ୍ ଅପରେସନ୍ ସଫଳ ହୋଇଛି । ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ୍ ଦୁଇଘଣ୍ଟା ଧରି ଚାଲିଥିଲା । ସ୍ପାଇନ୍ ସ୍ପେସିଆଲିଷ୍ଟ ଡାକ୍ତର ରାଜଶେଖର ଅପରେସନ୍ କରିଥିଲେ । ତାଙ୍କୁ ସହାୟତା କରିଥିଲେ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ । ହସ୍ପିଟାଲ୍ ର ୧୬ତମ ମହଲାରେ ଏହି ଅପରେସନ୍ ବେଳେ ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ଉପସ୍ଥିତ ଥିଲେ ।

ଡାକ୍ତର ପଣ୍ଡାଙ୍କ ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଆଶୀର୍ବାଦରୁ ଅପରେସନ ସଫଳ ହୋଇଛି । ସେ ସୁସ୍ଥ ଅଛନ୍ତି ଏବଂ ଭଲ ଭାବେ କଥା ହୋଇପାରୁଛନ୍ତି । ଦୁଇରୁ ୩ ଦିନ ଅବଜରଭେସନ୍ ରେ ରହିବେ ଏବଂ ୫ ରୁ ୭ ଦିନ ଭିତରେ ଡିସଚାର୍ଜ ହେବେ ।

ନବୀନଙ୍କ ଅପରେସନ୍ ର ଦାୟିତ୍ୱ ନେଇଥିବା ତାଙ୍କର ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର କହିଛନ୍ତି, ନବୀନଙ୍କୁ ଭେଟିବାକୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍ ଆସୁଛି । ମାତ୍ର ସଂକ୍ରମଣର ଭୟ ଥିବାରୁ ସମସ୍ତଙ୍କୁ ଅପେକ୍ଷା କରିବାକୁ କୁହାଯାଇଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ୪୮ ଘଣ୍ଟା ପରେ ଯାଇ ଭେଟିବାକୁ ଅନୁମତି ମିଳିବ । ତାଙ୍କର କୌଣସି ଅସୁବିଧା ନାହିଁ ଏବଂ ସେ ସୁସ୍ଥ ଅଛନ୍ତି ବୋଲି ଡ. ମିଶ୍ର କହିଛନ୍ତି ।

ଏପଟେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟବ୍ୟାପୀ ବିଜେଡି କର୍ମୀମାନେ ବିଭିନ୍ନ ମନ୍ଦିରରେ ଦୀପ ଜାଳିଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଥିଲା ।

Previous Post

ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧିନ, ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Next Post

ରଥଯାତ୍ରା ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

Next Post
ରଥଯାତ୍ରା ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

ରଥଯାତ୍ରା ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA