Saturday, April 18, 2026 02:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨ ଲକ୍ଷ ୩୦ ହଜାର କୋଟିର ବଜେଟ୍

by Our Correspondent
24 Feb, 2023- 06:50 PM
in Latest News, News
1 min read
0
୨ ଲକ୍ଷ ୩୦ ହଜାର କୋଟିର ବଜେଟ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଆକଳନ ରହିଛି ୨ ଲକ୍ଷ ୩୦ ହଜାର କୋଟି ଟଙ୍କା । ଗତବର୍ଷ ବଜେଟ୍ ଠାରୁ ଏହା ୧୫% ଅଧିକ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ୍ ଆଗତ କରିଛନ୍ତି । ବଜେଟ୍ ରେ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, କାର୍ଯ୍ୟକ୍ରମ ଖର୍ଚ୍ଚ ୧ ଲକ୍ଷ ୨୫ ହଜାରକୁ ବୃଦ୍ଧି । ପ୍ରଶାସନିକ ଖର୍ଚ୍ଚ(୮୯, ୫୯୦) ତୁଳନାରେ କାର୍ଯ୍ୟକ୍ରମ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି । ୨୦୦୦-୦୧ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ଖର୍ଚ୍ଚ ୩,୫୩୮ କୋଟି ଥିଲା । ୨୩ ବର୍ଷ ମଧ୍ୟରେ ଏହା ୩୫ ଗୁଣ ବୃଦ୍ଧି ପାଇଛି । ଚଳିତ ବଜେଟ୍ ରେ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ୩,୭୦୦ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ରାଶି ୭,୩୦୦ ଆକଳନ କରାଯାଇଛି ।

ବଜେଟ୍ ରେ ନୂଆ…

ଧାନ ସଂଗ୍ରହ ପାଇଁ ରିଭଲଭିଂ ଫଣ୍ଡ-୨୦୦୦ କୋଟି
ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ଯୋଜନା-୧୩୯ କୋଟି
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍-୧୨୦ କୋଟି
ଲୋକେସନ୍ ଆକସେସିବୁଲ୍ ମଲଟିମୋଡାଲ୍ ଇନିଟିଏଟିଭ୍-୧୦୦ କୋଟି
ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି-୫୦ କୋଟି
କଫି ମିଶନ୍- ୧୨୬ କୋଟି
ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ –୧,୪୪୬ କୋଟି
ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ପାଣ୍ଠି-୫୦ କୋଟି
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା-୨୫୦ କୋଟି
ନୂତନ ଉନ୍ନତ ଅଭିଳାଷ(ନୂଆ) ଓଡ଼ିଶା-୧୦୦ କୋଟି
ଆମ ହସ୍ପିଟାଲ୍-୭୫୦ କୋଟି
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ-୮୧୧ କୋଟି
ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧୀ ଲୁଣିବନ୍ଧ ପ୍ରକଳ୍ପ-୧୫୦ କୋଟି
ଆମ ବସ ଷ୍ଟାଣ୍ଡ- ୧୫୦ କୋଟି
ଏସଏଚଜି ମହିଳା ଉଦ୍ୟୋଗୀ ପ୍ରୋତ୍ସାହନ –୧୦୦ କୋଟି
ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଯୋଜନା-୨୫୦ କୋଟି
ଅର୍ନ୍ତଜାତୀୟ ବିମାନ ଚଳାଚଳ –୧୦୦ କୋଟି
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା-୨୧୦ କୋଟି
ବନ ସୁରକ୍ଷା ସମିତି ବିଲଡିଂ –୨୫୦ କୋଟି
ମିଶନ ଶକ୍ତି ସ୍କୁଟର ଯୋଜନା-୫୦ କୋଟି

ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ କେତେ କୋଟି

ସ୍ୱାସ୍ଥ୍ୟ-୧୬,୦୪୮ (୨୭% ଅଧିକ)
ପାଇପ ପାଣି-୧୩,୨୧୫(୫୮% ଅଧିକ)
କୃଷି ଓ ଆନୁସଙ୍ଗିକ କ୍ଷେତ୍ର-୨୪,୮୨୯ (୨୧% ଅଧିକ)
ରାସ୍ତା, ପୋଲ, ବିମାନବନ୍ଦର, ରେଳ-୧୯, ୪୫୨(୩୪% ଅଧିକ)
ନଗର ଉନ୍ନୟନ-୭,୯୧୪(୯% ଅଧିକ)
ମିଶନ ଶକ୍ତି-୬,୨୨୪(୧୨% ଅଧିକ)
ଶିଳ୍ପ ଏବଂ ଏମଏସଏମଇ-୧,୩୫୮(୭% ଅଧିକ)
ବିପର୍ଯ୍ୟୟ ପରିଚାଳନା-୩,୭୦୦(୧୩%)
ଶିକ୍ଷା ଏବଂ ଦକ୍ଷତା-୩୦,୦୩୦(୧୦% ଅଧିକ)
ଅନୁସୂଚିତ ଜାତି/ଜନଜାତି ଉନ୍ନୟନ-୩୮, ୪୩୭(୧୮% ଅଧିକ)
ପର୍ଯ୍ୟଟନ-୬୮୦ କୋଟି(୧୫% ଅଧିକ)
କ୍ରୀଡ଼ା ବିକାଶ ପାଇଁ-୧,୨୧୭(୩୪% ଅଧିକ)
ଇଲେକଟ୍ରୋନିକ୍ସ ଆଣ୍ଡ ଆଇଟି-୩୫୬ କୋଟି(୧୮% ଅଧିକ)
ହସ୍ତତନ୍ତ, ବୟନଶିଳ୍ପ-୨୧୯ କୋଟି( ୮% ଅଧିକ)
ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନ୍ୟାୟ ପାଇଁ-୮,୧୩୦(୮% ଅଧିକ)
ଲୋକାଲ୍ ବଡି-୭,୩୦୦ କୋଟି

Previous Post

ଓଡ଼ିଶା ବଜେଟ୍: କୃଷି ପାଇଁ ୨୪, ୮୨୯ କୋଟି

Next Post

କିଟ୍‍ ରେ ମେଗା ରକ୍ତଦାନ ଶିବିର

Next Post
କିଟ୍‍ ରେ ମେଗା ରକ୍ତଦାନ ଶିବିର

କିଟ୍‍ ରେ ମେଗା ରକ୍ତଦାନ ଶିବିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA