Friday, April 24, 2026 03:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏକାଥରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି

by Our Correspondent
11 Sep, 2023- 09:12 PM
in Latest News, News
1 min read
0
ଏକାଥରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଏକାଥରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓସେପା ପକ୍ଷରୁ ଆଜି ଏହାର ବିଜ୍ଞାପନ ପ୍ରକାଶ ପାଇଛି । ପ୍ରାଥମିକ ଓ ଉଚ୍ଚ ପ୍ରାାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିବ । ଆସନ୍ତା ୧୩ ତାରିଖରୁ ଏଥିପାଇଁ ଆବେଦନ ହେବ । ଅକ୍ଟୋବର ୧୦ ଆବେଦନର ଶେଷ ତାରିଖ ରଖାଯାଇଛି ।

ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନରେ ହେବ । ଅନଲାଇନ ବାହାରେ ଆବେଦନ କରାଯାଇ ପାରିବ ନାହିଁ । ପ୍ରାର୍ଥୀମାନଙ୍କୁ କୌଣସି ପରୀକ୍ଷା ଫି’ ଦେବାକୁ ପଡ଼ିବନି । କମ୍ପୁଟର ବେସଡ୍ ଟେଷ୍ଟ(ସିବିଟି) ମାଧ୍ୟମରେ ଶିକ୍ଷକମାନଙ୍କୁ ଚୟନ କରାଯିବ । ସିବିଟି ସିଲାବସ୍ ଓସେପା ପୋର୍ଟାଲ୍ ରେ ଉପଲବ୍ଧ ରହିଛି । ପରୀକ୍ଷା ତାରିଖ, ସମୟ ଏବଂ ପରୀକ୍ଷା କେନ୍ଦ୍ର ପ୍ରାର୍ଥୀମାନଙ୍କ ଆଡମିଟ୍ କାର୍ଡରେ ଦିଆଯିବ । ଜିଲ୍ଲା ଏବଂ କାଟାଗୋରି ୱାରୀ ବିସ୍ତୃତ ସୂଚନା ଓସେପା ୱେବସାଇଟ୍(osepa.odisha.gov.in) ରୁ ମିଳିବ ।

ସୂଚନା ଅନୁଯାୟୀ, ଏହି ୨୦ ହଜାର ଶିକ୍ଷକଙ୍କୁ ଯୋଜନା ଭିତ୍ତିକ(ସ୍କିମାଟିକ୍) ନିଯୁକ୍ତି ଦିଆଯିବ । ମାସିକ ୧୧,୪୦୦ ଟଙ୍କା ଲେଖାଏଁ ଦରମା ମିଳିବ । ସେମାନଙ୍କର ନିଯୁକ୍ତି ଅବଧି ବର୍ଷେ ରହିବ । ବର୍ଷକୁ ବର୍ଷ ଏହାର ନବୀକରଣ କରାଯିବ । ଶିକ୍ଷକମାନଙ୍କ ଦକ୍ଷତା ଓ ପ୍ରଦର୍ଶନ ଆଧାରରେ ୬ ବର୍ଷ ପରେ ସ୍ଥାୟୀ କରିବା ନେଇ ବିଚାର କରାଯିବ ।

ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ ବୋଲି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ଏହି ନିଯୁକ୍ତି ସର୍ତ୍ତାବଳୀକୁ ଓଡ଼ିଶା ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ବିରୋଧ କରିଛି । ଯୋଜନାଭିତ୍ତିକ ନିଯୁକ୍ତି ବଦଳରେ ନିୟମିତ ନିଯୁକ୍ତି ପାଇଁ ଦାବି କରାଯାଇଛି ।

ବିଜେପି ଓ କଂଗ୍ରେସ ମଧ୍ୟ ସରକାରଙ୍କ ଯୋଜନାଭିତ୍ତିକ ନିଯୁକ୍ତି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ ହାସଲ କରିଥିବା ବେଳେ ଏହା କି ପ୍ରକାର ନିଷ୍ପତ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

Previous Post

ଭିନ୍ନକ୍ଷମ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶ

Next Post

ବିଜେଡି କର୍ମୀଙ୍କୁ ମାଷ୍ଟର ଟ୍ରେନିଂ

Next Post
ବିଜେଡି କର୍ମୀଙ୍କୁ ମାଷ୍ଟର ଟ୍ରେନିଂ

ବିଜେଡି କର୍ମୀଙ୍କୁ ମାଷ୍ଟର ଟ୍ରେନିଂ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA