Thursday, July 2, 2026 01:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୦ତମ ସ୍ଥାନରେ ସୋଆ, ୨୧ତମ ସ୍ଥାନରେ କିଟ୍

୮୭ ତମ ସ୍ଥାନରେ ଉତ୍କଳ ବିଶ୍ୱବିଦ୍ୟାଳୟ

by Our Correspondent
09 Sep, 2021- 06:40 PM
in Latest News, News
1 min read
0
୨୦ତମ ସ୍ଥାନରେ ସୋଆ, ୨୧ତମ ସ୍ଥାନରେ କିଟ୍

ଭୁୁବନେଶ୍ୱର: ଦେଶର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ତିନୋଟି ବିଶ୍ୱବଦ୍ୟାଳୟ ସ୍ଥାନ ପାଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ୨୦ ତମ ସ୍ଥାନରେ ଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ୨୧ ତମ ସ୍ଥାନରେ ରହିଛନ୍ତି । ତେବେ ସର୍ବ ପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟ ସେମାନଙ୍କଠାରୁ ପଛରେ ପଡ଼ିଯାଇଛି । ଆଜି ପ୍ରକାଶ ପାଇଥିବା ୨୦୨୧ ମସିହାର ଏନଆଇଆରଏଫ ରାଙ୍କିଙ୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ୮୭ ତମ ସ୍ଥାନରେ ରହିଛି ।

ଗତବର୍ଷର ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍ ରେ ସୋଆ ସେହି ୨୦ ତମ ସ୍ଥାନରେ ଥିଲା । ତେବେ କିଟ୍ ବିଶ୍ୱବିଦ୍ୟାଳୟର ୨୪ ତମ ସ୍ଥାନରେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ୯୬ତମ ସ୍ଥାନରେ ଥିଲା । ଖୁସିର କଥା, ଶ୍ରେଷ୍ଠ ତାଲିକାରେ ସୋଆ ନିଜର ସ୍ଥାନ ବଜାୟ ରଖିଛି ଏବଂ କିଟ୍ ନିଜ ସ୍ଥାନକୁ ଉନ୍ନୀତ କରିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟ ନିଜର ସ୍ଥାନକୁ ଉନ୍ନୀତ କରିପାରିଛି ।

ରାଙ୍କିଙ୍ଗ ସାମଗ୍ରିକ କାଟାଗୋରିରେ ଗତବର୍ଷ ସୋଆ ୩୮ତମ ସ୍ଥାନରେ ଥିଲା ବେଳେ ଏଥର ୩୭ତମ ସ୍ଥାନ ହାସଲ କରିଛି । ଇଂଜିନିୟରିଂ ପାଠ୍ୟକ୍ରମରେ ଗତବର୍ଷ ୩୪ ତମ ସ୍ଥାନରେ ଥିଲା ବେଳେ ଏଥର ୩୨ ତମ ସ୍ଥାନ ହାସଲ କରିଛି । ମେଡ଼ିକାଲ୍ ପାଠ୍ୟକ୍ରମରେ ଗତବର୍ଷ ୨୩ ତମ ସ୍ଥାନରେ ଥିଲା । ଏଥର ୧୪ ତମ ସ୍ଥାନକୁ ଆସିଛି ସୋଆ ।

ସେହିଭଳି, ଶ୍ରେଷ୍ଠ ଆଇନ ବିଦ୍ୟାଳୟ ତାଲିକାରେ କିଟ୍ ଲ’ ସ୍କୁଲ ଏଥର ଦଶମ ସ୍ଥାନରେ ରହିଛି । କିଟ୍ ଅନ୍ୟ ସମସ୍ତ ବିଭାଗ ମଧ୍ୟ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ସଫଳତା ପ୍ରଦର୍ଶନ କରିଛନ୍ତି ।

Previous Post

ଶୀର୍ଷରେ ଆଇଆଇଟି ମାଡ୍ରାସ୍

Next Post

ପ୍ରମୋଦ ଭଗତଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

Next Post
ପ୍ରମୋଦ ଭଗତଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ପ୍ରମୋଦ ଭଗତଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA