Friday, June 26, 2026 11:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଓଡ଼ିଶା ରାଜନୀତି’ ଡାଇରେକ୍ଟୋରି ଉନ୍ମୋଚିତ

୧୧ ହଜାରରୁ ଊର୍ଦ୍ଧ୍ଵ ରାଜନେତାଙ୍କ ଯୋଗାଯୋଗ ନମ୍ବର ଅଛି

by Our Correspondent
10 Feb, 2024- 11:42 PM
in Latest News, News
1 min read
0
‘ଓଡ଼ିଶା ରାଜନୀତି’ ଡାଇରେକ୍ଟୋରି ଉନ୍ମୋଚିତ

ଭୁବନେଶ୍ୱର: ଗଣମାଧ୍ୟମ ଅନୁଷ୍ଠାନ ” ବିଜ୍ଞାପନ” ପକ୍ଷରୁ ପ୍ରକାଶିତ ରାଜ୍ୟର ସାଂସଦଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଯୋଗାଯୋଗ ନମ୍ବର ସମ୍ବଳିତ ଡାଇରେକ୍ଟୋରି  ‘ଓଡ଼ିଶା ରାଜନୀତି’ ଆଜି ସନ୍ଧ୍ୟାରେ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି।

ଭୁବନେଶ୍ୱର ଆଇଆରସି ଭିଲେଜ ସ୍ଥିତ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ( ୟୁସିସିଆଇଏଲ୍) ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ପାଣିଗ୍ରାହୀ ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ସାମ୍ବାଦିକ କିଶୋର ଦ୍ଵିବେଦୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହି ବହି ପ୍ରକାଶନର ଗୁରୁତ୍ବ ରହିଛି। ବିଭିନ୍ନ ରାଜନୈତିକ ଦଳ, ରାଜନେତା ଏବଂ ଗଣମାଧ୍ୟମ ପାଇଁ ଏହା ଏକ ଉପାଦେୟ ପୁସ୍ତକ ସାବ୍ୟସ୍ତ ହେବ ବୋଲି ଅତିଥିମାନେ ମତ ଦେଇଛନ୍ତି।

ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ରାଜନୀତି ଡାଇରେକ୍ଟୋରିର ସମ୍ପାଦକ ଦିଲୀପ ମିଶ୍ର ପୁସ୍ତକର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ବିଜ୍ଞାପନର ପ୍ରାଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିବୃନ୍ଦ , ବହୁ ନିର୍ବାଚିତ ଲୋକପ୍ରତିନିଧି ଏବଂ ଓଡ଼ିଶା ରାଜନୀତିର ଲେଖକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ,ଏହି ପୁସ୍ତକରେ ଓଡ଼ିଶାର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ମନ୍ତ୍ରିମଣ୍ଡଳ, ସମସ୍ତ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସଭାପତି, ଉପସଭାପତି, ସହରାଞ୍ଚଳ ନିର୍ବାଚିତ ପରିଷଦ ସଦସ୍ୟ, ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଶୀର୍ଷ ସମବାୟ ସଂସ୍ଥା ସଭାପତି, ବିଭିନ୍ନ ନିଗମ ଓ ଅନ୍ୟାନ୍ୟ ସଂସ୍ଥାର ଅଧ୍ୟକ୍ଷ, ପ୍ରମୁଖ ରାଜନୈତିକ ଦଳ କର୍ମକର୍ତ୍ତା ଇତ୍ୟାଦିଙ୍କ ଯୋଗାଯୋଗ ନମ୍ବର ( ମୋଟ୍ ୧୧୦୦୦ରୁ ଊର୍ଦ୍ଧ୍ବ ରାଜନେତାଙ୍କ ନମ୍ବର) ରହିଛି। ଅଶୀରୁ ଊର୍ଦ୍ଧ୍ବ ନିର୍ବାଚିତ ଲୋକପ୍ରତିନିଧିଙ୍କ ସାକ୍ଷାତକାର ମଧ୍ୟ ଅଛି।

Previous Post

ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି

Next Post

ସାତକଡ଼ି ହୋତାଙ୍କ ପରଲୋକ

Next Post
ସାତକଡ଼ି ହୋତାଙ୍କ ପରଲୋକ

ସାତକଡ଼ି ହୋତାଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA