Wednesday, July 9, 2025 05:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ତାମିଲନାଡୁରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ

ସ୍ୱାମୀ ଓ ଛୁଆ ଆଗରେ ବିହାରୀ ଯୁବକଙ୍କ ଜଘନ୍ୟ କାଣ୍ଡ

by Our Correspondent
20 Feb, 2025- 12:02 PM
in Crime, Latest News, News
1 min read
0
ତାମିଲନାଡୁରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ

ଭୁୁବନେଶ୍ୱର: ତାମିଲନାଡୁରେ କାମ ଖୋଜିବାକୁ ଯାଇଥିବା ଜଣେ ୨୭ ବର୍ଷୀୟ ଓଡ଼ିଆ ମହିଳା ନିଜ ସ୍ୱାମୀ ଓ ତିନି ବର୍ଷର ଛୁଆ ସାମନାରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୁଲିସର ତତ୍ପରତା ଯୋଗୁଁ ଦୁଷ୍କର୍ମକାରୀ ୩ ବିହାରୀ ଯୁବକ ମହମ୍ମଦ ନଦିମ୍(୨୪), ମହମ୍ମଦ ଡାନିସ୍(୨୫) ଏବଂ ମହମ୍ମଦ ମୁର୍ଶିଥ୍(୨୦) ଧରାପଡ଼ିଛନ୍ତି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କାମଧନ୍ଦା ଅନ୍ୱେଷଣରେ ୩ ବର୍ଷର ଛୁଆକୁ ଧରି ଏକ ଓଡ଼ିଆ ଦମ୍ପତ୍ତି ତାମିଲନାଡୁ ଆସିଥିଲେ । ବୁଲି ବୁଲି କାମ ଖୋଜୁଥିଲା ବେଳେ ତିରିପୁର ରେଳଷ୍ଟେସନ ନିକଟସ୍ଥ ପୁଷ୍ପା ଜଙ୍କସନ୍ ରେ ଟ୍ରେନ୍ ଅପେକ୍ଷାରେ ବସିଥିଲେ । ସେହି ସମୟରେ ତିନି ଜଣ ବିହାରୀ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ । କାମଧନ୍ଦା ପାଇଁ ସେମାନେ ଏଠାକୁ ଆସିଥିବା ଜାଣିବା ପରେ ସେହି ଅସହାୟତାରୁ ଫାଇଦା ନେବା ପାଇଁ ତିନି ବିହାରୀଙ୍କ ମୁଣ୍ଡକୁ ରାକ୍ଷସ ଭାବ ଜୁଟିଲା । କାମଧନ୍ଦା ଯୋଗାଇ ଦେବାର ପ୍ରଲୋଭନ ଦେଇ ସେମାନେ ଲକ୍ଷ୍ମୀ ନଗର ଅଞ୍ଚଳରେ ଥିବା ସେମାନଙ୍କ ଭଡ଼ା ଘରକୁ ନେଇ ସେଠାରେ ରାତିରେ ରହିଯିବାକୁ ବାଧ୍ୟ କରିଥିଲେ ।

ସେମାନଙ୍କ କଥାରେ ବିଶ୍ୱାସ କରିଯାଇଥିଲେ ଓଡ଼ିଆ ଦମ୍ପତ୍ତି । ଭଡ଼ା ଘରକୁ ନେଇ ବିହାରୀ ଯୁବକମାନେ ବଢ଼ିଆ ଅତିଥି ଚର୍ଚ୍ଚା କରିଥିଲେ । ଏକାଠି ବସି ରାତ୍ରିଭୋଜନ କରିଥିଲେ । ତାହା ପରେ ସମସ୍ତେ ଶୋଇବାକୁ ଯାଇଥିଲେ । ତେବେ ଯୋଜନା ମୁତାବକ ସଂପୃକ୍ତ ବିହାରୀମାନେ ରାତି ଅଧରେ ନାରକୀୟ କାଣ୍ଡ ଆରମ୍ଭ କରିଥିଲେ । ନିଦରେ ଶୋଇଥିବା ଓଡ଼ିଆ ମହିଳାଙ୍କୁ ପ୍ରଥମେ ବଳାକ୍ରାର ଉଦ୍ୟମ କରିଥିଲେ । ତାଙ୍କ ଚିକ୍ରାରରେ ସ୍ୱାମୀ ଏବଂ ତିନି ବର୍ଷର ଛୁଆ ନିଦରୁ ଉଠିପଡ଼ିଲେ । ଘଟଣା ଜାଣିବା ପରେ ସ୍ୱାମୀ ବିିରୋଧ କରିବାରୁ ସେହି ରାକ୍ଷସମାନେ ତାଙ୍କୁ ପ୍ରବଳ ପିଟିବା ସହ ଛୁରୀ ଭୂଷି ଦେଇଥିଲେ । ଖାଲି ସେତିକି ନୁହେଁ, ଏକ ଦଉଡ଼ିରେ ହାତଗୋଡ଼ ବାନ୍ଧି ତାଙ୍କରି ସାମନାରେ ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଉଭୟ ପତ୍ନୀ ଏବଂ ପତ୍ନୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଆର୍ତ୍ତନାଦ କରୁଥିବା ନିଷ୍ପାପ ଛୁଆକୁ ମଧ୍ୟ ସେମାନେ ଛାଡ଼ି ନ ଥିଲେ । ତଳେ କଚାଡ଼ି ଦେଇଥିଲେ ।

ଘଟଣା ପ୍ରଘଟ କଲେ କିମ୍ବା ପୁଲିସକୁ ଜଣାଇଲେ ପରିବାରକୁ ସଫା କରିଦେବାର ଧମକ ଦେଇ ସେହି ରାତାରାତି ଘରୁ ବିଦା କରିଦେଇଥିଲେ ।

ଆତଙ୍କିତ ଓଡ଼ିଆ ଦମ୍ପତ୍ତି ସେମାନଙ୍କ ଧମକ ପାଇ ଫେରିଥିଲେ ମଧ୍ୟ ସାହାସ ଯୋଗାଡ଼ କରିଥିଲେ । ସ୍ଥାନୀୟ ତିରୁପୁର ନର୍ଥ ମହିଳା ଥାନାକୁ ଆସି ପୁଲିସକୁ ସମସ୍ତ ଘଟଣା ଜଣାଇ ଏତଲା ଦେଇଥିଲେ । ପୁଲିସ ଏହାକୁ ଗ୍ରହଣ କରିବା ସହ ତୁରନ୍ତ ସେହି ରାତିରେ ହିଁ ସେହି ଭଡ଼ା ଘରୁ ତିନି ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା । ଆହତ ଓଡ଼ିଆ ଦମ୍ପତ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି ପୁଲିସ ।

ତାମିଲନାଡୁରେ ଘଟଣାଟି ସୃଷ୍ଟି କରିଥିବା ବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାଥାଉକି, ଗତ ନଭେମ୍ବର ମାସରେ ଦିଲ୍ଲୀକୁ ଚାକିରୀ ଅନ୍ୱେଷଣରେ ଯାଇଥିବା ଜଣେ ଗରିବ ଉଚ୍ଚଶିକ୍ଷିତ ଓଡ଼ିଆ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାରେ ସେ ଭୀଷଣ ମାନସିକ ଆଘାତ ପାଇଥିଲେ ।

Previous Post

ଟିଏଚ୍‌ଇ ୱାର୍ଲ୍ଡ ରିପୁଟେସନ୍ ର‌୍ୟାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ

Next Post

ଅଚ୍ୟୁତ ସାମନ୍ତଙ୍କୁ ହାଜିରା ନୋଟିସ୍

Next Post
ଅଚ୍ୟୁତ ସାମନ୍ତଙ୍କୁ ହାଜିରା ନୋଟିସ୍

ଅଚ୍ୟୁତ ସାମନ୍ତଙ୍କୁ ହାଜିରା ନୋଟିସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA