Friday, May 1, 2026 01:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

NDA ବନାମ INDIA

by Our Correspondent
18 Jul, 2023- 08:47 PM
in Latest News, National, News, Politics
1 min read
0
NDA ବନାମ INDIA

ଭୁବନେଶ୍ୱର: ୨୬ ଟି ବିରୋଧୀ ଦଳକୁ ନେଇ ଗଠିତ ମହାମେଣ୍ଟର ନାଁ ଦିଆଯାଇଛି INDIA(Indian National Democratic Inclusive Alliance) । ଆଗାମୀ ୨୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ NDA ସହିତ ମିଳିତ ବିରୋଧୀ ମେଣ୍ଟ INDIAର ଲଢ଼େଇ ହେବ । ବେଙ୍ଗାଲୁରୁରେ ବିରୋଧୀ ମେଣ୍ଟର ଦୁଇଦିନିଆ ବୈଠକ ଏହି ନିର୍ଯ୍ୟାସ ଆଣିଛି । ସମ୍ମିଳନୀ ଶେଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ନୂଆ ନାଁ INDIA କୁ ନେଇ ବିରୋଧୀ ଦଳର ନେତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି ।

ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ହଟାଇବା ପାଇଁ ବେଙ୍ଗାଲୁରୁ ବୈଠକରେ ମହାମେଣ୍ଟ ପକ୍ଷରୁ ଏକ ରାଜନୈତିକ ସଂକଳ୍ପ ପାରିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ମୋଦୀ ସରକାରଙ୍କ ବିଫଳ ହୋଇଛନ୍ତି । ଦେଶର ସଂଘୀୟ ବ୍ୟବସ୍ଥା ବିପଦରେ ପଡ଼ିଛି । ଦେଶରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଇ ରାଜନୈତିକ ଅସ୍ତ୍ର ପାଲଟିଛନ୍ତି । ଦଳିତ, ଆଦିବାସୀ, ଚାଷୀ, ଦିନ ମଜୁରିଆଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । ଏନଡିଏ ସରକାରଙ୍କ ଶୋଷଣରୁ ଦେଶକୁ ଉଦ୍ଧାର କରିବାକୁ ପଡ଼ିବ । ଗଣତନ୍ତ୍ର ଏବଂ ସମ୍ବିଧାନ ବଞ୍ଚାଇବାକୁ ପଡ଼ିବ ବୋଲି ମିଳିତ ଘୋଷଣାନାମାରେ କୁହାଯାଇଛି ।

ଜୁନ୍ ୨୩ ରେ ମିଳିତ ବିରୋଧୀ ମେଣ୍ଟର ପ୍ରଥମ ବୈଠକ ପାଟଣାରେ ଅନୁଷ୍ଠିତ ହୋଇଥିଲା । ଏହାର ତୃତୀୟ ବୈଠକ ଖୁବ୍ ଶୀଘ୍ର ମୁମ୍ବାଇରେ ଅନୁଷ୍ଠିତ ହେବ । ବେଙ୍ଗାଲୁରୁରେ ପାରିତ ପ୍ରସ୍ତାବଗୁଡ଼ିକ ଉପରେ ମୁମ୍ବାଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଏହାର କାର୍ଯ୍ୟାନ୍ୱୟ ହେବ । ସେହି ବୈଠକରେ INDIA ର ସଭାପତି ଏବଂ ଆବାହକଙ୍କ ନାଁ ଚୂଡ଼ାନ୍ତ ହେବ । ଏଥିସହ ଏକ ୧୧ ଜଣିଆ ସମନ୍ୱୟ କମିଟି ଗଠନ ହେବ ବୋଲି ଶ୍ରୀ ଖଡ଼ଗେ ସୂଚନା ଦେଇଛନ୍ତି । ଦିଲ୍ଲୀରେ ଏହାର କେନ୍ଦ୍ରୀୟ ଅଫିସ ରହିବ ଏବଂ ସେଠାରୁ ସବୁ ପରିଚାଳନା କରାଯିବ ବୋଲି ସେ କହିଛନ୍ତି ।

ଏ ନେଇ ଶ୍ରୀ ଖଡ଼ଗେ ଏକ ଟ୍ୱିଟ୍ କରିଛନ୍ତି ।

I am happy that 26 parties are present in Bengaluru to work unitedly.

Together, we are in government in 11 states today.

The BJP did not get 303 seats by itself. It used the votes of its allies and came to power and then discarded them.

The BJP President and their leaders are running from state-to-state to patch up with their old allies. They are scared that the unity they see here will result in their defeat next year.

Every institution is being turned into a weapon against the opposition.

Our intention in this meeting is not to gain power for ourselves. It is to protect Democracy, Secularism and Social Justice.

Let us resolve to take India to back to the path of progress, welfare and true democracy.

INDIA ନାଁକୁ ନେଇ ବିରୋଧୀ ମେଣ୍ଟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା ବେଳେ ଆଜି ସଂଧ୍ୟାରେ ଦିଲ୍ଲୀରେ ୩୮ ସହଯୋଗୀ ଦଳକୁ ନେଇ ଏନଡିଏ ମେଣ୍ଟର ବୈଠକ ଦେଶର ରାଜନୈତିକ ମାହୋଲକୁ ସରଗରମ କରିଛି । NDA ମେଣ୍ଟର ୨୫ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ପ୍ରମୁଖ ଯୋଗଦେଇଛନ୍ତି । ବିରୋଧୀ ମେଣ୍ଟ INDIAକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରି ଏହା ଅଫ୍ ଦି ଫ୍ୟାମିଲି, ବାଇ ଦ ଫ୍ୟାମିଲି ଏବଂ ଫର୍ ଦ ଫ୍ୟାମିଲି ବୋଲି କଟାକ୍ଷ କରିଛନ୍ତି ।

Previous Post

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୫ ଲକ୍ଷକୁ ବୃଦ୍ଧି

Next Post

କେନ୍ଦୁପତ୍ର ତୋଳାଳିଙ୍କୁ ୫୬ କୋଟି ବୋନସ୍

Next Post
କେନ୍ଦୁପତ୍ର ତୋଳାଳିଙ୍କୁ ୫୬ କୋଟି ବୋନସ୍

କେନ୍ଦୁପତ୍ର ତୋଳାଳିଙ୍କୁ ୫୬ କୋଟି ବୋନସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA