Wednesday, April 22, 2026 01:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଖୁବ୍ ଶୀଘ୍ର ବିଜେଡ଼ିରେ ମିଶ୍ରଣ ପର୍ବ

by Our Correspondent
22 Oct, 2021- 09:39 AM
in Latest News
1 min read
0
କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଭୁୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି । କଂଗ୍ରେସର ହେଭିୱେଟ୍ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡ଼ିଦେଇଛନ୍ତି । କଂଗ୍ରେସର ଏହି କାର୍ଯ୍ୟକାରୀ ସଭାପତି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସୋନିଆ ଗାନ୍ଧୀଙ୍କ ପାଖକୁ ସେ ଆଜି ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି ।

ଇସ୍ତଫାପତ୍ରରେ ପ୍ରଦୀପ ଲେଖିଛନ୍ତି, ଏଠି ଜନସେବା କରିବାର ସୁଯୋଗ ନାହିଁ । ତେଣୁ ଅତି ଦୁଃଖ ଓ କଷ୍ଟର ସହ ମୋତେ ଏହି ନିଷ୍ପତ୍ତି ନେବାକୁ ପଡୁଛି ।

କଂଗ୍ରେସର ଏହି ଟାଣୁଆ ଯୁବନେତା ତଥା କାର୍ଯ୍ୟକାରୀ ସଭାପତି ଦଳୀୟ କାର୍ଯ୍ୟକ୍ରମ ଓ ନେତୃତ୍ୱଙ୍କ ଆଚରଣରେ ବ୍ୟଥିତ ଥିଲେ । ଅନ୍ତଃକନ୍ଦଳ, ଗୋଡ଼ ଟଣାଟଣି ନୀତି ଯୋଗୁଁ ତାଙ୍କୁ କାମ କରିବାର ସୁଯୋଗ ନ ଥିବା ସେ ଅନୁଭବ କରୁଥିଲେ । ଅଣନିଶ୍ୱାସୀ ହୋଇପଡ଼ିଥିବା ଶ୍ରୀ ମାଝୀ ଦଳ ଛାଡ଼ିଦେବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ଏହି ଚର୍ଚ୍ଚା ପରିପ୍ରେକ୍ଷୀରେ ତାଙ୍କର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବରିଷ୍ଠ ନେତା ଭକ୍ତ ଦାସ ଦୁଇ ସପ୍ତାହ ତଳେ ତାଙ୍କୁ ନେଇଥିଲେ ରାହୁଲ ଗାନ୍ଧୀଙ୍କ ପାଖକୁ । ମାତ୍ର ଏହା ତାଙ୍କ ନିଷ୍ପତ୍ତି ବଦଳେଇ ପାରିଲାନି ।

ପ୍ରଦୀପ ମାଝୀଙ୍କ ଇସ୍ତଫା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଦୁର୍ଗ ଭୁଶୁଡ଼ି ପଡିଛି । କିଛି ଦିନ ମଧ୍ୟରେ କୋଟପାଡ଼ର ପୂର୍ବତନ ଚନ୍ଦ୍ରଶେଖର ମାଝୀ ଏବଂ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା ଦଳରୁ ଇସ୍ତଫା ଦେଇଥିଲେ । ସେମାନେ ବିଜେଡ଼ିରେ ଯୋଗଦେଇଛନ୍ତି ।

ପ୍ରଦୀପ ମାଝୀ ତାଙ୍କର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇନଥିଲେ ମଧ୍ୟ ବିଜେଡ଼ିରେ ଯୋଗଦେବେ ବୋଲି ଆପାତତଃ ସ୍ଥିର କରିଛନ୍ତି । ଖୁବ୍ ଶୀଘ୍ର ତାଙ୍କ ପାଇଁ ବିଜେଡ଼ିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି ।                                               

Previous Post

ସ୍ଥାନ, କାଳ, ପାତ୍ର ରାଜନୀତି

Next Post

ମୟୁରଭଞ୍ଜରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Next Post
ମୟୁରଭଞ୍ଜରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA