Wednesday, April 22, 2026 07:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡି ସରପ୍ରାଇଜ୍: ଧାମନଗରରେ ଅବନ୍ତୀ ଦାସ ପ୍ରାର୍ଥୀ

ଦୁହିଁଙ୍କ କଳିରୁ ତୃତୀୟ ପକ୍ଷଙ୍କ ଲାଭ

by Our Correspondent
12 Oct, 2022- 07:04 PM
in Latest News, News, Politics
1 min read
0
ବିଜେଡି ସରପ୍ରାଇଜ୍: ଧାମନଗରରେ ଅବନ୍ତୀ ଦାସ ପ୍ରାର୍ଥୀ

ଭୁୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଶ୍ରୀମତୀ ଅବନ୍ତୀ ଦାସ । ସେ ହେଉଛନ୍ତି ତିହିଡି ବ୍ଲକ ଅଧ୍ୟକ୍ଷା । ମିଶନ ଶକ୍ତି ଏସଏଚଜିରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି । ସମସ୍ତଙ୍କୁ ଚକିତ କରି ଆଜି ଦଳ ପକ୍ଷରୁ ଏହି ନାଁ ଘୋଷଣା କରାଯାଇଛି । ବିଜେପି ପ୍ରାର୍ଥୀ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଏବଂ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ସହ ତାଙ୍କର ଲଢ଼େଇ ହେବ ।

ଏହି ଆସନରୁ ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିଲେ ରାଜେନ୍ଦ୍ର ଦାସ । ବିଜେପି ପ୍ରାର୍ଥୀଙ୍କଠାରୁ ମାତ୍ର ୪, ୬୨୫ ଭୋଟ ବ୍ୟବଧାନରେ ନିର୍ବାଚନ ହାରିଥିଲେ । ଏହା ପୂର୍ବରୁ ୨୦୦୯ ରେ ସେ ବିଷ୍ଣୁ ସେଠୀଙ୍କୁ ୪,୯୪୪ ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାୟକ ହୋଇଥିଲେ । ମାତ୍ର ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା । ତାଙ୍କ ଜାଗାରେ ମୁକ୍ତିକାନ୍ତ ମଣ୍ଡଳ ପ୍ରାର୍ଥୀ ହୋଇଥିଲେ ଏବଂ ଜିତିଥିଲେ । ୨୦୧୯ ରେ ରାଜେନ୍ଦ୍ର ଦାସଙ୍କୁ ବିଜେଡି ପୁନର୍ବାର ପ୍ରାର୍ଥୀ କରିଥିଲେ ମଧ୍ୟ ମୁକ୍ତିକାନ୍ତ ତାଙ୍କୁ ସହଯୋଗ କରି ନ ଥିବା ଅଭିଯୋଗ ହୋଇଥିଲା । ଆଉ ଦଳରେ ଏହି ଗୋଷ୍ଠୀ କନ୍ଦଳର ଫାଇଦା ବିଜେପିକୁ ଯାଇଥିଲା ।

ଏଥର ଉପନିର୍ବାଚନରେ ରାଜେନ୍ଦ୍ର ଟିକେଟ ପାଇବାକୁ ଆଶା ବାନ୍ଧିଥିଲା ବେଳେ ମୁକ୍ତିକାନ୍ତଙ୍କ ଗୋଷ୍ଠୀ ତାଙ୍କୁ ପ୍ରବଳ ବିରୋଧ କରୁଥିବା ଚର୍ଚ୍ଚା ହୋଇଥିଲା । ମୁକ୍ତିକାନ୍ତଙ୍କୁ ପ୍ରାର୍ଥୀ କରିବା ପାଇଁ ସେମାନେ ଅଡ଼ି ବସିଥିଲେ । ସେପଟେ ଆଉ ଏକ ଗୋଷ୍ଠୀ ଡାକ୍ତର ସଞ୍ଜୟ ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଗୋଟି ଚାଳନା କରିଥିଲେ । ଦଳ ଭିତରେ ଏହି ବିବାଦ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଥିଲା ।

ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ପାଇଁ ବିଜେଡି ନେତୃତ୍ୱ ଉଦ୍ୟମ କରି ଆଜି ଭୁବନେଶ୍ୱରରେ ସବୁ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ଦୁହିଁଙ୍କ କଳିରୁ ତୃତୀୟ ପକ୍ଷର ଲାଭ ହେଲା ଭଳି ଶେଷରେ ନବାଗତ ଅବନ୍ତୀ ଦାସଙ୍କ ମୁଣ୍ଡରେ ସୁନା କଳସ ଢ଼ଳା ହୋଇଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କର ସେ ଦୃଢ଼ ସମର୍ଥକ ବୋଲି କୁହାଯାଉଛି ।

Previous Post

ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

Next Post

ଅର୍ଚ୍ଚନାଙ୍କ ସାନ୍ନିଧ୍ୟରେ ମନ୍ତ୍ରୀ, ବିଧାୟକ !

Next Post
ଅର୍ଚ୍ଚନାଙ୍କ ସାନ୍ନିଧ୍ୟରେ ମନ୍ତ୍ରୀ, ବିଧାୟକ !

ଅର୍ଚ୍ଚନାଙ୍କ ସାନ୍ନିଧ୍ୟରେ ମନ୍ତ୍ରୀ, ବିଧାୟକ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA