Monday, May 18, 2026 06:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆ ଆଇଡିଆଥାନ୍ ୨୦୨୫ ଗ୍ରାଣ୍ଡ ଫିନାଲେରେ ନିଜ ଉଦ୍ଭାବନ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

by Our Correspondent
22 Sep, 2025- 09:34 PM
in News
1 min read
0
ସୋଆ ଆଇଡିଆଥାନ୍ ୨୦୨୫ ଗ୍ରାଣ୍ଡ ଫିନାଲେରେ ନିଜ ଉଦ୍ଭାବନ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଇଟିଇଆରରେ ସେପ୍ଟେମ୍ବର ୨୦ରେ ସୋଆ ଆଇଡିଆଥାନ୍ ୨୦୨୫ ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉଦ୍ଭାବନ ଏବଂ ଦଳଗତ କାର୍ଯ୍ୟର ଏକ ସ୍ପନ୍ଦନଶୀଳ ପ୍ରଦର୍ଶନ ପ୍ରକାଶ ପାଇଛି ।

ଆଭ୍ୟନ୍ତରୀଣ ଅଫଲାଇନ୍ ହାକାଥନ୍ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରୀୟ ହାକାଥନ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଭଳି କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରିବା ପାଇଁ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସମସ୍ୟା ସମାଧାନର କୌଶଳ ପ୍ରଦର୍ଶନ କରିଥିଲେ ।

ସେପ୍ଟେମ୍ବର ୧୨ ଓ ୧୩, ୨୦୨୫ ରେ ଏହି ପ୍ରତିଯୋଗିତାର ଅନଲାଇନ୍ ରାଉଣ୍ଡ ଆରମ୍ଭ ହୋଇଥିବା ବେଳେ ଏସ୍ଆଇଏଚ୍ ପୋର୍ଟାଲରୁ ୩୦୬ଟି ଟିମ୍ରୁ ବିଚାରକ ମଣ୍ଡଳୀ ୫୦ ଟି ଟିମ୍କୁ ସୋଆ ପକ୍ଷରୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ କରିଥିଲେ ।

ସେହିପରି ସେପ୍ଟେମ୍ବର ୨୦ ତାରିଖରେ ଆୟୋଜିତ ଅଫ୍ଲାଇନ୍ ଫିନାଲେରେ ଏହି ମନୋନୀତ ଟିମ୍ର ସଦସ୍ୟମାନେ ଭାଗ ନେଇ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ । ଏମାନଙ୍କ ମଧ୍ୟରୁ ୧୦ଟି ଟିମ୍କୁ ଏସ୍ଆଇଏଚ୍ରେ ସାମିଲ ହେବା ପାଇଁ ମନୋନୀତ କରାଯାଇଥିଲା । ଏଥି ମଧ୍ୟରୁ ୩ଟି ଟିମ୍କୁ ଯଥାକ୍ରମେ ୩୦,୦୦୦, ୨୦,୦୦୦ ଏବଂ ୧୦, ୦୦୦ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ୭ଟି ଟିମ୍କୁ ୫ ହଜାର ପୁରସ୍କାର ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।

ଉଦ୍ୟାପନୀ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ଏବଂ ଶିଳ୍ପକ୍ଷେତ୍ରର ବିଶେଷଜ୍ଞ ଯୋଗ ଦେଇଥିଲେ । ସୋଆ ଆଇଡିଆଥନ-୨୦୨୫ର ଅର୍ଗାନାଇଜିଂ ଚେୟାର ଏବଂ ସୋଆ ପକ୍ଷରୁ ଏସ୍ଆଇଏଚ୍ ୨୦୨୫ର ସଂଯୋଜକ ପ୍ରଫେସର (ଡକ୍ଟର) ମନୋରଞ୍ଜନ ପାଢ଼ୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ସୋଆ କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେମହାନ୍ସ ସଲୁ୍ୟସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ମାନଗୋବିନ୍ଦ ମହେନ୍ଦ୍ର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି କାର୍ଯ୍ୟକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର (ଡକ୍ଟର) ପି.କେ. ସାହୁ , ନିଦେ୍ର୍ଦଶକ ପ୍ରଫେସର (ଡକ୍ଟର)ମାନସ କୁମାର ମଲ୍ଲିକ, ଆଡିସ୍ନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର (ଡକ୍ଟର) ଡି.ଏନ୍ ଥାଟୋଇ, ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର (ଡକ୍ଟର) ରେଣୁ ଶର୍ମା, ପ୍ରଫେସର (ଡକ୍ଟର)ଦେବାହୂତି ମିଶ୍ର, ପ୍ରଫେସର (ଡକ୍ଟର) ଅଜିତ କୁମାର ନାୟକ ଏବଂ ଡାକ୍ତର ଆଶିଷ କୁମାର ପତି ପ୍ରମୁଖ ଯୋଗ ଦେଇଥିଲେ ।

ଡକ୍ଟର ପାଢ଼ୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ଗଠିତ ଏକ ପରାମର୍ଶଦାତା କମିଟି ଯେଉଁଥିରେ କି ଡକ୍ଟର ସାୟନ୍ତନ ଗୁହା, ଡକ୍ଟର ଅମରଜିତ ହାଟି, ଡକ୍ଟର ସୁଭଜିତ ସାହା, ଡକ୍ଟର ଅଳକାନନ୍ଦ ତ୍ରିପାଠୀ, ଡକ୍ଟର ଭାରତ ଜ୍ୟୋତି ରଂଜନ ସାହୁ, ଡକ୍ଟର ଅୟେସ୍ ଚିନ୍ମୟ ଏବଂ ଡକ୍ଟର ବିଶ୍ୱରଂଜନ ସ୍ୱାଇଁଙ୍କ ଭଳି ଅଧ୍ୟାପକଙ୍କ ଉତ୍ସର୍ଗୀକୃତ ଅବଦାନ ରହିଥିଲା ।

Previous Post

କିଟ୍ ଓ କିସ୍ ପରିଦର୍ଶନରେ ୧୦ ଦେଶର ରାଷ୍ଟ୍ରଦୂତ

Next Post

ଛାତ୍ର ସଂସଦ ନିର୍ବାଚନକୁ ଡରୁଛନ୍ତି ସରକାର

Next Post
ଛାତ୍ର ସଂସଦ ନିର୍ବାଚନକୁ ଡରୁଛନ୍ତି ସରକାର

ଛାତ୍ର ସଂସଦ ନିର୍ବାଚନକୁ ଡରୁଛନ୍ତି ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA