Saturday, June 27, 2026 04:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭିଏତନାମ ଓ ସୋଆ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବୁଝାମଣା

by Our Correspondent
15 Nov, 2023- 09:23 PM
in Latest News, News
1 min read
0
ଭିଏତନାମ ଓ ସୋଆ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବୁଝାମଣା

ଭୁବନେଶ୍ୱର : ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦେ୍ଦଶ୍ୟରେ ଭିଏତନାମର ଭିନ୍ ଲଙ୍ଗ୍ ପ୍ରଦେଶର ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି । ଏହି ବୁଝାମଣାପତ୍ର ଅନୁଯାୟୀ ଭାରତ ଏବଂ ଭିଏତନାମ୍ ମଧ୍ୟରେ ଶିକ୍ଷାଗତ କାର୍ଯ୍ୟକଳାପ , ସାଂସ୍କୃତିକ ବିନିମୟ ସହ ଦୁଇ ଦେଶରେ ମଧ୍ୟରେ ବନ୍ଧୁତ୍ୱକୁ ବୃଦ୍ଧି କରିବା । ଏହି ଅବସରରେ ସୋଆ ଓ ଭିଏତନାମ ସ୍ଥିତ ଭିନ୍ ଲଙ୍ଗ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଏଜୁକେସନ୍ (ଭିଏଲ୍ୟୁଟିଇ) , ଭିଏତନାମ ୟୁନିଭର୍ସିଟି ଅଫ୍ କୁ୍ୟ ଲଙ୍ଗ୍, ଲଙ୍ଗ୍ ହୋ ଏବଂ ଭିନ୍ ଲଙ୍ଗ୍ ସିଟି ସ୍ଥିତ ପୁଟିନ ଆନିମଲ ଫିଡ୍ କମ୍ପାନି ଲିମିଟେଡ୍ ମଧ୍ୟରେ ଅନ୍ୟ ତିନୋଟି ପୃଥକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା ।

ଭିଏତନାମ ପ୍ରତିନିଧି ଦଳ ଭିନ୍ ଲଙ୍ଗ୍ ପ୍ରଦେଶ ପିପୁଲ୍ସ କମିଟିର ଉପାଧ୍ୟକ୍ଷ ଡ.ଏନଗୁଏନ ଥି କୁଏନ ଥାନଙ୍କ ନେତୃତ୍ୱରେ ଓଡିଶା ଆସିଛନ୍ତି । ଭିନ୍ ଲଙ୍ଗ୍ ପ୍ରଦେଶ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ଏବଂ ସୋଆ ମଧ୍ୟରେ ସ୍ୱାକ୍ଷରିତ ଏମ୍ଓୟୁରେ ଦୁଇ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସୁଯୋଗ ସୃଷ୍ଟି କରିବା ଏବଂ ସାଂସ୍କୃତିକ ଏବଂ ଛାତ୍ର – ଶିକ୍ଷକ ବିନିମୟ ମାଧ୍ୟମରେ ପାରସ୍ପରିକ ସମ୍ପର୍କ ଏବଂ ବୁଝାମଣା କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ।

ସୂଚନା ପ୍ରଯୁକ୍ତିବିଦ୍ୟା, ନାନୋଟେକ୍ନୋଲୋଜି , ସାଇବର ସୁରକ୍ଷା, ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଭିଏତନାମ ଏବଂ ଭାରତୀୟ ସାଂସ୍କୃତିକ ଅଧ୍ୟୟନ ଏବଂ ବିନିମୟ କୁ ପ୍ରୋତ୍ସାହନ ଦେବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ କରାଯିବ । ଉଭୟ ପକ୍ଷ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସହଯୋଗ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଅଗ୍ରଗତିକୁ ଅର୍ଥନୈତିକ ବିକାଶରେ ପରିବର୍ତନ ତଥା କୃଷି ଅର୍ଥନୀତି ଉପରେ ବିଶେଷ ଗୁରୁତ୍ୱ ଦେବା ।

ସୋଆ ଏବଂ ଭିଏଲୟୁଟିଇ ମଧ୍ୟରେ ହୋଇଥିବା ଏହି ବୁଝାମଣାର ଉଦ୍ଦେଶ୍ୟ ହେଲା ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା, ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଅନ୍ୟମାନଙ୍କ ବିନିମୟ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଭିଏଲୟୁଟିଇ ଅଧ୍ୟାପକମାନଙ୍କୁ ସୋଆ ଦ୍ୱାରା ପ୍ରଦାନ କରାଯାଉଥିବା ପିଏଚ୍ଡି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୁଯୋଗ ଦେବା ।

ସେହିପରି ସୋଆ ଏବଂ ୟୁନିଭର୍ସିଟି ଅଫ୍ କୁ୍ୟ ଲଙ୍ଗ୍ ମଧ୍ୟରେ ସ୍ୱାକ୍ଷରିତ ଏମ୍ଓୟୁର ଉଦେ୍ଦଶ୍ୟ ସହଯୋଗମୂଳକ ଏବଂ ବହୁମୁଖୀ ଗବେଷଣା ପ୍ରକଳ୍ପର ବିକାଶ ମାଧ୍ୟମରେ ଜ୍ଞାନ ପ୍ରସାରିତ କରିବା ମିଳିତ ଭାବେ ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ , ଗବେଷଣା ଏବଂ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଳ୍ପ ଏବଂ ଦୀର୍ଘକାଳୀନ ବିନିମୟ ।

ଭିଏତନାମ ଛାତ୍ରଛାତ୍ରୀଙ୍କ ପାଇଁ ସଫ୍ଟ ସ୍କିଲ୍ ଟ୍ରେନିଂ, କନ୍ସଲଟିଂ ଏବଂ କ୍ୟାରିୟର ଓରିଏଟେଂସନ୍ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦେ୍ଦଶ୍ୟରେ ସୋଆ ଏବଂ ପୁଟିନ ଆନିମଲ୍ ଫିଡ୍ କମ୍ପାନୀ ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଭିଏତନାମର ଏହି କମ୍ପାନୀ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏମ୍ଓୟୁରେ ସ୍ୱାକ୍ଷର କରିଥିବା ବେଳେ ଭିନ୍ ଲଙ୍ଗ୍ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ନିଦେ୍ର୍ଦଶକ ଶ୍ରୀ ଟ୍ରୁଓଙ୍ଗ୍ ଥାନ୍ ନୁଆନ୍ ସ୍ୱାକ୍ଷର କରିଥିଲେ । ଅନ୍ୟ ଏମ୍ଓୟୁରେ ଭିଏଲ୍ୟୁଟିଇର ଭାଇସ୍ ରେକ୍ଟର ଡ. ଏନଗୁଏନ୍ ମିନ ସାଙ୍ଗ , ୟୁନିଭର୍ସିଟି ଅଫ୍ କୁ୍ୟ ଲଙ୍ଗ୍ ର ଆସୋସିଏଟ୍ ପ୍ରଫେସର ଲୁଓଙ୍ଗ ମିନ କୁ ଏବଂ ପୁଟିନ ଆନିମଲ୍ ଫିଡ୍ କମ୍ପାନୀ ଲିମିଟେଡ୍ ର ନିଦେ୍ର୍ଦଶକ ଏନଗୁଏନ୍ ଟାନ ଥୁ ସ୍ୱାକ୍ଷର କରିଥିଲେ ।

ସୋଆ ଆନ୍ତର୍ଜାତିକ ସମ୍ପର୍କ ଏବଂ ବିଶ୍ୱବିଦ୍ୟାଳୟ ଆଉଟରିଚ୍ କାର୍ଯ୍ୟକ୍ରମର ନିଦେ୍ର୍ଦଶକ ପ୍ରଫେସର ନଚିକେତା କେ. ଶର୍ମା ଭିଏତନାମ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ ଚାନ୍ସେଲର୍ ପ୍ରଫେସର ଶିତିକଣ୍ଠ ମିଶ୍ର, କଟ୍ରୋଂଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ ମ୍ୟାନେଜମେଂଟ ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍ ର ଡିନ୍ ପ୍ର୍ରଫେସର ସଂଘମିତ୍ରା ମିଶ୍ର, ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍ ର ଡିନ୍ ପ୍ର୍ରଫେସର ନୀତା ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Previous Post

କିମ୍ସରେ କମ୍ପ୍ୟୁଟର ନେଭିଗେସନ ମେରୁଦଣ୍ଡ ଅସ୍ତ୍ରୋପଚାର

Next Post

୩,୫୪୯ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର

Next Post
୩,୫୪୯ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର

୩,୫୪୯ ପିଲାଙ୍କୁ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA