Friday, May 15, 2026 04:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଦ ଭାଙ୍ଗିଲା: ଟ୍ୱିନସିଟିରେ କଡ଼ା ହେଲା କୋଭିଡ୍ କଟକଣା

by Our Correspondent
17 Sep, 2020- 08:13 PM
in Latest News
1 min read
0
ନିଦ ଭାଙ୍ଗିଲା: ଟ୍ୱିନସିଟିରେ କଡ଼ା ହେଲା କୋଭିଡ୍ କଟକଣା

ଭୁୁବନେଶ୍ୱର: କରୋନା ସଂକ୍ରମଣର ଶୀର୍ଷରେ ଥିବା ଭୁବନେଶ୍ୱର ଓ କଟକ ସହରରେ ଢ଼ିଲା କୋଭିଡ୍ କଟକଣା ନିୟମକୁ ପୁଣି କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କୋଭିଡ୍ ସ୍ଥିତିର ସମୀକ୍ଷା କଲାବେଳେ ଟ୍ୱିନସିଟିରେ କୋଭିଡ୍ ନିୟମ ପାଳନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ପୁଲିସର ନିଦ ଭାଙ୍ଗିଛି । ଡିଜି ଶ୍ରୀ ଅଭୟ କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିବା ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କୋଭିଡ୍ କଟକଣା କଡ଼ାକଡ଼ି ପାଳନ ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ।

ଭୁବନେଶ୍ୱର ଓ କଟକ ସହରର ବିଭିନ୍ନ ମାର୍କେଟ୍ ଏବଂ ହଟସ୍ପଟ୍ ଅଞ୍ଚଳ ଏବେ ପୁଲିସର ଫୋକସ୍ ରେ ରହିବ । ୫୦ ଅଫିସର ଏବଂ ୫ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ବାହିନୀକୁ ବିଭିନ୍ନ ଜାଗାରେ ମୁତୟନ କରାଯିବ । ଏଥିସହ ବିଭିନ୍ନ ଥାନାର ସ୍ୱତନ୍ତ୍ର ସ୍କ୍ୱାର୍ଡ ଅମାନିଆଙ୍କ ଉପରେ କଡ଼ା ନଜର ରଖିବେ । ଭୁବନେଶ୍ୱରକୁ ତିନୋଟି ଜୋନ୍ ରେ ବିଭକ୍ତ କରାଯାଇ ପୁଲିସକୁ ଦାୟିତ୍ୱ ବଣ୍ଟନ କରାଯାଇଛି ।

ଯେଉଁଠି ସାମାଜିକ ଦୂରତା କଟକଣା ଭାଙ୍ଗୁଥିବ ପୁଲିସ ସେହି ଦୋକାନକୁ ଅବିଳମ୍ବେ ସିଲ୍ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାଘାଟରେ ବିନା କାରଣରେ ବୁଲୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ ସହ ଆବଶ୍ୟକ ହେଲେ ଗିରଫ କରାଯିବ । କୌଣସି ଜାଗାରେ ଭିଡ଼ ନ କରିବା ଏବଂ ସମସ୍ତେ ମୁହଁରେ ଭଲଭାବେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଥିଲାଗି ଜନସଚେତନା ଅଭିଯାନକୁ ବ୍ୟାପକ କରାଯିବ ବୋଲି ସ୍ଥିର ହୋଇଛି ।

ପୁଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଆଜିଠାରୁ ଏହା କାର୍ଯ୍ୟକାରୀ କରାଯାଇଛି । ଆଜି ସଂଧ୍ୟାରେ ଭୁବନେଶ୍ୱର ଓ କଟକର କିଛି ଜନଗହଳି ଦୋକାନ ଉପରେ ପୁଲିସ ଅତର୍କିତ ଚଢ଼ାଉ କରି ସେଗୁଡ଼ିକୁ ସିଲ୍ କରିଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ଭୟଙ୍କର ଭାବେ ମାଡି ଚାଲିଥିବା ବେଳେ କମିଶନରେଟ୍ ପୁଲିସ ନିଜ ଦାୟିତ୍ୱରେ ଢ଼ିଲା ମାରିଥିଲା । କୋଭିଡ୍ କଟକଣା ମାନିବାର ଆବଶ୍ୟକତା ଜରୁରୀ ହେବା ବେଳକୁ ପୁଲିସର ଢ଼ିଲାପଣ ଯୋଗୁଁ ଅମାନିଆଙ୍କ ଉତ୍ପାତ ବଢ଼ିଯାଇଥିଲା । ରାସ୍ତାଘାଟ, ଦୋକାନବଜାରରେ ଅମାନିଆଙ୍କ ଅଯଥା ଗହଳି ଯୋଗୁଁ ସଂକ୍ରମଣ ଉପରେ ରୋକ୍ ନ ଥିଲା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ କମିଶନରଙ୍କ ନିଦ ଭାଙ୍ଗିଛି ।

Previous Post

କିଟ୍‌ ବିଶ୍ୱବିଦ୍ୟାଳୟକୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦

Next Post

କେନ୍ଦ୍ର ଅନୁଧ୍ୟାନ ଶେଷ, ରାଜ୍ୟ ମାଗିଲା ୧୧୦୦ କୋଟି

Next Post
କେନ୍ଦ୍ର ଅନୁଧ୍ୟାନ ଶେଷ, ରାଜ୍ୟ ମାଗିଲା ୧୧୦୦ କୋଟି

କେନ୍ଦ୍ର ଅନୁଧ୍ୟାନ ଶେଷ, ରାଜ୍ୟ ମାଗିଲା ୧୧୦୦ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA