Thursday, June 1, 2023 03:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ବାରାକରେ ନିଆଁ- ମହାଦେବଙ୍କ ମନ୍ଦିରରେ ଘାଉଡ଼ ?

by Our Correspondent
09 Nov, 2020- 10:59 PM
in Guest Column, Latest News
1 min read
0
ବାରାକରେ ନିଆଁ- ମହାଦେବଙ୍କ ମନ୍ଦିରରେ ଘାଉଡ଼ ?

ବିନାୟକ ରଥ

ଆଜି  ଏକ ଖବର ରୁ ଜଣା ଯାଇଛି ଯେ ଭଦ୍ରକ ପୁରୁଣା  ବଜାର ଥାନା ପରିସର ରେ  ଥିବା  ପୋଲିସ ବାରାକ ରେ ମଶାଧୂଆଁ ରୁ ନିଆଁ ଲାଗି ୩ ଜଣ ଯବାନ  ସଂଘାତିକ । ୟେ କଥା ର ସତ୍ୟତା କେତେ ତାହା ପ୍ରଶ୍ନବାଚୀ ? ଥାନା ନିକଟରେ ଥିବା ପୋଲିସ ବାରାକ  ବହୁ ପୁରୁଣା । ଆଜବେଷ୍ଟସ ଛପର ଘର । ବୋଧେ  ୧୦ ବର୍ଷ ରୁ ଉର୍ଧ ତାହାର ମରାମତି ହୋଇନାହିଁ । ପାଖ ରେ ଜବତ ହୋଇଥିବା ଅସଂଖ୍ୟ  ପେଟ୍ରୋଲ ଓ ଡିଜେଲ ଗାଡି । ଥାନା ପରିସର ଆବର୍ଜନା ରେ ପରିପୂର୍ଣ । ସତେ ଯେମିତି  ସ୍ଵଛ ଭାରତ ଅଭିଯାନ  ଏହି ଥାନା ନିକଟ ରେ ପଂହଁଚି ନାହିଁ ।

ଯଦି ଖବର ସତ ହୋଇଥାଏ , ତେବେ ତାହା ମଧ୍ୟ ସାଙ୍ଘାତିକ (?) ବାରାକ କୁ ଲାଗି  ବା ବାରାକ ମଧ୍ୟ ରେ ପୋଲିସ ଅସ୍ତ୍ରାଗାର । ବନ୍ଧୁକ ଓ ଗୋଲି  ରଖା ଯାଇଥାଏ  ଏବଂ ଜଣେ ସିପାହୀ ତାହାକୁ ୨୪ ଘଣ୍ଟା  ପହଁରା  ଦେଉଥାନ୍ତି । ସାଧାରଣତଃ , ଯବାନ ମାନେ  ସଦାବେଳେ ଓ ସବୁ କାମ ରେ ତତ୍ପର । ସେ ଏମିତି  କେଉଁ ନିଦ ସୋଇଥିଲେ ଯେ  ମଶା ଧୂଆଁ ରୁ  ନିଆଁ  ଲାଗି  ପୋଡି ଗଲେ  ଏବଂ ଜାଣି ପାରିଲେ ନାହିଁ । ଥାନା ରେ ଏବଂ ଶାସ୍ତ୍ରାଗାର ରୁ ଜଗି ରହିଥିବା  ସିପାହୀ ମାନେ କିପରି ତାହା ଜାଣିପାରିଲେନି ? କାହା ଦୋଷ ରୁ  ତିନି ଜଣ ଯବାନ ଆହତ ହେଲେ  ସେ ସମ୍ୱନ୍ଧ ରେ କୌଣସି  ଛାନଭିନ ହେଉନାହିଁ ?

ଥରେ ଓଡିଶାର  ଜଣେ ମୁଖ୍ୟମନ୍ତ୍ରୀଙ୍କୁ  ଜଣେ ପିଅନ  ଅଶାଳୀନ ମନ୍ତ୍ୟବ୍ୟ ଦେଲା ଓ ଗାଳି ଗୁଲଜ କଲା । କର୍ମଚାରୀଙ୍କ ଅସନ୍ତୋଷ  ଏଡ଼େ ବ୍ୟାପକ ହୋଇଥିଲା  ଯେ କର୍ମଚାରୀ ମାନେ  ମୁଖ୍ୟମନ୍ତ୍ରୀଙ୍କୁ  ଅପମାନ କରିବା ପାଇଁ  କୁଣ୍ଠା ବୋଧ କଲେ ନାହିଁ । ଏହି ସମସ୍ୟା ର ସମାଧାନ କରିବା ପାଇଁ  ମୁଖ୍ୟ ଶାସନ  ସଚିବ  ଏକ ସଭା ଡାକିଥିଲେ  ଏବଂ ସବୁ  ସେକ୍ରେଟାରୀ (ଭାରତ ପ୍ରଶାସନିକ ସେବା) ମାନେ ଯୋଗ ଦାନ କରିଥିଲେ । ଆଲୋଚନା ପ୍ରସଙ୍ଗ ରେ  ଜଣେ ଯୁବ  ଆଇ.ଏ.ଏସ. ଅଧିକାରୀ ମୁଖ୍ୟ ଶାସନ ସଚିବ ଙ୍କୁ  ମୁହେଁ ମୁହେଁ ଶୁଣାଇ ଦେଇଥିଲେ  ଯେ ସେମାନେ  କଲେକ୍ଟର  ଥିବା ବେଳେ  ବିନା  ଅସ୍ତ୍ର ଶସ୍ତ୍ର  ଓ  ସୁରକ୍ଷା  ନ ଥାଇ ଆଇନ  ଅନୁସାରେ  ଅସନ୍ତୋଷ ନିୟଂତ୍ରଣ କରୁଛନ୍ତି  କିନ୍ତୁ  ସଚିବାଳୟ ରେ  ଯାହାକି ମନ୍ତ୍ରୀ ଓ ଅଧିକାରୀ ଙ୍କ ସୁରକ୍ଷା ବେଳେ ମଧ୍ୟରେ ଅଛି ସେଠାରେ  ନିଜର ଜଣେ ଅଧସ୍ତନ କର୍ମଚାରୀ  ରାଜ୍ୟର ସର୍ବୋଚ୍ଚ ଶାସନ କର୍ତା ଙ୍କୁ ମାରିବାକୁ ଆସୁଛି (?)  ଏଠାରେ କି ଶାସନ ଚାଲିଛି ଆଉ ସେମାନେ କଣ କରୁଛନ୍ତି “?

ଥାନା ପରିସର କେମିତି ରହିବ, ଜବତ ହୋଇଥିବା ଗାଡି ଗୁଡିକ କିପରି ଅପସାରଣ ହେବ , କର୍ମଚାରୀମାନେ କିପରି  ସତର୍କତା ଅବଲମ୍ବନ କରିବେ ସେଥି ପାଇଁ  ପୋଲିସ ମହା ନିର୍ଦେଶକ  ଭିନ୍ନ ଭିନ୍ନ ସମୟ ରେ ଆଦେଶ ମାନ କରୁଛନ୍ତି । ସେ ଆଦେଶ କାହିଁକି ପାଳନ ହେଉ ନାହିଁ  ତାହା ଦେଖିବା ପାଇଁ  ତତ୍ପରତା ର ଅଭାବ ରହିଛି ।

ମଶା ଧୂଆଁ ଲାଗିଥିଲେ ହୁଏତ ଜଣେ ଯବାନ  ଆଘାତ ହୋଇଥାନ୍ତେ । ଏକ କାଳୀନ ତିନି ଜଣ ଆଘାତ ହେଲେ କେମିତି ? ସେମାନଙ୍କ  ୨୪ ଘଣ୍ଟା ଜଗିବା ପାଇଁ କାହାକୁ ଦାୟିତ୍ୱ ଦିଆ ଯାଇଥିଲା ?  ଯଦି ଥାନା ଭିତରେ  ଯବାନ ମାନଙ୍କ ଏପରି ଅବସ୍ଥା ହୁଏ ,ପୋଲିସ ଯେଉଁମାନଙ୍କୁ ନେଇ ହାଜତ ରେ ରଖୁଛି ସେମାନଙ୍କର ଅବସ୍ଥା କଣ ହେଉଥିବ ?

ଏହି  ଦୁର୍ଘଟଣା ନିଶ୍ଚୟ  ଏକ ଅବହେଳା ଜନିତ । ପୋଲିସ ଲୋକ ବୋଲି ଛାଡିଦେଲେ ହେବ ନାହିଁ । ନିଆଁ ନ ଲାଗି ଯଦି ସନ୍ତ୍ରାସବାଦୀ ମାନେ ଥାନା ଭିତରେ ପସିଥାନ୍ତେ  ଶୋଇଥିବା ଯବାନ ମାନଙ୍କର  ଅବସ୍ଥା କଣ ହୋଇଥାନ୍ତା? ଯବାନ ମାନଙ୍କୁ ୨୪ ଘଣ୍ଟା  ଖଟେଇବ ଏବଂ ଯେତେ ବେଳେ ସେମାନେ  ଟିକିଏ ବିଶ୍ରାମ ନେଉଥିବେ ସେତେବେଳେ ନିଆଁ ଲାଗିବ ଆଉ  ସେଠାରେ ଥିବା  ଅଧିକାରୀ ଥାନା କୁ କିପରି ପରିଚାଳନା କରୁଛନ୍ତି  ତାହା ନିଶ୍ଚିତ ସନ୍ଦେହର ପରିସରଭୁକ୍ତ ।

ପୁରୁଣା ବଜାର ଥାନା ଏକ ଜନଗହଳି ସ୍ଥାନ ରେ ଅବସ୍ତିତ । ଥାନା ଆଗ ରେ  ମାଳ ମାଳ  ଦୋକାନ । ପଛପଟେ  ଜନବସତି । ଯଦି ସେ ମଶା ଧୁଆଁ ଥାନା ଭିତରେ ଥିବା ଗାଡି ଗୁଡିକ ରେ ଲାଗି ଥାନ୍ତା  ଏବଂ  ବ୍ୟାପି ଥାନ୍ତା ତେବେ  ଅବସ୍ଥା କଣ ହୋଇଥାନ୍ତା ତାହା ଅନୁମେୟ ।

ମହାଦେବ ମନ୍ଦିର ଭିତରେ  ସାପ କାମୁଡିବା ଯାହା – ଥାନା ଭିତରେ ନିଆଁ ଲାଗିବା ଏକା କଥା । ମନ୍ଦିର ରେ ସାପ କାମୁଡ଼ିଲେ  ମହାଦେବ ଙ୍କ ଉପରେ ଲୋକଙ୍କର ବିଶ୍ୱାସ ରହିବ ନାହିଁ  ଆଉ ଥାନା ଭିତରେ ମଶା ଧୁଆଁ ରୁ ନିଆଁ ଲାଗିଲେ  ପୋଲିସ ଯେ ଅଳସୁଆ ଓ କର୍ମ ତତ୍ପର ନୁହେଁ ତାହା ବୁଝାଯିବ ?

 ପୋଲିସ  ମହା ନିର୍ଦେଶକ  ଏହା ଉପରେ ତଦନ୍ତ କରିବା ଆବଶ୍ୟକ ହୋଇ ପଡିଛି ।

Previous Post

ପଣ୍ଡା ଦମ୍ପତ୍ତିଙ୍କୁ କ୍ରାଇମବ୍ରାଞ୍ଚ ପୁଲିସର ଅନୁକମ୍ପା !

Next Post

ଏଣିକି ମୋବାଇଲ୍ ରେ ଚାଷୀଙ୍କ ଜଳସେଚନ ସମସ୍ୟାର ସମାଧାନ

Next Post
ଏଣିକି ମୋବାଇଲ୍ ରେ ଚାଷୀଙ୍କ ଜଳସେଚନ ସମସ୍ୟାର ସମାଧାନ

ଏଣିକି ମୋବାଇଲ୍ ରେ ଚାଷୀଙ୍କ ଜଳସେଚନ ସମସ୍ୟାର ସମାଧାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3329 shares
    Share 1332 Tweet 832
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2183 shares
    Share 873 Tweet 546
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2076 shares
    Share 830 Tweet 519
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2043 shares
    Share 817 Tweet 511
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1930 shares
    Share 772 Tweet 483

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA