Thursday, December 11, 2025 12:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ ଦୁଇ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଆରପାରିରେ ମାନସ ଜୟପୁରିଆ, ଭାନୁ ପ୍ରକାଶ ରଥ

by Our Correspondent
29 Apr, 2021- 01:32 PM
in Latest News, News
1 min read
0
ଆଉ ଦୁଇ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟର ଦୁଇ ପ୍ରତିଷ୍ଠିତ ସାମ୍ବାଦିକଙ୍କ ଜୀବନ ନେଇଛି ମହାମାରୀ କରୋନା । ବରିଷ୍ଠ ସାମ୍ବାଦିକ ମାନସ ଜୟପୁରିଆ ସମ୍ବଲପୁର ଆରୋଗ୍ୟମ ହସ୍ପିଟାଲ୍ ରେ ଆଖି ବୁଜିଥିଲା ବେଳେ ବିଶାଖାପାଟଣାର ଏକ ହସ୍ପିଟାଲ୍ ରେ ଆଖି ବୁଜିଛନ୍ତି ନକ୍ଷତ୍ର ନ୍ୟୁଜ୍ ର ଭବାନୀପାଟଣା ପ୍ରତିନିଧି ଭାନୁ ପ୍ରକାଶ ରଥ । ମାନସ ଏବଂ ଭାନୁ ପ୍ରକାଶ ସାମ୍ବାଦିକତା ଜଗତରେ ବେଶ୍ ଜଣାଶୁଣା ଥିଲେ । ଆଜି ଉଭୟଙ୍କ ମୃତ୍ୟୁ ଖବର ପାଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସେମାନଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳିରେ ସୋସିଆଲ୍ ମିଡ଼ିଆ ଭରିଯାଇଛି ।

ମାନସ ଜୟପୁରିଆ ଗତ ୨୪ ତାରିଖରେ କୋଭିଡ୍ ରେ ଅକ୍ରାନ୍ତ ହୋଇଥିଲେ । ସମ୍ବଲପୁର ଆରୋଗ୍ୟମ୍ ନର୍ସିିଂହୋମ୍ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଭାନୁ ପ୍ରକାଶ ଗତ ୧୫ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ କଳାହାଣ୍ଡିର ଏକ କୋଭିଡ୍ ହସ୍ପିଟାଲ୍ ଆଇସିୟୁରେ  ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣାର ଓମନି ହସ୍ପିଟାଲ୍ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଥିଲା ବେଳେ ଆଜି ସକାଳୁ ପ୍ରାଣ ହରାଇଛନ୍ତି ।

ସମ୍ବଲପୁରର ମାନସ ଜୟପୁରିଆ ଜୀ ଓଡ଼ିଶାରେ କାମ କରୁଥିଲେ । ଏହାପୂର୍ବରୁ ସେ ସମାଜ, ନକ୍ଷତ୍ର ଟିଭି ଏମବିସି ଟିଭି ଏବଂ ନନ୍ଦିଘୋଷ ଟିଭିରେ କାମ କରିଛନ୍ତି । ଅତ୍ୟନ୍ତ ସ୍ନେହୀ, ମେଳାପୀ ସ୍ୱଭାବର ମାନସ ନିଜର କାର୍ଯ୍ୟ ଓ ଆଚାର ବ୍ୟବହାର ପାଇଁ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ଥିଲେ । ୩/୪ ଦିନ ତଳେ ମାନସ କରୋନା ମୃତ୍ୟୁରେ ବ୍ୟଥିତ ହୋଇ ଫେସବୁକ୍ ଦେଖିବା ଛାଡ଼ି ଦେଇଥିଲେ । ‘ଆଉ ଫେସବୁକ୍ ଦେଖି ହେବନି ଏମିତି କେତେ ଦୁଃଖଦ ଖବର ଶୁଣିବ.. କିଛି ଦିନ ପାଇଁ ବିଦାୟ ଫେସବୁକ୍’ ବୋଲି ଲେଖିଥିଲେ । ଦୁଃଖର କଥା କି ଆଜି ସେଇ ମାନସ ଅନ୍ୟମାନଙ୍କୁ ଦୁଃଖ ସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି ।

ଉଭୟ ମାନସ ଓ ଭାନୁ ପ୍ରକାଶଙ୍କର ସାମ୍ବାଦିକତା ସହ ଅଭିନୟ ଓ ଗୀତ ଗାଇବାରେ ମଧ୍ୟ ବେଶ୍ ଦକ୍ଷତା ଥିଲା । ଏହି ଦୁଇ ପ୍ରତିଭାବାନଙ୍କ ସହ କରୋନା ଦ୍ୱିତୀୟ ଲହରରେ ୭ ଜଣ ସାମ୍ବାଦିକ ପ୍ରାଣ ହରାଇଲେଣି ।

ଏହି ଦୁଃଖ ମୁହୁର୍ତ୍ତରେ ସେମାନଙ୍କ ପରିବାରକୁ ଭଗବାନ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ଏହା ହିଁ କାମନା ।

Previous Post

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟ୍ କୁ ଭାରତର ସର୍ବୋଚ୍ଚ ସ୍ଥାନ

Next Post

ପଶ୍ଚିମବଙ୍ଗରେ ପୁଣି ଦିଦି !

Next Post
ପଶ୍ଚିମବଙ୍ଗରେ ପୁଣି ଦିଦି !

ପଶ୍ଚିମବଙ୍ଗରେ ପୁଣି ଦିଦି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19125 shares
    Share 7650 Tweet 4781
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5806 shares
    Share 2322 Tweet 1452
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA