Thursday, April 16, 2026 06:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବଜେଟ୍

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପିତ

by Our Correspondent
01 Feb, 2026- 11:07 PM
in Latest News, National, News
1 min read
0
୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବଜେଟ୍

ଭୁବନେଶ୍ୱର: ରେକର୍ଡ ୯ମ ଥର ପାଇଁ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ୨୦୪୭ ବିକଶିକ ଭାରତ ଉପରେ ଫୋକସ କରାଯାଇଛି । ମୋଟ ବଜେଟ୍ ପରିମାଣ ରହିଛି ୫୩,୪୭,୩୧୫ କୋଟି ଟଙ୍କା ।

କେଉଁ ପ୍ରମୁଖ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ କରାଯିବ

୧- ପେନସନ- ୨,୯୬,୨୧୪ କୋଟି

୨- ପ୍ରତିରକ୍ଷା- ୫,୯୪,୫୮୫ କୋଟି

୩- ସାର- ୧,୭୦,୭୮୧ କୋଟି

୪- ଖାଦ୍ୟ- ୨,୨୭,୬୨୯ କୋଟି

୫- ପେଟ୍ରୋଲିୟମ- ୧,୨୦,୮୫ କୋଟି

୬- କୃଷି ଓ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ – ୧,୬୨, ୬୭୧ କୋଟି

୭- କର୍ମସ ଓ ଇଣ୍ଡଷ୍ଟ୍ରୀ – ୭୦,୨୯୬ କୋଟି

୮- ଉତ୍ତରପୂର୍ବର ବିକାଶ – ୬,୮୧୨ କୋଟି

୯- ଶିକ୍ଷା – ୧,୩୯,୨୮୯ କୋଟି

୧୦- ଶକ୍ତି – ୧,୦୯,୦୨୯ କୋଟି

୧୧- ବୈଦେଶିକ ବ୍ୟାପାର – ୨୨,୧୧୯ କୋଟି

୧୨- ଅର୍ଥ – ୨୦,୬୪୯ କୋଟି

୧୩- ସ୍ୱାସ୍ଥ୍ୟ – ୧,୦୪,୫୯୯ କୋଟି

୧୪- ସ୍ୱରାଷ୍ଟ୍ର – ୨,୫୫,୨୩୪ କୋଟି

୧୫- ସୁଧ- ୧,୪୦,୩୯୭୨ କୋଟି

୧୬- ଆଇଟି ଓ ଟେଲିକମ – ୭୪,୫୬୦

୧୭- ଗ୍ରାମୀଣ ବିକାଶ – ୨,୭୩,୧୦୮ କୋଟି

୧୮- ବିଜ୍ଞାନଭିତ୍ତିକ ବିଭାଗ – ୫୫,୭୫୬ କୋଟି

୧୯- ସମାଜିକ କଲ୍ୟାଣ – ୬୨,୩୬୨ କୋଟି

୨୦- ଟିକସ ପ୍ରଶାସନ – ୪୫,୫୦୦ କୋଟି

୨୧- ପରିବହନ – ୫,୯୮,୫୨୦ କୋଟି

୨୨- ନଗର ଉନ୍ନୟନ – ୮୫,୫୨୨ କୋଟି

୨୩- ଅନ୍ୟାନ୍ୟ ଖର୍ଚ୍ଚ – ୫,୫୬,୦୨୧ କୋଟି

ବଜେଟ୍‌ରେ କଣ ଶସ୍ତା ହେଲା ?

-ଶସ୍ତା ହେବ ବ୍ୟାଟେରୀ ଓ ଜୋତା

-ବ୍ୟାଟେରୀ ତିଆରି ସାମଗ୍ରୀ ଉପରେ ସାମୀ ଶୁଳ୍କ ଛାଡ଼

-ଶସ୍ତା ହେବ ବାୟୋଗ୍ୟାସ ମିଶ୍ରିତ

-ଶସ୍ତା ହେବ କ୍ୟାନ୍ସରର ୧୭ଟି ମେଡିସିନ୍

-ଶସ୍ତା ହେବ ବିରଳ ରୋଗର ୭ଟି ଔଷଧ

-ମୋବାଇଲ, ଖେଳ ସାମଗ୍ରୀ, ମାଇକ୍ରୋ ଓଭେନ

-ଏୟାରକ୍ରାଫ୍ଟ ନିର୍ମିତ ସାମଗ୍ରୀ ଉପରେ ସାମୀ ଶୁଳ୍କ ଛାଡ଼

-ସାମରିକ ବିମାନ ନିର୍ମାଣ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଛାଡ଼

Previous Post

ରାସେଶ୍ୱରୀ ଦେବୀଜୀଙ୍କ ପ୍ରବଚନର ଶୁଭାରମ୍ଭ

Next Post

ବଜେଟ୍ ଭାଷଣର ୧୦ଟି ବଡ଼ କଥା

Next Post
ବଜେଟ୍ ଭାଷଣର ୧୦ଟି ବଡ଼ କଥା

ବଜେଟ୍ ଭାଷଣର ୧୦ଟି ବଡ଼ କଥା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA