Wednesday, April 22, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିରେ ଖୁବ୍ ଶୀଘ୍ର ଯୋଗଦେବେ ପାଣ୍ଡିଆନ୍!

by Our Correspondent
10 Nov, 2023- 02:43 PM
in Latest News, News, Politics
1 min read
0
ବିଜେଡିରେ ଖୁବ୍ ଶୀଘ୍ର ଯୋଗଦେବେ ପାଣ୍ଡିଆନ୍!

ଭୁବନେଶ୍ୱର: ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଖୁବ୍ ଶୀଘ୍ର ବିଜେଡିରେ ଯୋଗଦେବେ । ଦଳରେ ଏକ ପ୍ରମୁଖ ଦାୟିତ୍ୱରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ । ଦୈନିକ ଇଂରାଜୀ ଖବରକାଗଜ ଟାଇମସ୍ ଅଫ ଇଣ୍ଡିଆରେ ଆଜି ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି ।

ଶ୍ରୀ ପାଣ୍ଡିଆନ୍ ରାଜନୀତିରେ ଯୋଗଦେବା ପାଇଁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଚର୍ଚ୍ଚା ନୂଆ ନୁହେଁ । ଏମିତିକି ତାଙ୍କୁ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ଭାବେ ଚିତ୍ରଣ କରାଯାଉଛି । ମାତ୍ର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ନିକଟରେ ଆସିଥିବା ଦ ଉଇକ୍ ମାଗାଜିନ୍ ରିପୋର୍ଟ ଏବଂ ଆଜି ପ୍ରକାଶିତ ଟାଇମସ୍ ଅଫ ଇଣ୍ଡିଆ ରିପୋର୍ଟ ।

ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଉକ୍ତିକୁ ଉଦ୍ଧାର କରି ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ପାଣ୍ଡିଆନ୍ କୌଣସି ବି ସମୟରେ ବିଜେଡିରେ ଯୋଗଦେଇପାରନ୍ତି । ୨୦୨୪ ନିର୍ବାଚନରେ ଦଳୀୟ ରଣନୀତି ପ୍ରସ୍ତୁତିରେ ସେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବେ ।

ଖୋଦ୍ ଶ୍ରୀ ପାଣ୍ଡିଆନ ମଧ୍ୟ ଏହି ଦୈନିକ ଇଂରାଜୀ ଖବରକାଗଜକୁ ପ୍ରତିକ୍ରିୟା ଦେଇଛନ୍ତି । ବିଜେଡିରେ ଯୋଗଦେବା ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନ ଥିଲେ ମଧ୍ୟ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିବା ଦାୟିତ୍ୱ ଉପରେ ସେ ଫୋକସ୍ କରିଛନ୍ତି । ୫-ଟି ଉପଯୋଗରେ ମୁଖ୍ୟମନ୍ତ୍ରୀଙ୍କର ନୂଆ ଓଡ଼ିଶା ଗଠନ ଭିଜନ୍ ର ରୂପାୟନ ପାଇଁ ସେ ବର୍ତ୍ତମାନ ବ୍ୟସ୍ତ ବୋଲି କହିଛନ୍ତି ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ପଦବୀରେ ଥିବା ବେଳେ ଶ୍ରୀ ପାଣ୍ଡିଆନ ଗତ ମାସ ୨୩ ତାରିଖରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତା’ ପରଦିନ ମୁଖ୍ୟମନ୍ତ୍ରୀ ତାଙ୍କୁ “୫-ଟି’ ଏବଂ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ପଦରେ ବସାଇଥିଲେ । ଏହି ଦୁଇଟି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ ସଂକଳ୍ପ ନେଇଥିବା ବେଳେ ଏହାର କାର୍ଯ୍ୟକାରିତା ଶ୍ରୀ ପାଣ୍ଡିଆନଙ୍କ ହାତରେ ଛାଡ଼ିଛନ୍ତି । ତାହାକୁ ସଠିକ୍ ଭାବେ ସାକାର କରିବା ପାଇଁ ସେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।

Previous Post

Odisha signs MOU with AMNS India to establish Kho Kho High Performance Centre

Next Post

ବିଜେଡିରୁ ତଡାଖାଇଥିବା ନେତାଙ୍କୁ ଆପଣେଇବାକୁ ବିଜେପି ଆଗଭର: ବିଜେଡି

Next Post
ବିଜେଡିରୁ ତଡାଖାଇଥିବା ନେତାଙ୍କୁ ଆପଣେଇବାକୁ ବିଜେପି ଆଗଭର: ବିଜେଡି

ବିଜେଡିରୁ ତଡାଖାଇଥିବା ନେତାଙ୍କୁ ଆପଣେଇବାକୁ ବିଜେପି ଆଗଭର: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA