Saturday, June 27, 2026 06:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯୁବ ବିଜେଡ଼ିର ନୂଆ ରୂପ: ବରିଷ୍ଠ ପଦରେ କନିଷ୍ଠ, କନିଷ୍ଠ ପଦରେ ବରିଷ୍ଠ

by Our Correspondent
23 Sep, 2020- 11:45 PM
in Politics
1 min read
0
ଯୁବ ବିଜେଡ଼ିର ନୂଆ ରୂପ: ବରିଷ୍ଠ ପଦରେ କନିଷ୍ଠ, କନିଷ୍ଠ ପଦରେ ବରିଷ୍ଠ

ଭୁୁବନେଶ୍ୱର: ରାଜ୍ୟ ବିଜୁ ଯୁବ ଜନତା ଦଳ ପୁର୍ନଗଠିତ ହୋଇଛି । ସଭାପତି ଅଙ୍କ ଛିଣ୍ଡି ନ ଥିଲା ବେଳେ ଜଣେ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୩ ବରିଷ୍ଠ ଉପସଭାପତି, ୧୦ ଉପସଭାପତି, ୨୮ ସାଧାରଣ ସମ୍ପାଦକ, ୩୫ ସମ୍ପାଦକ, ୨୫ ଯୁଗ୍ମ ସମ୍ପାଦକ, ୩୩ ସାଂଗଠନିକ ଜିଲ୍ଲା ସଭାପତି, ୬ ଜୋନ୍ ସଭାପତି ଏବଂ ଜଣେ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ବିଶାଳ ଟିମ୍ ଗଠନ କରାଯାଇଛି ।

ଯୁବ ବ୍ୟାପାର ଦାୟିତ୍ୱରେ ଥିବା ଦଳର ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଦସ୍ତଖତରେ ଆଜି ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ରହିଛି । ନୂଆ ବିଶାଳ ଟିମ୍ ରେ ବରିଷ୍ଠ ପଦରେ କନିଷ୍ଠଙ୍କୁ ଏବଂ କନିଷ୍ଠ ପଦରେ କିଛି ବରିଷ୍ଠଙ୍କୁ ସ୍ଥାନ ମିଳିଥିବା ଚର୍ଚ୍ଚା ହେଉଛି ।

ରାଉରକେଲାର ବୈକୁଣ୍ଠ ନାୟକଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା ବେଳେ ଏଲିନା ଦାସ ହୋଇଛନ୍ତି ସେକ୍ରେଟାରୀ ଜେନେରାଲ୍(ମହାସଚିବ) । ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ରଙ୍କୁ ବରିଷ୍ଠ ଉପସଭାପତି ପଦ ଦିଆଯାଇଛି । ତାଙ୍କ ସହ ଧ୍ରୃତି ରଂଜନ ମାର୍ଥା ଏବଂ ଜ୍ୟୋର୍ତିମୟୀ ପରିଡ଼ାଙ୍କୁ ଉପସଭାପତି କରାଯାଇଛି ।

ଉପସଭାପତି ହୋଇଛନ୍ତି ଛବି ମାହାଲି, ସୋଫିଆ ଆଲାମ୍, ମାନଭଂଜନ ବେହେରା, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ମଣ୍ଟୁ ନାୟକ, ସୁଜିତ୍ ପ୍ରସାଦ ଦ୍ୱିବେଦୀ, ସୁଭାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା ଏବଂ ଭାବନୀ ଶଙ୍କର ଦାସ ।

ଭୁବନେଶ୍ୱର ଜୋନ୍ ସଭାପତି ଭାବେ ବିଜୟ କେତନ ସାହୁ ମନୋନୀତ ହୋଇଥିଲା ବେଳେ କଟକ ଜୋନ୍ ପାଇଁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ପାଇଁ ନଚିକେତା ସ୍ୱାଇଁ, ବଲାଙ୍ଗୀର ମନୀନ୍ଦ୍ର ମହାନ୍ତି, ସମ୍ବଲପୁର ଦେବାଶିଷ ପରିଡ଼ା ଏବଂ କୋରାପୁଟ ଜୋନ୍ ସଭାପତି ହୋଇଛନ୍ତି ତାପସ ତ୍ରିପାଠୀ ।

ଜିଲ୍ଲା ସଭାପତିମାନେ ହେଲେ, ଯାଜପୁର-ପ୍ରତାପ ମହାନ୍ତି, ସୋନପୁର-ଅଶୋକ ନନ୍ଦ, କଳାହାଣ୍ଡି- ଆଦିତ୍ୟ ନନ୍ଦ, କୋରାପୁଟ-ଅମିତ୍ ଅଗ୍ରୱାଲ୍, ସୁନ୍ଦରଗଡ଼- ଦେବେନ୍ଦ୍ର ପ୍ରସାଦ ମାଝୀ, ରାଉରକେଲା-ସୁମନ ବାଗେ, ଝାରସୁଗୁଡ଼ା- ପ୍ରଶାନ୍ତ କୁମାର ଜେନା, ଗଜପତି-ଏସ୍.ଲିଙ୍ଗରାଜୁ, ମୟୁରଭଂଜ(୧)- ଅରୁଣ ବରାଡ଼, ମୟୁରଭଂଜ(୨)- ଅଭିଷେକ ପଟ୍ଟନାୟକ, ଭଦ୍ରକ-ମୁକୁନ୍ଦ ଦେବ ସାମଲ, ମାଲକାନଗିରି- ଆଦମା ରବା, ବ୍ରହ୍ମପୁର ନଗର- ଅଜିତ୍ କୁମାର ପଣ୍ଡା, ଦେବଗଡ଼- ପ୍ରତାପ କୁମାର ଦେବ, ଢ଼େଙ୍କାନାଳ-ଧର୍ମାନନ୍ଦ ପରିଡ଼ା, ଅନୁଗୁଳ-ଦୀନେଶ ପ୍ରଧାନ, ଖୋର୍ଦ୍ଧା- ରାଜେଶ କୁମାର ପରିଡ଼ା, ବୋ÷ଦ୍ଧ-ମୃତୁ୍ୟଞ୍ଜୟ ମିଶ୍ର, ବଲାଙ୍ଗୀର- ରାଜେନ୍ଦ୍ର ପ୍ରସାଦ ହୋତା, ନୂଆପଡ଼ା- ହରିଶ ଚନ୍ଦ୍ର ପଣ୍ଡା, କେଉଁଝର- ରାକେଶ ରାମ୍, ପୁରୀ- ନାରାୟଣ ସ୍ୱାଇଁ, ନୟାଗଡ଼- ରମେଶ ଚନ୍ଦ୍ର ସାହୁ, ବରଗଡ଼- ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ବଲପୁର- ଲକ୍ଷ୍ମୀ ପ୍ରସାଦ ମହାପାତ୍ର, କନ୍ଧମାଳ- ବିଷ୍ଣୁ ଚରଣ ମଲ୍ଲିକ, ରାୟଗଡ଼ା- ଦେବାଶିଷ ଖାଡ଼େଙ୍ଗା, ନବରଙ୍ଗପୁର- ଶିବାନନ୍ଦ ବିଶୋୟୀ, ଭୁବନେଶ୍ୱର- ସମରେଶ ବେଉରା, ଗଞ୍ଜାମ- ଲକ୍ଷ୍ମଣ ଚୌଧୁରୀ, କେନ୍ଦ୍ରାପଡ଼ା- ରାଜେଶ ଦାସ, କଟକ ନଗର- ମଂଜିତ୍ ଦାସ, କଟକ- ସ୍ମୃତି ରଂଜନ ନାୟକ । କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ବର୍ତ୍ତମାନର ସଭାପତି ସିଦ୍ଧାର୍ଥ ରାୟଙ୍କୁ ମନୋନୀତ କରାଯାଇଛି ।

Previous Post

କରୋନା ବେଳେ ବିଜୁଳି ଚଡକ

Next Post

MI beat KKR by 49 Runs

Next Post
MI beat KKR by 49 Runs

MI beat KKR by 49 Runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA