Monday, May 25, 2026 05:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ମୋଦିଙ୍କୁ ପୁଣି ଚିଠି ଲେଖିଲେ ନବୀନ

by Our Correspondent
18 Jan, 2019- 10:51 PM
in Latest News, News
1 min read
0
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ମୋଦିଙ୍କୁ ପୁଣି ଚିଠି ଲେଖିଲେ ନବୀନ
ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ୧୯୯୦ ପରଠାରୁ ଓଡ଼ିଶା ବାରମ୍ବାର ପ୍ରାକୃତିକ ଦୁିର୍ବପାକର ସମ୍ମୁଖୀନ ହେଉଛି । ଏଥିଯୋଗୁଁ ରାଜ୍ୟର ୮୦ ପ୍ରତିଶତରୁ ଅଧିକ ଅଞ୍ଚଳ ଏବଂ ୯୦ ଭାଗ ଲୋକ ପ୍ରଭାବିତ ହେଉଛନ୍ତି । ଅନେକ ସମୟରେ ଏନଡ଼ିଆରଏଫରୁ ରାଜ୍ୟକୁ ମିଳୁଥିବା ଅତିରିକ୍ତ ସହାୟତା ଆଦୌ ପର୍ଯ୍ୟାପ୍ତ ନୁହେଁ । କ୍ଷତିଭରଣା ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଖର୍ଚ୍ଚ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ।
ସବୁପ୍ରକାର ବାଧାବିଘ୍ନ ସତ୍ତ୍ୱେ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି । ବିଗତ ୬ ବର୍ଷରେ ରାଜ୍ୟର ଜିଡ଼ିପିରେ ୫୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୦୪-୦୫ ରୁ ୨୦୧୧-୧୨ ମଧ୍ୟରେ ରାଜ୍ୟର ଗରିବୀ ହାରରେ ୨୪.୬୧ ପ୍ରତିଶତ ହ୍ରାସ୍ ଘଟିଛି । ଅନ୍ୟ ରାଜ୍ୟ ତୁଳନାରେ ଏହି ହାର ଯଥେଷ୍ଟ ଅଧିକ । ରାଜ୍ୟ ସରକାର ଦାରିଦ୍ର୍ୟ ଦୂରୀକରଣ, ଖାଦ୍ୟ ସୁରକ୍ଷା, ଶିକ୍ଷା,ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ବହୁ ଯୋଜନା କରିଛନ୍ତି । ଅନ୍ୟପକ୍ଷରେ, ଓଡ଼ିଶାର ପ୍ରାକୃତିକ ସମ୍ପଦରୁ ଦେଶ ବହୁତ ଲାଭବାନ ହେଉଛି । ମାତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଛି । ରେଲୱେ, ବ୍ୟାଙ୍କିଂ, ଜାତୀୟ ରାଜପଥ, ବିମାନ ଯୋଗାଯୋଗ କ୍ଷେତ୍ରରେ ସଡ଼ିାାକୁ ଅବହେଳା କରାଯାଉଛି । ଓଡ଼ିଶାାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଗଲେ, ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇପାରିବ । ଶିଳ୍ପର ବିକାଶ ହେବା ସହ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।
Previous Post

କଂଗ୍ରେସ ଓ ବିଧାୟକ ପଦ ଛାଡ଼ିଲେ ଯୋଗେଶ

Next Post

ଅପରାଜିତାଙ୍କୁ ଦଳୀୟ ଦାୟିତ୍ୱ

Next Post
ଅପରାଜିତାଙ୍କୁ ଦଳୀୟ ଦାୟିତ୍ୱ

ଅପରାଜିତାଙ୍କୁ ଦଳୀୟ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA