Thursday, May 21, 2026 03:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନା ମୁକାବିଲା: ୨୨ ଆଇଏଏସ୍ ଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

by Our Correspondent
26 Apr, 2020- 11:56 PM
in Latest News, News
1 min read
0
କରୋନା ମୁକାବିଲା: ୨୨ ଆଇଏଏସ୍ ଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁକାବିଲା ଟିମ୍ ଆହୁରି ଶକ୍ତିଶାଳୀ ହୋଇଛି । କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ଭାବେ ସେ କାର୍ଯ୍ୟ କରିବେ । ପ୍ରମୁଖ ସଚିବ ଦାୟିତ୍ୱରେ ନିକୁଞ୍ଜ କୁମାର ଧଳ ତାଙ୍କର ଦାୟିତ୍ୱ ପୂର୍ବଭଳି ତୁଲାଇବେ । କେନ୍ଦ୍ର ସରକାର, ବିଭିନ୍ନ ରାଜ୍ୟ ସରକାର, ବିଭିନ୍ନ ବିଭାଗ ତଥା କୋଭିଡ୍ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସକାଶେ ଶ୍ରୀ ମହାପାତ୍ରଙ୍କୁ ଏହି ବଡ଼ ଦାୟିତ୍ୱ ଦିଆଯାଇଛି ।
ଅନ୍ୟପକ୍ଷରେ ଭୁବନେଶ୍ୱର, କଟକ ସହର ସମେତ ୩୦ଟି ଜିଲ୍ଲା ପାଇଁ ୨୨ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ କୋଭିଡ୍-୧୯ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ ।
ଶ୍ରୀମତୀ ଅନୁ ଗର୍ଗ, ଏନ.ତିରୁମାଳା ନାୟକ– ଭୁବନେଶ୍ୱର ସହର
ମଧୁସୂଦନ ପାଢ଼ୀ, ରତ୍ନାକର ରାଉତ– ବାଲେଶ୍ୱର, ଭଦ୍ରକ
ସୌରଭ ଗର୍ଗ, ସୁଶାନ୍ତ ମହାପାତ୍ର– କଟକ ସହର, କଟକ ଗ୍ରାମାଞ୍ଚଳ
ସୁରେନ୍ଦ୍ର କୁମାର, ଶ୍ରୀକାନ୍ତ ପୃଷ୍ଟି– ମୟୁରଭଞ୍ଜ, କେନ୍ଦୁଝର
ଜି.ମାଥିଭାଥନନ୍, ଡ. କ୍ରିଷନ୍ କୁମାର– ଗଞ୍ଜାମ, ଗଜପତି
ହେମନ୍ତ ଶର୍ମା, ସୁରେଶ ଚନ୍ଦ୍ର ଦଳାଇ– ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା
ବିଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀ– ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ
ସୁଶୀଲ କୁମାର ଲୋହାନୀ, ବେଣୁଧର ବେହେରା– ବଲାଙ୍ଗୀର, ବରଗଡ଼, ନୂଆପଡ଼ା
ଶାଶ୍ୱତ ମିଶ୍ର, ବିଷ୍ଣୁପ୍ରସାଦ ମିଶ୍ର– କଳାହାଣ୍ଡି, କନ୍ଧମାଳ, ବୌଦ୍ଧ
ଭି.ଭି.ଯାଦବ, ରସିଦ୍ ଖାଁ– କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର
ଅନୀଲ କୁମାର ସାମଲ– ନୟାଗଡ଼, ପୁରୀ, କଟକ ଗ୍ରାମାଞ୍ଚଳ, ଖୋର୍ଦ୍ଧା ଗ୍ରାମାଞ୍ଚଳ
ନିରଞ୍ଜନ ସାହୁ– ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼
ଏଥିସହ ୧୦ ବରିଷ୍ଠ ଅଧିକାରୀଙ୍କୁ ଅନ୍ୟ ରାଜ୍ୟ ଦାୟିତ୍ୱ ଦିଆଯାଇଛି ।
ୱାଇ. ବିଜୟ– ତେଲେଙ୍ଗାନା
ବି.ପରମେଶ୍ୱରନ– ଆନ୍ଧ୍ରପ୍ରଦେଶ
ଭାସ୍କରଜ୍ୟୋତି ଶର୍ମା– ପଶ୍ଚିମବଙ୍ଗ
ନୀତିନ୍ ଜୱାଲେ– ଗୁଜୁରାଟ
ରାଜେଶ ପି. ପାଟିଲ୍– ମହାରାଷ୍ଟ୍ର
ଚିତ୍ରା ଅରୁମୁଗମ୍– ତାମିଲନାଡୁ
ମହମ୍ମଦ ସାଦିକ୍ ଆଲମ୍– ବିହାର ଏବଂ ଝାଡଖଣ୍ଡ
ଏମ.ମୁଥୁକୁମାର– କେରଳ
ସଞ୍ଜୀବ ମିଶ୍ର– ନୂଆଦିଲ୍ଲୀ ଏନସିଆର
ଅମିତାଭ ଠାକୁର(ଆଇପିଏଏସ୍)- ଅବଶିଷ୍ଟ ରାଜ୍ୟ
Previous Post

କରୋନା ଭୟରେ ଲୁଚିଛନ୍ତି କିମ୍ !

Next Post

କମୁନି କରୋନା; ବାଲେଶ୍ୱରରୁ ଆଉ ୫ ପଜିଟିଭ୍

Next Post
କମୁନି କରୋନା; ବାଲେଶ୍ୱରରୁ ଆଉ ୫ ପଜିଟିଭ୍

କମୁନି କରୋନା; ବାଲେଶ୍ୱରରୁ ଆଉ ୫ ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA