Thursday, May 21, 2026 04:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୟଙ୍କ ଅରଟେଲ୍‍-ବିଏମ୍‍ସିର ଜୋଇଁ ପୁଅ

by Our Correspondent
17 Jan, 2016- 04:44 AM
in News
1 min read
0
ଜୟଙ୍କ ଅରଟେଲ୍‍-ବିଏମ୍‍ସିର ଜୋଇଁ ପୁଅ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଓରଟେଲ୍‍ ସଂସ୍ଥାର କେବୁଲ୍‍ ଟିଭି ସର୍ଭିସ୍‍ ମାଧ୍ୟମ ହେଉଛି ଲାଇନ୍‍ ଖୁଣ୍ଟ । ରାଜଧାନୀରେ ଏହାର କେବୁଲ ତାର ଘରକୁ ଘର ବିଛାଡି ହୋଇଯାଇଛି । ଭୁବନେଶ୍ୱର ମହାନଗର ନିଗମର ୬୯ ଟି ଯାକ ୱାର୍ଡରେ ଥିବା ଷ୍ଟ୍ରିଟ୍‍ ଲାଇଟ୍‍ ପୋଲ୍‍କୁ ବ୍ୟବହାର କରୁଛି ଓରଟେଲ୍‍ କମୁ୍ୟନିକେସନ୍‍ । ମାତ୍ର ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସବୁତକ ପୋଲ୍‍ର ଠିକା ନେଇଯାଇଥିବା ଏହି ସଂସ୍ଥା ବିଏମ୍‍ସିକୁ ମାସିକ ପାଉଣା ଦେଉଛି ମାତ୍ର ୧୦ ହଜାର ଟଙ୍କା । ସବୁତକ ପୋଲ୍‍ ବ୍ୟବହାର ବାବଦକୁ ଓରଟେଲ୍‍ ଉପରେ ବିଏମସି ଏହି ଲାଇସେନ୍ସ ଫି’ ଧାର୍ଯ୍ୟ କରିଛି । ହିସାବ କଲେ, ପୋଲ୍‍ ପିଛା ପଡ଼ିବ ଟଙ୍କେରୁ କମ୍‍ । ଆହୁରି ଆଶ୍ଚର୍ଯ୍ୟର କଥା, ବେଲଜ୍ଜିଆ ବିଏମସି ପାଖରେ ଓରଟେଲ୍‍ କେତେ ପୋଲ୍‍ ବ୍ୟବହାର କରୁଛି ତାହାର ହିସାବ ବି ନାହିଁ । ହୁଣ୍ଡାମୂଲ ହିସାବରେ ଓରଟେଲ୍‍କୁ ୧୦ ହଜାର ଟଙ୍କା ଧାର୍ଯ୍ୟ କରିଛି ।

ଆଜି (୧୬.୦୧.୨୦୧୬) ଓରଟେଲ୍‍ ସଂସ୍ଥାକୁ ବିଏମ୍‍ସି ଲେଖିଥିବା ଚିଠିରୁ ଏହି ସାଂଘାତିକ ତଥ୍ୟ ଜଣାପଡ଼ିଛି । ଚିଠି ନଂ ୭୪୬ ରେ ବିଏମସି ଚିଠିଟି ଦେଇଛି ଓରଟେଲ୍‍ କମୁନିକେସନ୍‍ ସଂସ୍ଥାକୁ । ଷ୍ଟ୍ରିଟ୍‍ ଲାଇଟ୍‍ ପୋଲ୍‍ ଯୋଗେ କେବୁଲ୍‍ ଟିଭି ସର୍ଭିସ୍‍ ପାଇଁ ଓରଟେଲ୍‍ ସଂସ୍ଥାକୁ ବାର୍ଷିକ ୧ ଲକ୍ଷ ୨୦ ହଜାର ହିସାବରେ ଲାଇସେନ୍ସ ଫି’ ଡିପୋଜିଟ୍‍ କରିବାକୁ କୁହାଯାଇଛି । ଏଥିରେ ୨୦୧୪-୧୫ ଓ ୨୦୧୫-୧୬ ବର୍ଷ ପାଇଁ ସମୁଦାୟ          ୨ ଲକ୍ଷ ୪୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।

ଆପଣ ଭାବିପାରୁଛନ୍ତି ତ ଏହି ସାଂଘାତିକ କାରସାଦିକୁ । ସାଧାରଣ ବେପାରୀଟେ ବିଏମସିର ଦି ପାଦ ଜାଗା ବ୍ୟବହାର ପାଇଁ ମାସକୁ ହଜାର ହଜାର ଟଙ୍କା ଲାଇସେନସ୍‍ ଫି ଦେଉଥିବା ବେଳେ ଓରଟେଲ୍‍ ସାରା ଭୁବନେଶ୍ୱରରେ ସାମ୍ରାଜ୍ୟ ଖୋଲି ମାସକୁ ଦୟା କଲା ଭଳି ଦଉଛି ୧୦ ହଜାର ଟଙ୍କା । ହୋମଯଜ୍ଞ କରୁଥିବା ବ୍ରାହ୍ମଣର ଦକ୍ଷିଣା ବି ତାଠୁଁ ଅଧିକ ହେବ । ତେବେ ଏହା କେମିତି ସମ୍ଭବ ହୋଇଛି ଭାବିଲେ ବିଶ୍ୱାସ ହେଉନି । ହଁ ଏକଥା ଜଣା ଯେ ଓରଟେଲ୍‍ କମୁନିକେସନ୍‍ ବାବୁ ବୈଜୟନ୍ତ ପଣ୍ଡାଙ୍କ ସଂସ୍ଥା । ଭାରି ପ୍ରଭାବଶାଳୀ ସେ । ନେତା ଭାବେ ଯେତିକି ପ୍ରଭାବ ମିଡ଼ିଆ ପାୱାରରେ ବି ଭାରି ଖାଦି ତାଙ୍କର । ହଜାର ହଜାର କୋଟିର ବେପାର କରୁଥିବା ତାଙ୍କ ସଂସ୍ଥାକୁ ବିଏମସି ଜୋଇଁପୁଅ କରିବନି ତ ଆଉ କାହାକୁ କରିବ?  କଇ, ହୀନ, ଗୋପାଳ ଭଳି ଖଟିଖିଆ ଲୋକଙ୍କ ପାଇଁ ସିନା ଷଣ୍ଢ, ହେଲେ ଜୟ ପଣ୍ଡାଙ୍କ ଭଳି ଲୋକଙ୍କ ପାଇଁ ଆଇନର ବାଟ ଓଗାଳି ମାଗଣାରେ ଦେଲେ ବି କିଏ କ’ଣ ତାଡ଼ିବ? ବିଏମସି ଏହି ୧୦ ହଜାର ଟଙ୍କା ଆଦାୟ ନ କରି ଛାଡ଼ କରିଦେଲେ ବି ଭଲ ହୁଅନ୍ତା । ମୋଟାମୋଟି ଭାବେ ବିଏମସି-ଓରଟେଲର ଭିତିରି ବୁଝାମଣା ଏଥିରୁ ସ୍ପଷ୍ଟ ହୋଇଛି । ଆଶ୍ୱର୍ଯ୍ୟର କଥା ସବୁ ନାଟର ଗୋବର୍ଦ୍ଧନ ହୋଇଥିବା ମେୟର ଅନନ୍ତ ନାରାୟଣ ଜେନାଙ୍କଠାରୁ ଏହା ଉପରେ ମତାମତ ଜାଣିବାକୁ ଚାହିଁଥିଲୁ । ମାତ୍ର ସେ  ଏ ସମ୍ପର୍କରେ କିଛି ଜାଣିନାହାନ୍ତି, ବୁଝି ପରେ କହିବେ ବୋଲି  କହିଛନ୍ତି ।

Previous Post

ଅଣ୍ଡା ନୁହଁ, ଏଣିକି ଲୁଙ୍ଗିଟେକା ପ୍ରତିବାଦ

Next Post

ଧରାପଡ଼ିଲେ ଖଣ୍ଟ ପଟ୍ଟନାୟକ

Next Post
ଧରାପଡ଼ିଲେ ଖଣ୍ଟ ପଟ୍ଟନାୟକ

ଧରାପଡ଼ିଲେ ଖଣ୍ଟ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA