Sunday, May 31, 2026 06:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିନକରେ କରୋନା ନେଲା ୧୦ ମୁଣ୍ଡ, ନୂଆ ୧୩୨୦ ପଜିଟିଭ୍

by Our Correspondent
25 Jul, 2020- 11:54 AM
in Latest News, News
1 min read
0
ଦିନକରେ କରୋନା ନେଲା ୧୦ ମୁଣ୍ଡ, ନୂଆ ୧୩୨୦ ପଜିଟିଭ୍
Spread the love
ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ସର୍ବାଧିକ ୧୦ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ୩ ଜଣ, ସୁନ୍ଦରଗଡ଼ ଓ ବାଲେଶ୍ୱରୁ ୨ ଜଣ ଲେଖାଏଁ ଏବଂ ଗଜପତି, ଝାରସୁଗୁଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନାରେ ପ୍ରାଣ ହରାଇଲେଣି ୧୩୦ ଆକ୍ରାନ୍ତ । ଯେଉଁଥିରେ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩ ଜଣ ।
ରାଜ୍ୟରେ କରୋନା ସଂକ୍ରମଣ ବି ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ୨୪ ଜିଲ୍ଲାରୁ ୧୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୧୭୪ ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୧୩ କୁ ବୃଦ୍ଧି ପାଇଛି । ୧୫,୨୦୦ ସୁସ୍ଥ ହୋଇସାରିଲେଣି ଏବଂ ଆକ୍ଟିଭ୍ ଆକ୍ରାନ୍ତ ଅଛନ୍ତି ୮,୬୫୦ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୮,୧୯୪ ଆକ୍ରାନ୍ତ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨,୮୫୦ ଆକ୍ରାନ୍ତ ହେଲେଣି ।
ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୪୮,୯୧୬ ଆକ୍ରାନ୍ତ ଏବଂ ୭୫୭ ମୃତ୍ୟୁବରଣ କରିଛନ୍ତି । ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧ ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୩୧ ହଜାର ୩୫୮ କୁ ବୃଦ୍ଧି ପାଇଛି । ୮ ଲକ୍ଷ ୪୯ ହଜାର ୪୩୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ୭୧ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୬, ବାଲେଶ୍ୱର-୨୩, ବରଗଡ଼-୧୪, ଭଦ୍ରକ-୨୮, ବଲାଙ୍ଗୀର-୯, କଟକ-୪୭, ଦେବଗଡ଼-୧, ଗଜପତି-୯୦, ଗଞ୍ଜାମ-୫୬୦, ଜଗତସିଂହପୁର-୩, ଯାଜପୁର-୨୩, ଝାରସୁଗୁଡ଼ା-୨, କଳାହାଣ୍ଡି-୧, କନ୍ଧମାଳ-୩୯, କେନ୍ଦ୍ରାପଡ଼ା-୧, କେଉଁଝର-୨୪, ଖୋର୍ଦ୍ଧା-୧୭୪, କୋରାପୁଟ-୩୦, ନୟାଗଡ଼-୩୮, ନୂଆପଡ଼ା-୪, ପୁରୀ-୯୦, ରାୟଗଡ଼ା-୬୫, ସୋନପୁର-୧, ସୁନ୍ଦରଗଡ଼-୪୭ ।
Previous Post

ଖେଳ ଓ ଖେଳ ପଡ଼ିଆ

Next Post

କରୋନାକୁ ଜିତିଥିବା ଶତାୟୁ ମହିଳା କହିଲେ ‘ଏହା ଏକ ସାମାନ୍ୟ ଥଣ୍ଡା ରୋଗ’

Next Post
କରୋନାକୁ ଜିତିଥିବା ଶତାୟୁ ମହିଳା କହିଲେ ‘ଏହା ଏକ ସାମାନ୍ୟ ଥଣ୍ଡା ରୋଗ’

କରୋନାକୁ ଜିତିଥିବା ଶତାୟୁ ମହିଳା କହିଲେ ‘ଏହା ଏକ ସାମାନ୍ୟ ଥଣ୍ଡା ରୋଗ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA