Monday, May 25, 2026 04:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଶ୍ଚିମ ଓଡ଼ିଶାକୁ ଡେଇଁଲା କରୋନା; କଳାହାଣ୍ଡିରୁ ୨୧ତମ ଆକ୍ରାନ୍ତ

by Our Correspondent
04 Apr, 2020- 11:42 PM
in Latest News, News
1 min read
0
ପଶ୍ଚିମ ଓଡ଼ିଶାକୁ ଡେଇଁଲା କରୋନା; କଳାହାଣ୍ଡିରୁ ୨୧ତମ ଆକ୍ରାନ୍ତ
ଭୁୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଡେଇଁଛି କରୋନା । ଆଜି ଚିହ୍ନଟ ହୋଇଥିବା ରାଜ୍ୟର ୨୧ତମ ଆକ୍ରାନ୍ତଙ୍କ ଘର କଳାହାଣ୍ଡିରେ । ତାଙ୍କର ବୟସ ୨୯ ବର୍ଷ । ତାଙ୍କର ଫରେନ୍ ଟ୍ରାଭେଲ୍ ହିଷ୍ଟ୍ରି ଅଛି । ନିକଟରେ ସେ ବାହାରିନ୍ ରୁ ଫେରିଥିଲେ । ଆଜି ରାତିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଟ୍ୱିଟ୍ କରାଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାଙ୍କର କୌଣସି କରୋନା ଲକ୍ଷଣ ନ ଥିଲା । ତେଣୁ ବିନା ଲକ୍ଷଣରେ କରୋନା ଆକ୍ରାନ୍ତ ହେବାରେ ସେ ରାଜ୍ୟର ଦ୍ୱିତୀୟ ବ୍ୟକ୍ତି । ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କିଛି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆଜି ସମୁଦାୟ ୩୦୪ ନମୁନା ପରୀକ୍ଷା କରାଯାଇଥିଲା । ଆରଏମଆରସିରେ ୨୨୩, ଏମସ୍ ରେ ୩୮ ଏବଂ ଏସସିବି ୪୩ । ସେଥିମଧ୍ୟରୁ ଗୋଟିଏ ପଜିଟିଭ୍ ଆସିଥିବା ବେଳେ ଅନ୍ୟ ୩୦୩ ନମୁନା ନେଗେଟିଭ୍ ଆସିଛି । ଆଜିକୁ ମିଶାଇ ରାଜ୍ୟରେ ସମୁଦାୟ ୧୩୯୫ ଜଣଙ୍କର ନମୁନା ପରୀକ୍ଷା ହେଲାଣି । ସେଥିରୁ ୨୧ ପଜିଟିଭ୍ ବାହାରିଛି । ଦୁଇଜଣ ସୁସ୍ଥ ହୋଇସାରିଲେଣି ।
ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧, ଭଦ୍ରକରୁ ୩, ପୁରୀରୁ ୧, ଯାଜପୁର ୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାତ୍ର କରୋନା ଭୂତାଣୁ ଏବେ ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ଡେଇଁଛି । ପଶ୍ଚିମ ଓଡ଼ିଶାର ପ୍ରଥମ ଆକ୍ରାନ୍ତ ଭାବେ କଳାହାଣ୍ଡିରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ ।
Previous Post

ଜିଲ୍ଲାପାଳ,ଏସପିଙ୍କୁ ଲେଖିଲେ ପାଣ୍ଡିଆନ୍: ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଟ୍ରେସିଂ କର

Next Post

ଆଶ୍ୱାସନା ଦେଲେ, କଡ଼ା ଚେତାବନୀ ବି ଦେଲେ

Next Post
ଆଶ୍ୱାସନା ଦେଲେ, କଡ଼ା ଚେତାବନୀ ବି ଦେଲେ

ଆଶ୍ୱାସନା ଦେଲେ, କଡ଼ା ଚେତାବନୀ ବି ଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA