Tuesday, May 12, 2026 12:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକ

by Our Correspondent
16 Jul, 2020- 04:09 PM
in Latest News, News, Politics
1 min read
0
ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକ
ଭୁବନେଶ୍ୱର: ସାଂଗଠନିକ ପୁନର୍ବିନ୍ୟାସର ଚତୁର୍ଥ ପାଳିରେ ବିଜୁ ଜନତା ଦଳରେ ୩୬ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଦଳ ସଭାପତି ନବୀନ ପଟ୍ଟନାୟକ ଏମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ସହ ନିଯୁକ୍ତି ଦେଇଛନ୍ତି ।
କାହା ଦାୟିତ୍ୱରେ କ’ଣ
୧. ସୁଶାନ୍ତ ସିଂ– ସଶକ୍ତ ଓଡ଼ିଶା
୨.ଚନ୍ଦ୍ରସାରଥୀ ବେହେରା– ଅନୁସୂଚିତ ଜାତି(ଏସି) ସଶକ୍ତିକରଣ
୩. ମନୋହର ରାନ୍ଧାରୀ– ସଶକ୍ତ ଓଡ଼ିଶା
୪. ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ– ସାମାଜିକ କଲ୍ୟାଣ
୫. ଶ୍ରୀମତୀ ସ୍ନେହଲତା ଛୁରିଆ– ଅନୁସୂଚିତ ଜାତି(ଏସି) ସଶକ୍ତିକରଣ
୬.ଜଗନ୍ନାଥ ସାରକା– ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର
୭. ଆୟୁବ ଖାନ୍– ସଂଖ୍ୟାଲଘୁ ବ୍ୟାପାର
୮. ଦେବେଶ ଆଚାର୍ଯ୍ୟ– ଓଡ଼ିଶା ମୋ ପରିବାର
୯. ଉମାକାନ୍ତ ସାମନ୍ତରାୟ– ସାମାଜିକ କଲ୍ୟାଣ
୧୦. ବ୍ୟୋମକେଶ ରାୟ– ଛାତ୍ରଛାତ୍ରୀ ବ୍ୟାପାର
୧୧. ଅନନ୍ତ ନାରାୟଣ ଜେନା– ସଶକ୍ତ ଓଡ଼ିଶା
୧୨. ଶ୍ରୀମତୀ ରାଜଶ୍ରୀ ମଲ୍ଲିକ– ମହିଳା ସଶକ୍ତିକରଣ
୧୩. ପ୍ରିୟଦର୍ଶୀ ମିଶ୍ର– କଳା,ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ
୧୪. ଧ୍ରୁବଚରଣ ସାହୁ– ପରିବେଶ
୧୫. ପ୍ରଣବ କୁମାର ବଳବନ୍ତରାୟ– ଯୁବ ବ୍ୟାପାର
୧୬. ଡ. ରାସେଶ୍ୱରୀ ପାଣିଗ୍ରାହୀ– ଆଞ୍ଚଳିକ ଉନ୍ନୟନ
୧୭. ରାଜୀବ ଲୋଚନ ପାତ୍ର– ସାମାଜିକ କଲ୍ୟାଣ
୧୮. ସୁଧୀର କୁମାର ସାମଲ– ଓଡ଼ିଶା ମୋ ପରିବାର
୧୯. ଡ. ସସ୍ମିତ୍ ପାତ୍ର– ଓଡ଼ିଶା ମୋ ପରିବାର
୨୦. ବିକ୍ରମ ପଣ୍ଡା– ଓଡ଼ିଶା ମୋ ପରିବାର
୨୧. ଯୋଗେଶ ସିଂ– ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର
୨୨. ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ– ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର
୨୩. ବିଜୟ କୁମାର ନାୟକ– ଆଞ୍ଚଳିକ ଉନ୍ନୟନ
୨୪. ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର– ମହିଳା ସଶକ୍ତିକରଣ
୨୫. ଶ୍ରୀମତୀ ଗୀତା ବସ୍ତିଆ– ମହିଳା ସଶକ୍ତିକରଣ
୨୬. ଶ୍ରୀମତୀ ଶ୍ରୀମୟୀ ମିଶ୍ର– ମହିଳା ସଶକ୍ତିକରଣ
୨୭. ପ୍ରଫୁଲ୍ଲ ସିଂ– ସାମାଜିକ କଲ୍ୟାଣ
୨୮. ଦେବାଶିଷ ମାର୍ଣ୍ଡିଂ– ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର
୨୯. ମାନସ ମଙ୍ଗରାଜ– ଗଣମାଧ୍ୟମ ବ୍ୟାପାର
୩୦. ଜନ୍ମେଜୟ ଲେଙ୍କା– କଳା,ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ
୩୧. ବିଶ୍ୱଜିତ୍ ମହାନ୍ତି– ସଶକ୍ତ ଓଡ଼ିଶା
୩୨. ସତ୍ୟବ୍ରତ ପାତ୍ର– କଳା,ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ
୩୩. ସାରଦା ପ୍ରସନ୍ନ ଜେନା– କଳା, ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ
୩୪. ଶ୍ରୀମତୀ ଗୀତାଞ୍ଜଳୀ ସେଠୀ– ଅନୁସୂଚିତ ଜାତି(ଏସି) ସଶକ୍ତିକରଣ
୩୫. ପ୍ରମୋଦ କିଶୋର ଜେନା– ପରିବେଶ
୩୬. ଶ୍ୟାମା ପ୍ରସାଦ ବେହେରା– ଆଞ୍ଚଳିକ ଉନ୍ନୟନ
ସୂଚନାଯୋଗ୍ୟ, ବିଜେଡ଼ି ସାଂଗଠନିକ ପୁନର୍ବିନ୍ୟାସର ପ୍ରଥମ ପାଳିରେ ୮ ବରିଷ୍ଠ ଉପସଭାପତି ଏବଂ ୯ ଉପସଭାପତିଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦ୍ୱିତୀୟ ପାଳିରେ ୧୫ ଜଣ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଥିଲେ । ତୃତୀୟ ପାଳିରେ ମହିଳା ବିଜୁ ଦଳର ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।
Previous Post

ଦିନକରେ ଦେଶରୁ ୩୨,୬୯୫ ପଜିଟିଭ୍, ଓଡ଼ିଶାରେ ୧୫ ହଜାର ପାର୍

Next Post

ଜୁଲାଇ ୩୧ ଯାଏ ୪ ଜିଲ୍ଲା ଲକ୍ ଡାଉନ୍

Next Post
ଜୁଲାଇ ୩୧ ଯାଏ ୪ ଜିଲ୍ଲା ଲକ୍ ଡାଉନ୍

ଜୁଲାଇ ୩୧ ଯାଏ ୪ ଜିଲ୍ଲା ଲକ୍ ଡାଉନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA