Thursday, April 30, 2026 10:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦିନକରେ ଦେଶରୁ ୩୨,୬୯୫ ପଜିଟିଭ୍, ଓଡ଼ିଶାରେ ୧୫ ହଜାର ପାର୍

by Our Correspondent
16 Jul, 2020- 12:10 PM
in Latest News, News
1 min read
0
ଦିନକରେ ଦେଶରୁ ୩୨,୬୯୫ ପଜିଟିଭ୍, ଓଡ଼ିଶାରେ ୧୫ ହଜାର ପାର୍
ଭୁୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୩୨,୬୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୬୦୬ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୭,୯୭୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୪,୪୯୬ , କର୍ଣ୍ଣାଟକରେ ୩,୧୭୬, ଆନ୍ଧ୍ରପ୍ରଦେଶରେ ୨,୪୩୨, ଉତ୍ତରପ୍ରଦେଶରେ ୧,୬୫୯ ଏବଂ ଦିଲ୍ଲୀରେ ୧,୬୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୨୩୩ ଆକ୍ରାନ୍ତଙ୍କର ମୃତ୍ୟୁ ଥିବା ବେଳେ କର୍ଣ୍ଣାଟକରେ ୮୭, ତାମିଲନାଡୁରେ ୬୮, ଆନ୍ଧ୍ରପ୍ରଦେଶରେ ୪୪, ଦିଲ୍ଲୀରେ ୪୧ ଏବଂ ଉତ୍ତର ପ୍ରଦେଶରେ ୨୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଏଥିସହ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୦,୧୬୯ ରେ ପହଞ୍ଚିଛି । ୬,୧୩,୭୩୫ ସୁସ୍ଥ ହୋଇସାରିଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୧୧୬ । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪, ୯୨୯ ।
ଓଡ଼ିଶାରେ କରୋନା ସଂକ୍ରମଣ ୧୫ ହଜାର ପାର୍ କରିଛି । ଏ ପର୍ଯ୍ୟନ୍ତ ୧୫,୩୯୨ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୪୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୪୬ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୬୪ ପଜିଟିଭ୍ । ୨୩ ଜିଲ୍ଲାରୁ ଚିହ୍ନଟ ୪୯୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ଅନ୍ୟପକ୍ଷରେ, ଗଞ୍ଜାମରୁ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାରୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪,୮୬୭ ଆକ୍ରାନ୍ତ ହୋଇଥିବା ବେଳେ ୪୮ ଜଣଙ୍କର ମୁଣ୍ଡ ଗଲାଣି । ତାଲିକାର ଦ୍ୱିତୀୟରେ ଅଛି ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲାରୁ ୧୫୯୪ ଆକ୍ରାନ୍ତ ହୋଇଥିବା ବେଳେ ୧୩ ଜଣଙ୍କର ଜୀବନ ଗଲାଣି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦, ୪୭୬ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ୍ ଆକ୍ରାନ୍ତ ହେଉଛନ୍ତି ୪,୮୧୩ ।
ଆଜି କେଉଁ ଜିଲ୍ଲାରୁ କେତେ
ଅନୁଗୁଳ-୧, ବାଲେଶ୍ୱର-୨୧, ଭଦ୍ରକ-୭, ବଲାଙ୍ଗୀର-୩, ବୌଦ୍ଧ-୨, କଟକ-୩୮, ଗଞ୍ଜାମ-୨୪୬, ଜଗତସିଂହପୁର-୧, ଯାଜପୁର-୧୫, କଳାହାଣ୍ଡି-୨, କେନ୍ଦ୍ରାପଡ଼ା-୧୧, କେନ୍ଦୁଝର-୧୦, ଖୋର୍ଦ୍ଧା-୬୪, କୋରାପୁଟ-୪, ମାଲକାନଗିରି-୪, ମୟୁରଭଞ୍ଜ-୧୪, ନବରଙ୍ଗପୁର-୪, ନୟାଗଡ଼-୧୬, ନୂଆପଡ଼ା-୯, ପୁରୀ-୭, ରାୟଗଡ଼ା-୧, ସମ୍ବଲପୁର-୪, ସୁନ୍ଦରଗଡ଼-୧୦ ।
Previous Post

ଚ୍ୟାଲେଞ୍ଜ୍… ଚ୍ୟାଲେଞ୍ଜ୍…ଚ୍ୟାଲେଞ୍ଜ୍…

Next Post

ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକ

Next Post
ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକ

ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA