Sunday, May 24, 2026 11:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଦ୍ଧାର୍ଥ ପଳେଇଲେ, ବିଜେଡ଼ି ଗୁରୁତ୍ୱ ଦେଲାନି

by Our Correspondent
03 Jan, 2016- 10:24 AM
in News
1 min read
0
ସିଦ୍ଧାର୍ଥ ପଳେଇଲେ, ବିଜେଡ଼ି ଗୁରୁତ୍ୱ ଦେଲାନି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୨୦୦୯ ପର୍ଯ୍ୟନ୍ତ ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂ ମର୍ଦ୍ଧରାଜ ଓ ପୁଅ ସିଦ୍ଧାର୍ଥ ଶେଖର ଥିଲେ ପକ୍କା କଂଗ୍ରେସିଆ । ହାତ ପତାକା ତଳେ ନବୀନଙ୍କ ଚଉଦ ପୁରୁଷ ଉଦ୍ଧାର କରୁଥିଲେ ବାପ-ପୁଅ । ହେଲେ ସମସ୍ତଙ୍କୁ ଚକିତ କରି ସିଦ୍ଧାର୍ଥ ରାତାରାତି ବିଜେଡିରୁ ଏମଏଲଏ ଟିକେଟ ନେଲେ । ବର୍ତ୍ତମାନର ପାୱାରଫୁଲ ମନ୍ତ୍ରୀ ତଥା ନୟାଗଡ଼ ବିଜେଡ଼ି ରାଜନୀତିର ହର୍ତ୍ତା କର୍ତ୍ତା ଅରୁଣ ସାହୁ ନିଜ ସୁରକ୍ଷା ପାଇଁ ହାତମାର୍କା ମର୍ଦ୍ଧରାଜ ବାପ-ପୁଅଙ୍କୁ ସେତେବେଳେ ବିଜେଡ଼ିକୁ ଆଣି ଜିତାଇଥିଲେ ।
ହେଲେ ଯୁବରାଜ ସିଦ୍ଧାର୍ଥ ଖଣ୍ଡପଡ଼ାବାସୀଙ୍କ ପାଖରେ ଯେଉଁ କରିସ୍ମା ଦେଖାଇବା କଥା ତାହା ଦେଖାଇବାରେ ଫେଲ୍‍ ମାରିଲେ । ସିଦ୍ଧାର୍ଥ ଏମଏଲଏ ହେଲେ ସିନା ହେଲେ ବାପା ତାଙ୍କୁ ରବର ଷ୍ଟାମ୍ପ୍‍ ବନାଇଦେଲେ । ସଂଗଠନ ଓ ଲୋକସମ୍ପର୍କ ଭୁଲି ପୁରୁଣା ଅଭ୍ୟାସ ପଇସା ପଛରେ ଗୋଡାଇଲେ ରାଜା ପରିବାର । ଫଳ ହେଲା ୨୦୧୪ ରେ ଟିକେଟ କଟିଲା ଆଉ ମୁଖ୍ୟମନ୍ତ୍ରୀଙ୍କ ଭରସା କଟିଲା ସିଦ୍ଧାର୍ଥଙ୍କ ଉପରୁ । ବିଜେଡ଼ିରେ ଆଉ ନିଜର ଭବିଷ୍ୟତ ଦେଖି ନ ପାରି ସିଦ୍ଧାର୍ଥ ଆଜି(ରବିବାର) ଇସ୍ତଫା ଦେଇଛନ୍ତି । ରାଜନୀତିରେ ରଙ୍ଗହରା ହୋଇସାରିଥିବା ବାପା ବିଭୂତିଙ୍କର ବିଭୂତି ଅବଶ୍ୟ ଝଡ଼ିିସାରିଛି ।
ସିଦ୍ଧାର୍ଥଙ୍କ ଇସ୍ତଫା ଖଣ୍ଡପଡ଼ା ବିଜେଡ଼ି ରାଜନୀତିକୁ କାଣିଚାଏ ହଲଚଲ କରିବ ନାହିଁ ଏହା ନିରାଟ ସତ୍ୟ । କାରଣ ସିଦ୍ଧାର୍ଥଙ୍କ ନିଜର ସଂଗଠନ ବୋଲେ କିଛି ନାହିଁ । ନବୀନ ଓ ବିଜେଡ଼ି ହିଁ ତାଙ୍କର ପୁଞ୍ଜି ଥିଲା । ତେଣୁ ତାଙ୍କର ଇସ୍ତଫାକୁ ଦଳ ଆଦୋ÷ ଗୁରୁତ୍ୱ ଦେଇନାହିଁ । ତେବେ ଗୋଟିଏ ଥରର କ୍ୟାରିୟର୍‍ ପରେ ବିଜେଡ଼ି ପାଇଁ ଅଲୋଡ଼ା ହୋଇଥିବା ସିଦ୍ଧାର୍ଥ ଏବେ ବିଜେପିକୁ ଯିବେ ବୋଲି ଜଣାପଡ଼ିଛି । ଏକମାତ୍ର ବିକଳ୍ପ ଥିବା ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ତାଙ୍କର ମନ । ତେବେ କ୍ଷମତା ପାଇଁ ଏତେ କମ ବୟସରୁ ଦଳବଦଳରେ ମାହିର ହୋଇଯାଇଥିବା ସିଦ୍ଧାର୍ଥଙ୍କୁୂ ପଦ୍ମ ଦଳିଆ ସତରେ ଗ୍ରହଣ କରିବେ ନା ନାହିଁ ତାହା ଜଣାପଡ଼ିନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ଖଣ୍ଡପଡ଼ାର ନିର୍ଜୀବ ବିଜେପିକୁ ସିଦ୍ଧାର୍ଥଙ୍କ ପରି ଅକର୍ମା ନେତା ଯେ ଜୀବନ ଦେଇପାରିବେ ତାହା ଆଶା କରିବା ବିଲକୁଲ୍‍ ବୃଥା ।

Previous Post

ଧନ୍ୟରେ ପୁଅ, ଧନ୍ୟ ରାଜନୀତି

Next Post

video

Next Post

video

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA