Friday, April 17, 2026 09:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଅତନୁ ବିଦା, ଖୁସି ମନାଇଲେ ବିରୋଧୀ

by Our Correspondent
22 Oct, 2016- 09:55 AM
in News, Politics
1 min read
0
ଅତନୁ ବିଦା, ଖୁସି ମନାଇଲେ ବିରୋଧୀ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶେଷରେ ନିଜ ପଦରୁ ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସଂଧ୍ୟାରେ ଅଚାନକ ଭାବେ ମୁଖ୍ୟମନ୍ତ୍ରୀ ଅତନୁଙ୍କ ଇସ୍ତଫା ସଂକ୍ରାନ୍ତରେ ଘୋଷଣା କରିଥିଲେ । ସମ୍ ଅଗ୍ନିକାଣ୍ଡ ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ଅତନୁ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିସହ ଅତନୁଙ୍କୁ ବିଦା କରିବା ପାଇଁ ଗତ ୫ ଦିନ ଧରି ଝାଳନାଳ ଖଟାଇଥିବା ବିରୋଧୀ ଶିବିର ରାତି ତମାମ ଖୁସି ମନାଇବା ପରେ ଆଜି ଶାନ୍ତ ପଡ଼ିଛନ୍ତି ।

ଗୁରୁବାର ରାତିରେ ଦୁଇଦିନିଆ ଦିଲ୍ଲୀ ଗସ୍ତରୁ ଫେରିଥିଲେ ମୁଖ୍ୟମନ୍ତ୍ରୀ । ସମ୍ ଘଟଣାର ତଦନ୍ତ ଚାଲିଛି ଏବଂ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଓ ମତିଗତିରୁ ଅତନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଥାକୁ କେହି ଠଉରାଇ ପ ।ରି ନ ଥିଲେ । କୁହାଯାଉଛି, ଶୁକ୍ରବାର ଦିନ ଗୋଟାଏ ସୁଦ୍ଧା ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ କ’ଣ କରିବେ ନ କରିବେ ମନସ୍ଥିର କରି ନ ଥିଲେ । ତେବେ ସଚିବାଳୟରେ ଅଫିସ୍ କାମ ସାରି ମଧ୍ୟାହ୍ନ ଭୋଜନ ପାାଇଁ ନବୀନ ନିବାସ ଫେରିଲା ପରେ ସେ ଅତନୁଙ୍କ ଇସ୍ତଫା ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଧରି ମୁଖ୍ୟମନ୍ତ୍ରୀ ଅପରାହ୍ନରେ ସଚିବାଳୟ ଯାଇଥିଲେ ଏବଂ ସଂଧ୍ୟା ପ୍ରାୟ ସାଢ଼େ ଛଅଟା ବେଳେ ଅତନୁଙ୍କୁ ଫୋନ୍ କରି ଇସ୍ତଫା ମାଗିଥିଲେ । ଅତନୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ତାଙ୍କର ଇସ୍ତଫାପତ୍ର ପଠାଇଦେବା ସହ ଅଫିସ୍ ଗାଡ଼ି, ଡ୍ରାଇଭର ଓ ଅଫିସ ପିଅନକୁ ଫେରାଇ ଦେଇଥିଲେ ।

ଅତନୁଙ୍କ ଇସ୍ତଫା ଖବର ପ୍ରଚାର ହେଲା ମାତ୍ରେ ତାଙ୍କର ବିରୋଧୀ ଶିବିର ଖୁସିରେ ନାଚି ଉଠିଥିଲେ । ଅତନୁ ବଳି ପଡୁଥିବାର ଗନ୍ଧ ପାଇ ଦଳର ଦୁଇ ଯୁବ ବିଧାୟକ ଅପରାହ୍ନରୁ ତୃତୀୟ ମହଲାରେ ବାଆଁରେଇ ଡେରା ପକାଇଥଲେ । ଯାହା ସୁରାକ୍ ପାଉଥିଲେ ତାଙ୍କର ବସ୍ ଙ୍କୁ ଫୋନ୍ ଯୋଗେ ଅପଡେଟ୍ କରାଉଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଅତନୁଙ୍କ ଇସ୍ତଫା ଘୋଷଣା ପରେ ବିରୋଧୀ ଯୁବ ଗ୍ରୁପ୍ ସିଧା ଯାଇଥିଲେ ଖଣ୍ଡଗିରି ଅଞ୍ଚଳରେ ଭଡ଼ାରେ ରଖିଥିବା ଆଡ୍ଡା ଘରକୁ । ସେଠାରେ ପେଟେ ଲେଖାଏଁ ମଦ ପିଇ ବାଣ ପୁଟାଇବା ସହ ଦିୱାଲି ମନାଇଥିଲେ । ମଧ୍ୟରାତ୍ର ପର୍ଯ୍ୟନ୍ତ ସେମାନଙ୍କ ଆସର ଜମିଥିଲା ସେଠି । ଅବଶ୍ୟ ଭୁବନେଶ୍ୱରରେ ସେମାନଙ୍କ ବସ୍ ଙ୍କ ଅନୁପସ୍ଥିତିକୁ ବହୁତ ମିସ୍ କରୁଥିଲେ ଏହି ଅତନୁ ବିରୋଧୀ ଯୁବଗୋଷ୍ଠୀ । ସେପଟେ ଅନ୍ୟ ଜଣେ ମନ୍ତ୍ରୀଙ୍କ ଘରେ ଅତନୁ ବଳି ପର୍ବ ପାଳିଥିଲେ ଆଉ ଏକ ଗୋଷ୍ଠୀ ।

ଅତନୁଙ୍କ ଇସ୍ତଫା ପରେ ତାଙ୍କ ବିରୋଧୀଙ୍କ ଏଭଳି ଖୁଲମ୍ ଖୁଲା ଉନ୍ମାଦନା ବିଜେଡ଼ିରେ ଥିବା ଗୋଷ୍ଠୀ କନ୍ଦଳକୁ ପୁଣି ଥରେ ପଦାରେ ପକାଇଛି । ସରକାର କି ଦଳର ବଦନାମକୁ ସେମାନେ ଖାତିର ନ କରି ବ୍ୟକ୍ତିଗତ ଭାବେ ଅତନୁଙ୍କ ବିରୋଧରେ ଏଭଳି ରାଗ ପରିପ୍ରକାଶ କରାଇବା ବିଜେଡ଼ି ମାହୋଲକୁ ସରଗରମ କରିଛି । ପାୱାର ପଲିଟିକ୍ସରେ ମାତିଥିବା ଯୁବଗୋଷ୍ଠୀ ମଧ୍ୟରେ ଥିବା ସାଂଘାତିକ ତିକ୍ତତାକୁ ଏହା ପଦାରେ ପକାଇଛି ।

Previous Post

ଜିଲ୍ଲାପାଳ ଝାରପଡ଼ା ଯିବେନି କାହିଁକି ?

Next Post

ଅତନୁଙ୍କ ମୁଣ୍ଡ ପାଇଁ ଭୟଙ୍କର ଖେଳ

Next Post
ଅତନୁଙ୍କ ମୁଣ୍ଡ ପାଇଁ ଭୟଙ୍କର ଖେଳ

ଅତନୁଙ୍କ ମୁଣ୍ଡ ପାଇଁ ଭୟଙ୍କର ଖେଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA