Thursday, April 30, 2026 04:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅନୁଭବ ଦଳନରେ ଦଳୀୟ ବିଧାୟକ!

by Our Correspondent
03 Feb, 2020- 09:26 PM
in Latest News, News, Politics
1 min read
0
ଅନୁଭବ ଦଳନରେ ଦଳୀୟ ବିଧାୟକ!

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବଦନାମ କରିବା ପାଇଁ ରଚାଯାଇଛି ଭୟଙ୍କର ଷଡ଼ଯନ୍ତ୍ର । ବିରୋଧୀ ଶକ୍ତି ସହ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି ତାଙ୍କ ଦଳର ଜଣେ (ଆକାଂକ୍ଷୀ) ନବାଗତ ବିଧାୟକ । ଅନୁଭବଙ୍କ ବିରୋଧରେ ଗୋଟାକ ପରେ ଗୋଟେ ଅଭିଯୋଗ ଆସିବା ପଛରେ ଏହି ବିଧାୟକଙ୍କ ଇସାରା ରହିଛି… ।

ଏକଥା ଆମେ କହୁନୁ । ରାଜନୈତିକ ମହଲରେ ଏହି ଚର୍ଚ୍ଚା ଏବେ ଦାନା ଧରିଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ବି ଆସିଲାଣି । ଦଳୀୟ ବିଧାୟକଙ୍କ ଏଭଳି ବିଭୀଷଣ ଅବତାର ମୁଖ୍ୟମନ୍ତ୍ରୀଙ୍କୁ ବିଚଳିତ କରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । କେବଳ ଏହି ଗୋଟିକ ଘଟଣା ନୁହେଁ ସହଯୋଗୀ ନେତାମାନଙ୍କ ପଛରେ ପଡ଼ିବା ଏବଂ ଦଳକୁ ଲଗାତର ଅଡୁଆରେ ପକାଇବା ପାଇଁ ସଂପୃକ୍ତ ବିଧାୟକଙ୍କ ନିରବଚ୍ଛିନ୍ନ ଉଦ୍ୟମ ବିଜେଡ଼ି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି ।
ଜଣେ ବରିଷ୍ଠ ବିଧାୟକଙ୍କ କହିବା ଅନୁଯାୟୀ, ଶିକ୍ଷାଗତ ଯୋଗ୍ୟତା ଉପରେ ଅନୁଭବଙ୍କୁ ଘାଣ୍ଟିବା ଷଡ଼ଯନ୍ତ୍ରରେ ପୂର୍ବତନ ବିଜେଡ଼ି ସାଂସଦ ଏବଂ ଏବେକାର ବିଜେଡ଼ି ବିଧାୟକଙ୍କ ପ୍ରଚ୍ଛନ୍ନ ଭୂମିକା ରହିଛି । ଏକ ଓଡ଼ିଆ ଟିଭି ଚାନେଲ୍ ର ଦିଲ୍ଲୀ ପ୍ରତିନିଧି ମଧ୍ୟ ସେଥିରେ ସାମିଲ୍ ଅଛନ୍ତି । ତେବେ ନିର୍ଦ୍ଦିଷ୍ଟ ଭାବେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଉପରେ ସେ କିଛି କହିନାହାନ୍ତି ।
ସୂଚନାଥାଉକି, ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଗତକାଲି କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲେ । ଆରଟିଆଇ ତଥ୍ୟ ଆଧାରରେ ସେ ଅନୁଭବଙ୍କୁ ଜାଲି ଗ୍ରାଜୁଏଟ୍ ବୋଲି ଦର୍ଶାଇବା ସହ ୨୦୧୪ ରାଜ୍ୟସଭା ନିର୍ବାଚନୀ ସତ୍ୟପାଠରେ ଅନୁଭବ ନିଜ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ କରିଥିଲେ । ଏହା ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ କହି ଅନୁଭବ ଜବାବ ଦେବା ପରେ ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ନିଶିକାନ୍ତ । ଅନୁଭବଙ୍କୁ ଜେଲ୍ ପଠାଇବାକୁ ଦାବି କରିଛନ୍ତି ।
ତେବେ ସେ ଯାହା ହେଉ, ଅନୁଭବଙ୍କ ବିରୋଧରେ କେବଳ ଏଇ ଗୋଟିଏ ଅଭିଯୋଗ ଆସିନାହିଁ । ନିର୍ବାଚନ ବେଳେ ପୋଷ୍ଟର ଛାପିବା ବାବଦ ବକେୟା ଟଙ୍କା ଦେଉନାହାନ୍ତି ବୋଲି ଅଳ୍ପ ଦିନ ତଳେ ଅଭିଯୋଗ ଆସିଥିଲା । କେନ୍ଦ୍ରାପଡ଼ାରୁ ଜିତି ଆସିବା ପରେ ଏମିତି ଅଧଡର୍ଜନ ବିବାଦରେ ଛନ୍ଦି ହେଲେଣି ଅନୁଭବ । ପ୍ରତିଟି ଅଭିଯୋଗକୁ ଅନୁଭବ ଖଣ୍ଡନ କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ଜବାବ ଦେଉଛନ୍ତି ।
ଅନୁଭବଙ୍କ ବିରୋଧରେ ରାଜନୈତିକ ପ୍ରତିପକ୍ଷଙ୍କ ସମ୍ଭାବ୍ୟ ଭୂମିକାକୁ ବିଜେଡ଼ି ଲୋକ ସହଜରେ ଗ୍ରହଣ କରୁଥିଲେ ମଧ୍ୟ ଖୋଦ୍ ଦଳୀୟ ବିଧାୟକଙ୍କ ନାଁ ଚର୍ଚ୍ଚାକୁ ଆସିଥିବାରୁ ଚକିତ ହୋଇଛନ୍ତି । ବ୍ୟବସାୟଜନିତ କୌଣସି ପୂର୍ବରାଗର ପ୍ରତିଶୋଧ ନେବା ପାଇଁ ବିଧାୟକ ତାଙ୍କ ପଛରେ ଲାଗିଥିବା କୁହାଯାଉଛି । ଅବଶ୍ୟ ଅନୁଭବଙ୍କୁ ସେ କମ୍ ଟାର୍ଗେଟ୍ କରିଥିବା ବେଳେ ଦଳକୁ ଅଧିକ ଟାର୍ଗେଟ୍ କରିଥିବା ବରିଷ୍ଠ ମହଲରେ ଆଲୋଚନା ହେଉଛି ।
Previous Post

ଅକ୍ଷମଣୀୟ ତ୍ରୁଟି

Next Post

ଦୁବାଇରେ ଫସିଥିବା ଯୁବକଙ୍କୁ ଉଦ୍ଧାର କଲା ‘ମୋ ପରିବାର’

Next Post
ଦୁବାଇରେ ଫସିଥିବା ଯୁବକଙ୍କୁ ଉଦ୍ଧାର କଲା ‘ମୋ ପରିବାର’

ଦୁବାଇରେ ଫସିଥିବା ଯୁବକଙ୍କୁ ଉଦ୍ଧାର କଲା ‘ମୋ ପରିବାର’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA