Thursday, April 30, 2026 04:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଭିଜିତ୍ ଆୟାରଙ୍କୁ କ୍ଷମା କରିଦେଲେ ସରକାର

by Our Correspondent
04 Dec, 2018- 09:14 PM
in Latest News, News
1 min read
0
ଅଭିଜିତ୍ ଆୟାରଙ୍କୁ କ୍ଷମା କରିଦେଲେ ସରକାର
ଭୁବନେଶ୍ୱର: କୋଣାର୍କ,ଶ୍ରୀମନ୍ଦିର ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟ ଉପରେ କଟୁ ଟିପ୍ପଣୀ ଦେଇ ଜେଲ୍ ଦଣ୍ଡ ଭୋଗୁଥିବା ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ରାଜ୍ୟ ସରକାର କ୍ଷମା କରିଦେଇଛନ୍ତି । ପୁଲିସ ଦ୍ୱାରା ଗିରଫ ହୋଇ ଗତ ଅକ୍ଟୋବର ୨୩ ତାରିଖରୁ ଝାରପଡ଼ା ଜେଲ୍ ରେ ଅଛନ୍ତି ଅଭିଜିତ୍ । କୋର୍ଟ ତାଙ୍କର ଜାମିନ୍ ଆବେଦନ ଅଗ୍ରାହ୍ୟ କରିବାରୁ ସେ ମୁକୁଳି ପାରିନାହାନ୍ତି । ତେବେ ଜେଲ୍ ରେ ଥିବା ଅଭିଜିତ୍ ଙ୍କଠାରୁ କ୍ଷମାପ୍ରାର୍ଥନା ଆବେଦନ ପାଇଲା ପରେ ସରକାର ତାଙ୍କ ପ୍ରତି କୋହଳ ହୋଇଛନ୍ତି । ରାଜ୍ୟ ସରକାର ତାଙ୍କୁ କ୍ଷମା କରିବା ସହ ତାଙ୍କ ନାଁରେ ପ୍ରୋସିକ୍ୟୁସନ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ପ୍ରତ୍ୟାହାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ବିଧାନସଭାର ଗୃହ କମିଟି ଆଗରେ ଅଭିଜିତ୍ ନିଜ ଭୁଲ୍ ପାଇଁ କ୍ଷମାପ୍ରାର୍ଥନା କରିବା ପରେ ଗତ ୧୬ ତାରିଖରେ ଗୃହ କମିଟି ତାଙ୍କୁ କ୍ଷମା କରିଦେଇଥିଲା । ଇତିମଧ୍ୟରେ ଜେଲ୍ ରେ ଥିବା ଅଭିଜିତ୍ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସମାନ ଢ଼ଙ୍ଗରେ କ୍ଷମା ପ୍ରାର୍ଥନା କରିଥିଲେ । ଓଡ଼ିଶାବାସୀଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ସେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବା ସହ ତାଙ୍କ ବିରୋଧରେ ହୋଇଥିବା ନିର୍ଦ୍ଦିଷ୍ଟ ଅପରାଧିକ ମାମଲାର ପ୍ରୋସିକ୍ୟୁସନ୍ ଉପରେ ମଂଜୁର ନ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । ଶେଷରେ ରାଜ୍ୟ ସରକାର ତାଙ୍କ ଆବେଦନକୁ ରକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ଅଭିଜିତ୍ ଏବେ ଅସୁସ୍ଥ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ମଳକଣ୍ଠକ ଚିକିତ୍ସା କରାଯାଉଛି ।
Previous Post

ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩% ଆସନ: ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

Next Post

ନବୀନଙ୍କ ହୃଦୟ ବିଶାଳ: ସୁବ୍ରମଣ୍ୟମ ସ୍ୱାମୀ

Next Post
ନବୀନଙ୍କ ହୃଦୟ ବିଶାଳ: ସୁବ୍ରମଣ୍ୟମ ସ୍ୱାମୀ

ନବୀନଙ୍କ ହୃଦୟ ବିଶାଳ: ସୁବ୍ରମଣ୍ୟମ ସ୍ୱାମୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA