Thursday, April 30, 2026 10:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅମିତ୍ ଶାହାଙ୍କୁ କରୋନା, ଅମିତାଭ୍ ସୁସ୍ଥ ହେଲେ

by Our Correspondent
02 Aug, 2020- 06:24 PM
in Latest News, National, News
1 min read
0

PTI11_4_2019_000152A

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ‘କରୋନା ଭାଇରସ୍ ର ଲକ୍ଷଣ ଦେଖିବା ପରେ ମୁଁ ନିଜର ସ୍ୱାବ୍ ଟେଷ୍ଟ କରାଇଥିଲି । ରିପୋର୍ଟ ପଜିଟିଭ୍ ଆସିଛି’ ବୋଲି ଶ୍ରୀ ଶାହା ଲେଖିଛନ୍ତି । ଚିକିତ୍ସା ପାଇଁ କିଛି ସମୟ ତଳେ ତାଙ୍କୁ ମେଦାନ୍ତ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ସାମାନ୍ୟ ଲକ୍ଷଣ ସହ ତାଙ୍କ ଅବସ୍ଥା ଭଲ ଅଛି ।
ଏଇ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନିଜକୁ ଆଇସୋଲେସନ୍ ରେ ରଖିବା ସହ ସେମାନଙ୍କ କୋଭିଡ୍ ଟେଷ୍ଟ କରିବାକୁ ଗୃହମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାର ଭୂମିପୂଜନ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଅମିତ୍ ଶାହା କରୋନାରେ ଆକ୍ରାନ୍ତ ହୋଇପଡ଼ିବା ବିଜେପି ପାଇଁ ଚିନ୍ତାର ବିଷୟ ହୋଇଛି । ଦୁର୍ଭାଗ୍ୟକୁ ଆଜି ସକାଳେ ଉତ୍ତର ପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀମତୀ କମଲା ରାଣୀ ବରୁନ୍ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ଶୀଘ୍ର ଆରୋଗ୍ୟ କାମନା କରାଯାଇ ପ୍ରାର୍ଥନା କରାଯାଉଛି ।
ସେପଟେ ବିଗ୍ ବି ଅମିତା ବଚ୍ଚନ ଆଜି କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହସ୍ପିଟାଲ୍ ରୁ ଡିସଚାର୍ଜ ହୋଇଛନ୍ତି । ଘରେ କିଛି ଦିନ ପାଇଁ ବିଶ୍ରାମ କରିବେ । ନିଜେ ଅମିତାଭ ଓ ପୁଅ ଅଭିଷେକ ଏହା ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ଭଗବାନଙ୍କ କୃପା, ମା ବାବୁଜୀଙ୍କ ଆର୍ଶିବାଦ, ସମସ୍ତଙ୍କ ପ୍ରାର୍ଥନା ଏବଂ ସର୍ବୋପରି ନାନାବତୀ ହସ୍ପିଟାଲ୍ ରେ ଚମକ୍ରାର ଯତ୍ନ ଯୋଗୁଁ ଏହା ସମ୍ଭବ ହୋଇଥିବା ବିଗ୍ ବି ଟ୍ୱିଟ୍ ରେ କହିଛନ୍ତି । ତେବେ ଅଭିଷେକ ବଚ୍ଚନ ଏ ପର୍ଯ୍ୟନ୍ତ କରୋନାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ନାହାନ୍ତି । ହସ୍ପିଟାଲ୍ ଚିକିତ୍ସିତ ହେଉଥିବା ସେ ନିଜେ ଟ୍ୱିଟ୍ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୧ ତାରିଖରେ ବଚ୍ଚନ ପରିବାର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଅମିତାଭ, ଅଭିଷେକଙ୍କ ସମେତ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଥିଲେ । ସେଦିନ ରାତିରେ ଅମିତାଭ ଓ ଅଭିଷେକ ମୁମ୍ବାଇର ନାନାବତୀ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ପରେ ଐଶ୍ୱର୍ଯ୍ୟା ଓ ଅରାଧ୍ୟା ହସ୍ପିଟାଲ୍ ଆସିଥିଲେ । ମା, ଝିଅ ସୁସ୍ଥ ହେବା ପରେ ଗତ ସୋମବାର ଦିନ ଘରକୁ ଫେରି ଆସିଥିଲେ ।
Previous Post

ଆଜି ୧୪୩୪ ଆକ୍ରାନ୍ତ,୧୦ ମୃତ: ଗଞ୍ଜାମରେ ମୃତ୍ୟୁ ୧୦୦ ପାର୍

Next Post

ଅଗଷ୍ଟ ୩ ରୁ ଅନଲାଇନ ସାଟ୍ ଆଡ଼ମିସନ ପରୀକ୍ଷା

Next Post

ଅଗଷ୍ଟ ୩ ରୁ ଅନଲାଇନ ସାଟ୍ ଆଡ଼ମିସନ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA