Thursday, May 7, 2026 01:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମିତ୍ ଶାହାଙ୍କୁ ଗୃହ, ନିର୍ମଳାଙ୍କୁ ଅର୍ଥ ବିଭାଗ

by Our Correspondent
31 May, 2019- 05:51 PM
in Latest News, News
1 min read
0
ଅମିତ୍ ଶାହାଙ୍କୁ ଗୃହ, ନିର୍ମଳାଙ୍କୁ ଅର୍ଥ ବିଭାଗ
ନୂଆଦିଲ୍ଲୀ: ଭାରତର ନୂଆ ଗୃହମନ୍ତ୍ରୀ ହୋଇଛନ୍ତି ଅମିତ୍ ଶାହା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ି କ୍ୟାବିନେଟ୍ ରେ ସାମିଲ ହୋଇଥିବା ଶାହାଙ୍କୁ ପ୍ରଧାନମନ୍ତ୍ରୀ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଗୃହ ବିଭାଗ ଦାୟିତ୍ୱରେ ଥିବା ରାଜନାଥ ସିଂ ଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ସେହି ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ପୂର୍ବତନ ବୈଦେଶିକ ସଚିବ ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ କରାଯାଇଛି ।
୪ ଟି ମୁଖ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ପରିବର୍ତ୍ତନ କରାଯାଇଥିବା ବେଳେ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ପୁରୁଣା ମନ୍ତ୍ରୀଙ୍କ ବିଭାଗ ପ୍ରାୟ ଅପରିବର୍ତ୍ତିତ ରହିଛି । ନୀତିନ୍ ଗଡ଼କରୀ, ରବି ଶଙ୍କର ପ୍ରସାଦ, ଧର୍ମେନ୍ଦ୍ର ପ୍ରଧାନ ଓ ପିୟୁଷ ଗୋଏଲ୍ ଙ୍କୁ ତାଙ୍କ ପୂର୍ବ ବିଭାଗ ଦିଆଯାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସହ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ସ୍ମୃତି ଇରାନୀଙ୍କୁ ଟେକ୍ସଟାଇଲ୍ ବିଭାଗ ସହ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱ ଦିଆଯାଇଛି । ଡକ୍ଟର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟ, ପ୍ରକାଶ ଜାଭେଡ଼କରଙ୍କୁ ଜଙ୍ଗଲ ପରିବେଶ ଏବଂ ସୂଚନା ଓ ପ୍ରସାରଣ, ରମେଶ ପୋଖରିୟାଲ୍ ନିଶାଙ୍କଙ୍କୁ ମାନବ ସମ୍ବଳ, ଅର୍ଜୁନ ମୁଣ୍ଡାଙ୍କୁ ଆଦିବାସୀ ବ୍ୟାପାର ଏବଂ ନରେନ୍ଦ୍ର ସିଂ ତୋମାରଙ୍କୁ ଗୁରୁତ୍ୱପୂର୍ଣ୍ଣ କୃଷି ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି ।
ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସଏମଇ ବିଭାଗ ସହ ପଶୁପାଳନ, ଗୋଖାଦ୍ୟ ଓ ମତ୍ସ୍ୟସମ୍ପଦ ବିଭାଗ ଦାୟିତ୍ୱ ଦିଆଯାଇଛି । ଏମଏସଏମଇ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି ନୀତିନ୍ ଗଡ଼କରୀ । ସେହିଭଳି ପଶୁପାଳନ, ଗୋଖାଦ୍ୟ ଏବଂ ମତ୍ସ୍ୟସମ୍ପଦ ବିଭାଗ କ୍ୟାବିଡ଼େଯ୍ ମନ୍ତ୍ରୀ ହୋଇଛନ୍ତି ଗିରିରାଜ ସିଂ ।
Previous Post

ବିଜେପୁର ପାଇଁ ବଡ଼ ପ୍ୟାକେଜ୍

Next Post

ଧର୍ମେନ୍ଦ୍ର ଆହୁରି ପାୱାରଫୁଲ୍

Next Post
ଧର୍ମେନ୍ଦ୍ର ଆହୁରି ପାୱାରଫୁଲ୍

ଧର୍ମେନ୍ଦ୍ର ଆହୁରି ପାୱାରଫୁଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA