Wednesday, April 29, 2026 10:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅରୁଣଙ୍କ ଦକ୍ଷତା: ଆଫ୍ରିକାନ୍ ଫଲ୍ ଆର୍ମିୱର୍ମ କବଳରୁ ମକା ଚାଷୀଙ୍କୁ ବଞ୍ଚାଇଲେ

by Our Correspondent
11 Nov, 2019- 05:30 PM
in Latest News, News
1 min read
0
ଅରୁଣଙ୍କ ଦକ୍ଷତା: ଆଫ୍ରିକାନ୍ ଫଲ୍ ଆର୍ମିୱର୍ମ କବଳରୁ ମକା ଚାଷୀଙ୍କୁ ବଞ୍ଚାଇଲେ
ଭୁବନେଶ୍ୱର: ରାଜ୍ୟର ମକା ଚାଷୀଙ୍କ ପାଇଁ ଆଶ୍ୱସ୍ତି । ମକା ଚାଷ ପାଇଁ ଘାତକ ବିବେଚନା କରାଯାଉଥିବା ଫଲ୍ ଆର୍ମିୱର୍ମ କୀଟନାଶକ ଜୀବାଣୁ ନିୟନ୍ତ୍ରଣ କରିବାରେ କୃଷି ବିଭାଗ ସଫଳ ହୋଇଛି । ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୃଷି ବିଭାଗର ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଫଲ୍ ଆର୍ମିୱର୍ମ ଆକ୍ରମଣରୁ ରାଜ୍ୟର ଲକ୍ଷ ଲକ୍ଷ ମକା ଚାଷୀଙ୍କ ଜୀବିକା ବଞ୍ଚିଯାଇଛି ।
ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ସୋନପୁର ଜିଲ୍ଲାରେ ଚାଷୀମାନେ ପାରମ୍ପରିକ ଭାବେ ମକା ଚାଷ କରିଥାଆନ୍ତି । ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବି ବ୍ୟାପକ ଭାବେ ମକା ଚାଷ ହୋଇଥାଏ । ଏହିସବୁ ଜିଲ୍ଲାରୁ ବାର୍ଷିକ ୭ ଲକ୍ଷ ଟନ୍ ରୁ ଅଧିକ ମକା ଉତ୍ପାଦନ ହେଉଛି । ଗତବର୍ଷ ସମୁଦାୟ ୨.୨୮ ଲକ୍ଷ ହେକ୍ଟର ଜମିରେ ମକା ଚାଷ ହୋଇଥିବା ବେଳେ ଚଳିତବର୍ଷ ଏହା ୨.୪୦ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି ।
ତେବେ ଆଫ୍ରିକାରେ ମକା ଚାଷକୁ ବ୍ୟାପକ କ୍ଷତି ପହଞ୍ଚାଉଥିବା ଫଲ୍ ଆର୍ମିୱର୍ମ (ପେଷ୍ଟସ୍ ବା ଡେଷ୍ଟ୍ରକ୍ଟିଭ୍ ଇନସେକ୍ଟସ୍)ଏବେ ଭାରତରେ ପ୍ରବେଶ କରିସାରିଛି । ଶସ୍ୟ ବୁଣା ହେବାର ୪୫ ଦିନ ମଧ୍ୟରେ ଏହା ଗଛର ସବୁଜ ପତ୍ରକୁ ଗ୍ରାସି ନଷ୍ଟ କରୁଛି । ଧାନ, ଗହମ, ବାଜରା, ପନିପରିବା ଭଳି ୮୦ଟି ଶସ୍ୟକୁ ଏହା ଆକ୍ରମଣ କରୁଥିଲେ ମଧ୍ୟ ଓଡ଼ିଶାରେ ଏ ପର୍ଯ୍ୟନ୍ତ କେବଳ ମକା ଏହାର ଶିକାର ବନିଛି । ଗତବର୍ଷ ଜୁନ୍ ମାସରେ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ଫଲ୍ ଆର୍ମିୱର୍ମର ଶିକାର ହୋଇଥିଲା । ଓଡ଼ିଶା ସମେତ ୧୦ଟି ରାଜ୍ୟକୁ ଏହି ମରଣାନ୍ତକ ଜୀବାଣୁ ବ୍ୟାପିବାକୁ ଆରମ୍ଭ କରିଛି ।
ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟରୁ ସତର୍କ ସୂଚନା ପାଇବା ପରେ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ବିଶେଷ ତତ୍ପରତା ପ୍ରକାଶ କରିଥିଲେ । ଫଲ୍ ଆର୍ମିୱର୍ମର ପ୍ରତିହତ ପାଇଁ ବିଭାଗୀୟ ବିଶେଷଜ୍ଞ ଓ ଅଧିକାରୀମାନଙ୍କ ସହ ବ୍ୟାପକ ବିଚାରବିମର୍ଷ କରିଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ ଗଠନ କରାଯାଇ ମକା ଚାଷ ଅଞ୍ଚଳଗୁଡ଼ିକରେ ବ୍ୟାପକ ସର୍ଭେ କରାଯାଇଥିଲା । ଏହି ଟିମ୍ ରେ ବିଭାଗର ଚାରା ସୁରକ୍ଷା ଅଧିକାରୀ, ଓୟୁଏଟି ପ୍ରଫେସର, ଜାତୀୟ ଧାନ ଗବେଷଣା କେନ୍ଦ୍ରର ବିଶେଷଜ୍ଞ ଏବଂ ସିଆଇପିଏମସିର ବିଶେଷଜ୍ଞମାନେ ସାମିଲ ଥିଲେ ।
ଉକ୍ତ ଟିମ୍ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଇଲାକା ବୁଲିଲା ବେଳେ ଫଲ୍ ଆର୍ମିୱର୍ମ ର ପ୍ରରମ୍ଭିକ ଆକ୍ରମଣ ଦେଖିବାକୁ ପାଇଥିଲେ । ମକା ଚାଷକୁ ଏହା ସାମାନ୍ୟ କ୍ଷତି ପହଞ୍ଚାଇ ସାରିଥିଲା । ମାତ୍ର ମକା ଚାଷୀମାନେ ଏହା ଉପରେ ସମ୍ପୂର୍ଣ୍ଣ ଅବଜ୍ଞ ଥିଲେ । କୃଷି ବିଭାଗ ପକ୍ଷରୁ ତତକ୍ଷଣାତ ଚାଷୀମାନଙ୍କ ସଚେତନତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଯାହାର ସୁଫଳ ପାଇଛନ୍ତି ରାଜ୍ୟର ମକା ଚାଷୀ ।
Previous Post

ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ: ଆଉ ୬ ହଜାର କୋଟି କେବେ?

Next Post

ବୁଲବୁଲ୍ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍

Next Post
ବୁଲବୁଲ୍ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍

ବୁଲବୁଲ୍ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA