Wednesday, April 29, 2026 08:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ: ଆଉ ୬ ହଜାର କୋଟି କେବେ?

by Our Correspondent
09 Nov, 2019- 08:42 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ: ଆଉ ୬ ହଜାର କୋଟି କେବେ?
ନୂଆଦିଲ୍ଲୀ: କେନ୍ଦ୍ର ପ୍ରଣୀତ ବିଭିନ୍ନ ସ୍କିମ୍ ଏବଂ କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀର ଓଡ଼ିଶା ଭବନଠାରେ ସମୀକ୍ଷା କରିଛନ୍ତି । ଏସବୁ ପ୍ରକଳ୍ପ କାର୍ଯ୍ୟକାରିତାରେ ୫-ଟି ଆଧାରକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ତେବେ ସମୀକ୍ଷା ବେଳେ ଲୋକାଭିମୁଖୀ ପ୍ରକଳ୍ପଗୁଡ଼ିକ ପାଇଁ ଆବଶ୍ୟକ ୬ ହଜାରରୁ ଅଧିକ କୋଟି ଟଙ୍କାର ପାଣ୍ଠି କେବେ ଆସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଉପଯୁକ୍ତ ସମନ୍ୱୟ ରଖି ପାଣ୍ଠି ଯୋଗାଡ଼ ଓ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଆଗେଇ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଚଳିତ ନଭେମ୍ବର ୭ ସୁଦ୍ଧା କେନ୍ଦ୍ର ପ୍ରଣୀତ ସ୍କିମ୍(ସିଏସଏସ) ନିମନ୍ତେ ୭୫୪୪ କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ପ୍ରଦାନ କରାଯାଇଛି । ତେବେ ବିଏମଏୱାଇ, ମନରେଗା, ଏନଏସଏପି, ପିଏମଜିଏସୱାଇ ଭଳି ଲୋକାଭିମୁଖୀ ଯୋଜନା ପାଇଁ ଆଉ ୬ ହଜାର କୋଟିରୁ ଅଧିକ ପାଣ୍ଠି ଆବଶ୍ୟକ ଥିବା ରାଜ୍ୟ ସରକାର ଆଶା ରଖିଛନ୍ତି । ଏ ଦିଗରେ ଅଧିକାରୀମାନେ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସମନ୍ୱୟ ଓ ଦାୟିତ୍ୱରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ ।
ସେହିଭଳି ୫-ଟିର କାର୍ଯ୍ୟକାରିତାକୁ ପ୍ରମୁଖତା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଫଳପ୍ରଦ ଓ ଲୋକାଭିମୁଖୀ ପ୍ରଶାସନ ପାଇଁ ଏହା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇଥିବାରୁ ଏ ଦିଗରେ ଅଧିକ ଧ୍ୟାନ ଦେବାକୁ ଦିଲ୍ଲୀ ଆବାସିକ କମିଶନର, ସ୍ୱତନ୍ତ୍ର ଆବାସିକ କମିଶନର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀରେ ପ୍ରସ୍ତାବିତ ଓଡ଼ିଶା ସଂସ୍କୃତି କେନ୍ଦ୍ର ପାଇଁ ଜାଗା ଆବଣ୍ଟନ କାର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କର ଏହି ସମୀକ୍ଷା ବୈଠକରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କ ସମେତ ଆବାସିକ କମିଶନର ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Previous Post

ଦେଶଭକ୍ତିର ବାର୍ତ୍ତା ଦେଲେ ମୋଦି, ନୂଆ ଭାରତ ନିର୍ମାଣ ପାଇଁ ଆହ୍ୱାନ

Next Post

ଅରୁଣଙ୍କ ଦକ୍ଷତା: ଆଫ୍ରିକାନ୍ ଫଲ୍ ଆର୍ମିୱର୍ମ କବଳରୁ ମକା ଚାଷୀଙ୍କୁ ବଞ୍ଚାଇଲେ

Next Post
ଅରୁଣଙ୍କ ଦକ୍ଷତା: ଆଫ୍ରିକାନ୍ ଫଲ୍ ଆର୍ମିୱର୍ମ କବଳରୁ ମକା ଚାଷୀଙ୍କୁ ବଞ୍ଚାଇଲେ

ଅରୁଣଙ୍କ ଦକ୍ଷତା: ଆଫ୍ରିକାନ୍ ଫଲ୍ ଆର୍ମିୱର୍ମ କବଳରୁ ମକା ଚାଷୀଙ୍କୁ ବଞ୍ଚାଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA