Wednesday, April 29, 2026 07:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦେଶଭକ୍ତିର ବାର୍ତ୍ତା ଦେଲେ ମୋଦି, ନୂଆ ଭାରତ ନିର୍ମାଣ ପାଇଁ ଆହ୍ୱାନ

by Our Correspondent
09 Nov, 2019- 07:15 PM
in Latest News, National, News
1 min read
0
ଦେଶଭକ୍ତିର ବାର୍ତ୍ତା ଦେଲେ ମୋଦି, ନୂଆ ଭାରତ ନିର୍ମାଣ ପାଇଁ ଆହ୍ୱାନ
ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏକତା ସୂତ୍ରରେ ନୂଆ ଭାରତ ନିର୍ମାଣର ସଂକଳ୍ପ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ମାଟିରେ କଟୁତା ଓ ନକରାତ୍ମକର ସ୍ଥାନ ନାହିଁ । ଭାରତର ବିବିଧତା ମଧ୍ୟରେ ଏକତାର ମହାନ୍ ପରମ୍ପରା ଆଜି ପୁଣି ଥରେ ଦୁନିଆ ଦେଖିଛି । ଭାରତୀୟ ସମ୍ବିଧାନ, ନ୍ୟାୟପାଳିକାର ଦୃଢ଼ ବିଶ୍ୱାସନୀୟତା ଆମକୁ ଆଗକୁ ବଢ଼ିବାର ବାଟ ଦେଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଫଇସଲା ପରେ ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ବଢ଼ିଯାଇଛି । ସବୁ ଭାରତୀୟ ମିଳିମିଶି ନୂଆ ଭାରତ ନିର୍ମାଣ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଆଜି ସଂଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୦ ମିନିଟ୍ ର ଅଭିଭାଷଣ ବେଶ ଭାବପୂର୍ଣ୍ଣ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ବିବିଧତା ମଧ୍ୟରେ ଆମର ଏକତାକୁ ନେଇ ଗର୍ବ ଆସୁଛି । ଅଯୋଧ୍ୟା ଫଇସଲା ସହ ଆମେ ଭାରତୀୟ ନୂଆ ଇତିହାସ ରଚିଛନ୍ତି । ନ୍ୟାୟପାଳିକା ଇତିହାସରେ ଏହା ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି । ଆଜିର ଫଇସଲା ଏକ ନୂଆ ସକାଳ ଆଣି ସମସ୍ତଙ୍କୁ ଏକାଠି ରହିବା, ଏକାଠି ଜୀଇଁବା ଶିଖାଉଛି । ଅଯୋଧ୍ୟା ଫଇସଲା ଆମକୁ ଏକା ସାଙ୍ଗରେ ବଢ଼ିବାକୁ ସନେ୍ଦଶ ଦେଉଛି । ଆଜି ଯୋଡି ହେବାର ସମୟ । ମିଶିକି ବଞ୍ଚିବାର ସମୟ । କାହା ମନରେ କିଛି ବିଦ୍ୱେଷ ଥିଲେ ତାହାକୁ ଜଳାଞ୍ଜଳି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଜଣେ ନାଗରିକ ଭାବେ ଦେଶର ନିୟମ, କାନୁନକୁ ଆମେ ସମ୍ମାନ ଦେବା । ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତଙ୍କ ବିକାଶ କରି ସମସ୍ତଙ୍କ ବିଶ୍ୱାସ ଜିତିବା । ଆମର ଶାନ୍ତି, ସୌହାର୍ଦ୍ଦ୍ୟ, ଏକତା ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଏକ ନୂଆ ଭାରତ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
Previous Post

ସୁପ୍ରିମକୋର୍ଟ ଫଇସଲା: ଅଯୋଧ୍ୟା ବିବାଦୀୟ ଜମିରେ ରାମମନ୍ଦିର

Next Post

ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ: ଆଉ ୬ ହଜାର କୋଟି କେବେ?

Next Post
ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ: ଆଉ ୬ ହଜାର କୋଟି କେବେ?

ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ: ଆଉ ୬ ହଜାର କୋଟି କେବେ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA