Wednesday, July 1, 2026 02:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ଅୟସ କରିବେନି ମନ୍ତ୍ରୀ !

by Our Correspondent
11 Jul, 2019- 02:33 PM
in Latest News, News
1 min read
0
ଆଉ ଅୟସ କରିବେନି ମନ୍ତ୍ରୀ !
ଭୁବନେଶ୍ୱର: ପଞ୍ଚମ ଥର ପାଇଁ ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଭିନ୍ନ ମୁଡ୍ ରେ ଉଭା ହୋଇଛନ୍ତି । ନିଜ ମନ୍ତ୍ରୀମାନଙ୍କ ଉପରେ ରଖିଛନ୍ତି କଡ଼ା ନଜର । ମନ୍ତ୍ରୀମାନେ ଭୁବନେଶ୍ୱରରେ ଅୟସ୍ ନ କରି ନିଜ ବିଭାଗ ଓ ଲୋକଙ୍କ ସମସ୍ୟା ଉପରେ ଯେଭଳି ୨୪ ଘଣ୍ଟିଆ ଧ୍ୟାନ ରଖନ୍ତି ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ସରକାର ଗଠନ ପରେ ପ୍ରଥମ ମନ୍ତ୍ରୀପରିଷଦ ବୈଠକରୁ ମୁଖ୍ୟମନ୍ତ୍ରୀ ତାଙ୍କ ଅନ୍ଦାଜ ସ୍ପଷ୍ଟ କରିଛନ୍ତି । ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀମାନଙ୍କଠାରୁ ମାସିକିଆ ରିପୋର୍ଟ ପ୍ରଚଳନ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତ ହୋଇପାରିନାହାନ୍ତି । ମନ୍ତ୍ରୀମାନେ ଅଧିକରୁ ଅଧିକ କ୍ରିୟାଶୀଳ ହେବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ଆଜି ମନ୍ତ୍ରୀ ପରିଷଦ ବୈଠକ ଡାକି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଗୁରୁମନ୍ତ୍ର ଜରିଆରେ ୫ ଟି କଡ଼ା ହୁକୁମ ଜାରି କରିଛନ୍ତି ।
ହୁକୁମ ନଂ ୧: ଆପଣମାନେ ଏକ୍ସଟେନସିଭ୍ ଟୁର୍ କରନ୍ତୁ । ଏହାଦ୍ୱାରା ଆପଣ ଆପଣଙ୍କ ବିଭାଗର କାମ ବିଷୟରେ ତୃଣମୂଳସ୍ତରରୁ ଜାଣିପାରିବେ ।
ହୁକୁମ ନଂ ୨: ଆପଣଙ୍କ ବିଭାଗର ବିଭିନ୍ନ ଅଫିସ ଏବଂ ଅନୁଷ୍ଠାନଗୁଡ଼ିକ ଅଚାନକ ପରିଦର୍ଶନ କରନ୍ତୁ । ଏହାଦ୍ୱାରା ସରକାରୀ ସେବା ପ୍ରଦାନ ତ୍ୱରାନ୍ୱିତ ହେବ ।
ହୁକୁମ ନଂ ୩: ଗସ୍ତ ସମୟରେ ଲୋକଙ୍କୁ ଭେଟନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ସରକାରୀ ସେବା ବିଷୟରେ ହିତାଧିକାରୀଙ୍କଠାରୁ ଡାଇରେକ୍ଟ ଫିଡ଼ବ୍ୟାକ୍ ନିଅନ୍ତୁ ।
ହୁକୁମ ନଂ ୪: ୫ଟି (ଟ୍ରାନସପାରେନ୍ସି, ଟେକ୍ନଲୋଜି, ଟିମୱାର୍କ, ଟ୍ରାନସଫରମେସନ୍, ଟାଇମ୍) ପରିବର୍ତ୍ତନ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବାକୁ ହେବ ।
ହୁକୁମ ନଂ ୫: ସ୍ୱଚ୍ଛତା ଏବଂ ଦକ୍ଷତା ପାଇଁ କମ୍ପୁ୍ୟଟରାଜାଇସନ୍ ଜରୁରୀ । ତେଣୁ ଆପଣଙ୍କ ବିଭାଗର ଶତ ପ୍ରତିଶତ କାମ ଯେପରି ଓସ୍ୱାସ୍ ଜରିଆରେ ହେବ, ସେଥିପ୍ରତି ଆପଣ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ।

ପଞ୍ଚମ ଥର ଶାସନ କ୍ଷମତାକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ଅଧିକ ଗୁରୁତ୍ୱ ଦେବା ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ତେବେ ସାମାଜିକ ନ୍ୟାୟ ଓ ବିକାଶରେ ପ୍ରତିବନ୍ଧକ ସାଜିଥିବା ‘ଦୁର୍ନୀତି ରାକ୍ଷସ’ ର ନିପାତ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ୍ ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଉଛି । ବ୍ଲକ୍, ତହସିଲ୍ ଅଫିସଠାରୁ ଆରମ୍ଭ କରି ସଚିବାଳୟ ଯାଏଁ ସବୁ ସ୍ତରରେ ଦୁର୍ନୀତି କାୟା ବିସ୍ତାର କରିସାରିଛି । ପଇସା ନ ଦେଲେ ଫାଇଲ୍ ଘୁଞ୍ଚୁନି । ବିଭିନ୍ନ ସରକାରୀ ଯୋଜନାର ଫାଇଦା ନେବା ପାଇଁ ହିତାଧିକାରୀଙ୍କୁ ହାତଗୁଞ୍ଜା ଦେବାକୁ ପଡୁଛି । ମନ୍ତ୍ରୀ, ଅଫିସରମାନଙ୍କ ପାଖରେ ଦଲାଲଙ୍କ ରାଜ୍ ଚାଲିଛି । ଏହା ରୋକିବା ପାଇଁ ମୁଖ୍ୟମନ୍ତ୍ରୀ କଠୋର ହୁଅନ୍ତୁ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରନ୍ତୁ ବୋଲି କୁହାଯାଉଛି ।

Previous Post

ପାଟକୁରାର ବାସ୍ତବ ଚିତ୍ର

Next Post

ଦିଲ୍ଲୀ ସରକାରୀ ବଙ୍ଗଳା ଛାଡୁନାହାନ୍ତି ବୈଜୟନ୍ତ

Next Post
ଦିଲ୍ଲୀ ସରକାରୀ ବଙ୍ଗଳା ଛାଡୁନାହାନ୍ତି ବୈଜୟନ୍ତ

ଦିଲ୍ଲୀ ସରକାରୀ ବଙ୍ଗଳା ଛାଡୁନାହାନ୍ତି ବୈଜୟନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA