ଭୁୁବନେଶ୍ୱର: ଓଡ଼ିଶାରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୫୪ ରେ ପହଞ୍ଚିଛି । ଆଜି ରାତିରେ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ତେବେ ସେମାନେ କେଉଁଠାର ତାହାର କୌଣସି ସୂଚନା ନାହିଁ ।





MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA