Tuesday, May 26, 2026 06:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଆମେ ସେୟା କହୁଥିଲୁ.. ବୈଜୟନ୍ତ ବ୍ୟବସାୟୀ, ବ୍ୟବସାୟିକ ସ୍ୱାର୍ଥ ପାଇଁ ରାଜନୀତିକୁ ଆସିଛନ୍ତି’

by Our Correspondent
08 Feb, 2019- 11:58 PM
in Latest News, News, Politics
1 min read
0
‘ଆମେ ସେୟା କହୁଥିଲୁ.. ବୈଜୟନ୍ତ ବ୍ୟବସାୟୀ, ବ୍ୟବସାୟିକ ସ୍ୱାର୍ଥ ପାଇଁ ରାଜନୀତିକୁ ଆସିଛନ୍ତି’
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ଦମ୍ପତ୍ତିଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଆର୍ଥିକ ଅନିୟମିତତା ଓ ଟିକସ ଫାଙ୍କି ଅଭିଯୋଗକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ବିଜେଡ଼ିରୁ ତଡ଼ା ଖାଇଲା ପରଠୁ ଦୁର୍ନୀତି ଓ ଭ୍ରଷ୍ଟାଚାର କଥା କହି ବୁଲୁଥିବା ବୈଜୟନ୍ତଙ୍କୁ ପାନେ ଦେବା ପାଇଁ ବିଜେଡ଼ିକୁ ସୁଯୋଗ ମିଳିଛି । ଦଳ ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ବୈଜୟନ୍ତଙ୍କ ଗୋହି ଖୋଳିଛନ୍ତି ।
ବିଜେଡ଼ି ମୁଖପାତ୍ର କହିଛନ୍ତି, ବୈଜୟନ୍ତଙ୍କ ସମ୍ପର୍କରେ ଆମେ ଯେ ସତ କହୁଥିଲୁ, ତାହା ଜାତୀୟ ଦୈନିକ ଖବରକାଗଜରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଯାଇଛି । ସେ ଜଣେ ବ୍ୟବସାୟୀ । ଲୋକଙ୍କ ସେବା ପାଇଁ ରାଜନୀତିକୁ ଆସିନାହାନ୍ତି ବରଂ ତାଙ୍କର ବ୍ୟବସାୟିକ ସ୍ୱାର୍ଥ ଏବଂ ବେଆଇନ ଆର୍ଥିକ କାରବାରର ସୁରକ୍ଷା ପାଇଁ ରାଜନୀତିକୁ ଆସିଛନ୍ତି । ବୋଧହୁଏ ଏହି କାରଣ ପାଇଁ ସେ ସବୁବେଳେ କେନ୍ଦ୍ରରେ ଯିଏ କ୍ଷମତାରେ ଥାଆନ୍ତି ତାଙ୍କୁ ସମର୍ଥନ କରି ଲେଖାଲେଖି କରନ୍ତି ।
୨୦୧୪ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହେଲା ପରେ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବା ପାଇଁ ଲବି କରିଥିଲେ । ମାତ୍ର ବିିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ସହ ତାଙ୍କର ବ୍ୟବସାୟିକ ସମ୍ପର୍କ ଯୋଗୁଁ କନଫ୍ଲିକ୍ଟ ଅଫ ଇଣ୍ଟ୍ରେଷ୍ଟର ଆଶଙ୍କା କରି ଦଳ ସଭାପତି ତାଙ୍କୁ ମନୋନୀତ କରିବାକୁ ରାଜି ହୋଇ ନ ଥିଲେ । ଗତବର୍ଷ ଜାନୁଆରୀ ୨୬ ତାରିଖରେ ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତଙ୍କ ସମ୍ପର୍କରେ ଏହି ଗୁମର ଖୋଲାଯାଇଥିଲା । ଏହି କାରଣରୁ ବୈଜୟନ୍ତ ଉତକ୍ଷିପ୍ତ ହୋଇ ଦଳବିରୋଧୀ କାର୍ଯ୍ୟ ଆରମ୍ଭ କରିଥିଲେ ।
ମନି ଲଣ୍ଡର୍ସ ଏବଂ ବ୍ଲାକ୍ ମାର୍କେଟର୍ସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ଏନଡିଏ ସରକାର ସବୁବେଳେ ବାହାବା ମାରୁଛନ୍ତି । ବୈଜୟନ୍ତଙ୍କ କ୍ଷେତ୍ରରେ ସେମାନେ ଯାହା କହୁଛନ୍ତି କରିକି ଦେଖାଇବେ ବୋଲି ଆମେ ଆଶା କରୁଛୁ କହିଛନ୍ତି ବିଜେଡ଼ି ମୁଖପାତ୍ର ଡ. ପାତ୍ର ।
Previous Post

ସରିଲା ବିଧାନସଭା, ବିଦାୟ ବେଳାରେ ଭାବବିହ୍ୱଳ ପରିବେଶ

Next Post

ଭୃଗୁଙ୍କୁ ବି ବେମାର, ହାଜର ହେଲେନି

Next Post
ଭୃଗୁଙ୍କୁ ବି ବେମାର, ହାଜର ହେଲେନି

ଭୃଗୁଙ୍କୁ ବି ବେମାର, ହାଜର ହେଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA