Tuesday, May 26, 2026 05:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୃଗୁଙ୍କୁ ବି ବେମାର, ହାଜର ହେଲେନି

by Our Correspondent
09 Feb, 2019- 04:20 PM
in Latest News, News
1 min read
0
ଭୃଗୁଙ୍କୁ ବି ବେମାର, ହାଜର ହେଲେନି
ଭୁବନେଶ୍ୱର: ଗୋଲକଙ୍କ ପରି ବେମାରରେ ପଡ଼ିଛନ୍ତି ଭୃଗୁ ! ଛତ୍ରପୁର ଥାନାରେ ହାଜର ହେଲେନି ଭୃଗୁ ବକ୍ସିପାତ୍ର । ଛତ୍ରପୁର କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଦାନ ମର୍ଡର ମାମଲାରେ ବିଜେପିର ଏହି ଟାଣୁଆ ନେତା ଆଜି ଥାନାରେ ହଜାର ହେବା ପାଇଁ ସମନ ପାଇଥିଲେ । ମାତ୍ର ଅସୁସ୍ଥ ଥିବାରୁ ହାଜର ହୋଇପାରୁ ନ ଥିବା ନିଜ ଓକିଲଙ୍କ ଜରିଆରେ ଛତ୍ରପୁର ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀଙ୍କୁ ଜଣାଇଛନ୍ତି । ମେଡ଼ିକାଲ୍ ସାର୍ଟିଫିକେଟ୍ ବି ଦେଇଛନ୍ତି । ପୂର୍ବରୁ ତାଙ୍କ ସାଥୀ ତଥା ବିଜେପିର ମୁଖପାତ୍ର ଗୋଲକ ମହାପାତ୍ରଙ୍କ କ୍ଷେତ୍ରରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ତାଙ୍କୁ ୭ ତାରିଖରେ ହାଜର ପାଇଁ ସମନ ହୋଇଥିଲା । ମାତ୍ର ସେ ନିଜକୁ ଅସୁସ୍ଥ ଦର୍ଶାଇ ଓଳିଲଙ୍କୁ ପଠାଇ ଦେଇଥିଲେ । ମେଡ଼ିକାଲ୍ ସାର୍ଟିଫିକେଟ ଦେଇ ଅସୁସ୍ଥତାର ପ୍ରମାଣ ଦେଖାଇଥିଲେ ।
ଲକ୍ଷ୍ମୀଦତ୍ତ ମର୍ଡର ମାମଲାରେ ଉଭୟଙ୍କ ସଂପୃକ୍ତି ଅଭିଯୋଗ ରହିଛି । ପୂର୍ବରୁ ଗୋଲକଙ୍କୁ ଥରେ ପୁଲିସ ପଚରାଉଚୁରା କରିସାରିଛି । ଏବେ ସେହି ତଦନ୍ତକୁ ଚଞ୍ଚଳ କରିଛି । ବିଜେଡ଼ିର ଦୁଇ ହେଭିୱେଟ୍ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ କୁମାର ସାହୁଙ୍କୁ ଅଚାନକ ଭାବେ ସିବିିଆଇ ଚିଟଫଣ୍ଡ ମାମଲାକୁ ଟାଣି ସମନ ପଠାଇବା ଦିନ(ଜାନୁଆରୀ ୨୯) ହିଁ ଛତ୍ରପୁର ପୁଲିସ ଲକ୍ଷ୍ମୀଦତ୍ତ ମର୍ଡର ମାମଲାରେ ବିଜେପିର ଦୁଇ ନେତା ଗୋଲକ ଓ ଭୃଗୁଙ୍କୁ ସମନ କରିଥିଲା । ଗୋଲକଙ୍କୁ ୭ ଏବଂ ଭୃଗୁଙ୍କୁ ୯ ତାରିଖରେ ହାଜର ପାଇଁ ସମନ ହୋଇଥିଲା ।
ଇତିମଧ୍ୟରେ ଗୋଲକ ଓ ଭୃଗୁଙ୍କୁ ଗିରଫ ଭୟ ଘାରିଛି । ଗିରଫ ଏଡାଇବା ପାଇଁ ଦୁହେଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଗତକାଲି ହାଇକୋର୍ଟରେ ସେମାନଙ୍କ ପିଟିସନ୍ ପଡ଼ିଛି । ଗୋଟିଏ ପଟେ ଏକାଠି ଆଗୁଆ ଜାମିନ ଆବେଦନ ଓ ଅନ୍ୟପଟେ ଅସୁସ୍ଥତା ଦେଖାଇ ପୃଥକ୍ ଭାବେ ଦୁଇ ନେତା ଥାନାରେ ହାଜର ନ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
Previous Post

‘ଆମେ ସେୟା କହୁଥିଲୁ.. ବୈଜୟନ୍ତ ବ୍ୟବସାୟୀ, ବ୍ୟବସାୟିକ ସ୍ୱାର୍ଥ ପାଇଁ ରାଜନୀତିକୁ ଆସିଛନ୍ତି’

Next Post

ଧର୍ମେନ୍ଦ୍ର ବନାମ ବିଜେଡ଼ି

Next Post
ଧର୍ମେନ୍ଦ୍ର ବନାମ ବିଜେଡ଼ି

ଧର୍ମେନ୍ଦ୍ର ବନାମ ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA