Friday, April 17, 2026 10:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଆୟକର ଫାଙ୍କୁଛନ୍ତି ବିଜେଡ଼ି ବାବା

by Our Correspondent
03 Apr, 2016- 06:55 PM
in News
1 min read
0
ଆୟକର ଫାଙ୍କୁଛନ୍ତି ବିଜେଡ଼ି ବାବା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କର ପାନ୍‌ କାର୍ଡ ନାହିଁ । ପାନ୍‌ କାର୍ଡ ନାହିଁ ତ ଇନକମ୍‌ ଟାକ୍ସ ନାହିଁ । ଅର୍ଥାତ୍‌ ପାଞ୍ଚ ପାଞ୍ଚ ଥରର ଏମପି ସରକାରଙ୍କୁ ମୂଳରୁ ଇନକମ୍‌ ଟାକ୍ସ ଫାଙ୍କି ଚାଲିଛନ୍ତି । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ । ବଡ଼ ବଡ଼ ଭାଷଣବାଜି କରୁଥିବା ବାବାଙ୍କର ଏହି ଭାଣ୍ଡାମୀ ସମଗ୍ର ରାଜ୍ୟବାସୀଙ୍କ ମୁଣ୍ଡ ତଳକୁ କରିଦେଇଛି ।

ବାବା ପାଟ୍ଟଶାଣୀ ଯେ ବିପିଏଲ୍‌ କାଟାଗୋରିର ତାହା ତ ନୁହେଁ । ଅଲଗା ବାଟରୁ ଇନକମ୍‌ କଥା ଛାଡନ୍ତୁ । ଏମପି ହିସାବରେ ତାଙ୍କର ଦରମା ଅଛି । ଇନକମ୍‌ ଟାକ୍ସ ନିୟମ କହୁଛି ଏମପିଙ୍କର ଦରମା ଟିକସଯୋଗ୍ୟ । ଇନକମ୍‌ ଫ୍ରମ୍‌ ଅଦର୍‌ ସୋର୍ସ ହିସାବରେ ଏହା ଟାକ୍ସ ପରିଧି ଭିତରକୁ ଆସୁଛି । ଅବଶ୍ୟ ଅନ୍ୟନ୍ୟା ସୁବିଧାସୁଯୋଗ ବାବଦ ମିଳୁଥିବା ଅର୍ଥ ଉପରେ ଟାକ୍ସ ନାହିଁ । ଏହି ହିସାବରେ ଦେଖିଲେ ବାବା ତାଙ୍କ ମୂଳ ଦରମା ଉପରେ ଇନକମ୍‌ ଟାକ୍ସ ଦେବା କଥା । ଜଣେ ଏମପିଙ୍କର ମାସିକ ଦରମା ୫୦ ହଜାର ହିସାବରେ ବର୍ଷକୁ ୬ ଲକ୍ଷ । ଏବେକାର ହିସାବ ଦେଖିଲେ ଅଢ଼େଇ ଲକ୍ଷ ଉପରେ ଆୟ ହେଲେ ଇନକମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିବାକୁ ଜଣେ ବାଧ୍ୟ । ଏହା ବି ସାଧାରଣ କଥା ଇନକମ୍‌ ଟାକ୍ସ କାରବାର ପାଇଁ ଆଗ ଦରକାର ପାନ୍‌ କାର୍ଡ । ଗାଡ଼ି ପାଇଁ ଚକର ଆବଶ୍ୟକତା ଭଳି ଇନକମ୍‌ ଟାକ୍ସ ରିଟର୍ଣ୍ଣ ପାଇଁ  ପାନ୍‌ କାର୍ଡର ଆବଶ୍ୟକତା ଅଛି । ମାତ୍ର ବାବା ପାଟ୍ଟଶାଣୀଙ୍କର ପାନକାର୍ଡ ନ ଥିବାରୁ ଇନକମ୍‌ ଟାକ୍ସ ସହିତ ତାଙ୍କର ସମ୍ପର୍କ ରଖିନାହାନ୍ତି । ସିଧା ସିଧା କହିଲେ, ପ୍ରତିବର୍ଷ ଇନକମ୍‌ ଟାକ୍ସ ଫାଙ୍କି ଚାଲିଛନ୍ତି ବାବା ପାଟ୍ଟଶାଣୀ ।

ଇନକମ୍‌ ଟାକ୍ସ ନିୟମ ସହ ବାବାଙ୍କର ଲୁଚକାଳି ଖେଳ ଭାରି ମାରାତ୍ମକ । ବାବାଙ୍କର ନୟାପଲ୍ଲୀ ନୀଳକଣ୍ଠ ନଗରରେ ଗୋଟିଏ ଘର ଥିଲା । ଯାହାର ପ୍ଲଟ୍‌ ନମ୍ବର-୨ । ଗତ ୨୦୧୩-୧୪ ମସିହାରେ ବାବା ସେହି ଜାଗାଟିକୁ ବିକ୍ରୀ କରିଛନ୍ତି । ଜାଗାର ମୂଲ୍ୟ କୋଟିଏରୁ କମ୍‌ ହୋଇ ନ ଥିବ । ନିୟମ ଅନୁଯାୟୀ ଏହା ବି ଇନକମ୍‌ ରିଟର୍ଣ୍ଣ ଫାଇଲରେ ଦର୍ଶାଇବା କଥା । ମାତ୍ର ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ ଭଳି ବାବାଙ୍କ ମୂଳରୁ ପାନ୍‌ ନମ୍ବର ନାହିଁ ତ ଇନକମ୍‌ ସୋ କରିବାର ନାହିଁ କି ଟାକ୍ସ ଦେବାର ନାହିଁ । ସରକାରଙ୍କୁ ବାବା ପଟି ମାରି ବର୍ଷ ବର୍ଷ ଧରି କିଭଳି ଠକୁଛନ୍ତି ଏହା ତାହାର ଜ୍ୱଳନ୍ତ ନମୁନା । ଏଠି ଆଉ ଏକ ପ୍ରଶ୍ନ ବି ଉଙ୍କିମାରୁଛି ଯେ ବାବା ପାନ୍‌ ଫାନ୍‌ ନମ୍ବର ନ ଦେଇ କେମିତି ଦରମା ଡ୍ର କରୁଛନ୍ତି? ଏମପି ଭାବେ ତାଙ୍କୁ କ’ଣ ମାଫ୍‌ କରିଦିଆଯାଇଛି? ବାବାଙ୍କର ଏହି ମାରାତ୍ମକ କାରନାମା ଉପରେ ଆମେ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ ମାତ୍ର ତାଙ୍କୁ କୌଣସି ପ୍ରକାରେ ଯୋଗାଯୋଗ ହୋଇପାରିନାହିଁ ।

Previous Post

ନବୀନ ଡରରେ ବାଉଳା ଚାଉଳା

Next Post

କ୍ୟାଟ୍‌ ଯିବେ ତିନି ଆଇଏଏସ୍‌

Next Post
କ୍ୟାଟ୍‌ ଯିବେ ତିନି ଆଇଏଏସ୍‌

କ୍ୟାଟ୍‌ ଯିବେ ତିନି ଆଇଏଏସ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA