Thursday, April 30, 2026 04:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏମଏସଏମଇକୁ ୩ ଲକ୍ଷ କୋଟି ଋଣ

by Our Correspondent
13 May, 2020- 07:03 PM
in Latest News, National, News
1 min read
0
ଏମଏସଏମଇକୁ ୩ ଲକ୍ଷ କୋଟି ଋଣ
ନୂଆଦିଲ୍ଲୀ: ୨୦ ଲକ୍ଷ କୋଟିର ପ୍ୟାକେଜ୍ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ପ୍ରଥମ ଦଫା କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତାରମଣ । ଏମଏସଏମଇ ପାଇଁ ଏଥିରେ ବଡ଼ ବ୍ୟବସ୍ଥା କରାଯାଇଛି । କର୍ମଚାରୀ, ରିୟଲ୍ ଇଷ୍ଟେଟ୍ ବ୍ୟବସାୟ, ବିଦ୍ୟୁତ କମ୍ପାନୀ ସମେତ ଟିକସଦାତାଙ୍କ ପାଇଁ ରିଲିଫ୍ ଘୋଷଣା କରିଛନ୍ତି । ଆୟକର ରିଟର୍ଣ୍ଣ ଅବଧିକୁ ନଭେମ୍ବର ୩୦ ଯାଏଁ ବୃଦ୍ଧି କରାଯାଇଛି ।
– ଅଣୁ, କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପ(MSMEs) କ୍ଷେତ୍ରକୁ ୩ ଲକ୍ଷ କୋଟିର ଋଣ: ବିନା ଗ୍ୟାରେଣ୍ଟିରେ ଏମଏସଏମଇ କ୍ଷେତ୍ରକୁ ୩ ଲକ୍ଷ କୋଟିର ଋଣ ଦିଆଯିବ । ୪ ବର୍ଷ ପାଇଁ ଏହି ଋଣ ମିଳିବ । ବାର୍ଷିକ ୧୦୦ କୋଟି ପର୍ଯ୍ୟନ୍ତ ଦେଣନେଣ ଥିବା ଉଦ୍ୟୋଗ ଲାଭବାନ ହେବେ । ୨୫ କୋଟିର ବକେୟା ଥିବା ଶିଳ୍ପ ବି ଋଣ ନେଇପାରିବେ । ବର୍ଷକ ଯାଏ ଋଣର ମୂଳଧନ ଶୁଝିବାକୁ ପଡ଼ିବନି । କେବଳ ସୁଧ ଦେବେ ।
*ସଙ୍କଟରେ ଥିବା ଏମଏସଏମଇ ପାଇଁ ୨୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ୨ ଲକ୍ଷରୁ ଅଧିକ ଚାପଗ୍ରସ୍ତ ଏମଏସଏମଇକୁ ଲାଭ ମିଳିବ ।
*ଭଲ ପ୍ରଦର୍ଶନ କରୁଥିବା ଏମଏସଏମଇ ପାଇଁ ୫୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି । ଏହା ସେମାନଙ୍କର ସଂମ୍ପ୍ରସାରଣରେ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି । ଏଥିପାଇଁ ୧୦ ହଜାର କୋଟିର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯିବ ।
– ଏଣିକି ୩ ମାସ ଯାଏ ୧୦% ଇପିଏଫ: ଜୁନ୍, ଜୁଲାଇ ଓ ଅଗଷ୍ଟ ମାସରେ ଉଭୟ କର୍ମଚାରୀ ଓ କମ୍ପାନୀ ସେମାନଙ୍କ ଦରମାର ୧୦% ଲେଖାଏଁ ଇପିଏଫ ଦେବେ । ଅବଶିଷ୍ଟ ଅର୍ଥ କେନ୍ଦ୍ର ସରକାର ଭରଣ କରିବେ । ଏଥିରେ ୬.୫ ଲକ୍ଷ ସଂସ୍ଥା ଓ ୪.୩ କୋଟି କର୍ମଚାରୀ ଉପକୃତ ହେବେ ।
– ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ଆଉ ୩ ମାସ ଇପିଏଫ୍ ଦେବେ କେନ୍ଦ୍ର ସରକାର । ଅଗଷ୍ଟ ମାସ ଯାଏ କମ୍ପାନୀ ପାଇଁ ୧୨% ଓ କର୍ମଚାରୀଙ୍କ ପାଇଁ ୧୨% ଇପିଏଫ୍ ଦେୟ ଭରଣା କରେିବ । ଏଥିରେ ୩ ଲକ୍ଷ ୬୭ ହଜାର କ୍ଷୁଦ୍ର ସଂସ୍ଥା ଓ ୭୨ ଲକ୍ଷ ୨୨ ହଜାର ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଉପକୃତ ହେବେ । ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ’ ମାସ ପାଇଁ ଏହି ସୁବିଧା ଘୋଷଣା କରିଥିଲେ କେନ୍ଦ୍ର ସରକାର ।
– ଅଣବ୍ୟାଙ୍କିଙ୍ଗ୍ ଅର୍ଥ ଲଗାଣକାରୀ ଯଥା ହାଉସିଂ ଫାଇନାନ୍ସ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥା ପାଇଁ ୩୦ ହଜାର କୋଟି ସହାୟତା ଘୋଷଣା କରାଯାଇଛି ।
– ବିଦ୍ୟୁତ କମ୍ପାନୀଗୁଡ଼ିକ ପାଇଁ ୯୦ ହଜାର କୋଟି ଲିକୁ୍ୟଡିଟି ଘୋଷଣା ହୋଇଛି ।
– ପ୍ରକଳ୍ପ କାର୍ଯ୍ୟ ସମାପ୍ତ ପାଇଁ ସରକାରୀ ଠିକାଦାରଙ୍କୁ ୬ ମାସ ମହଲତ ଦିଆଯାଇଛି ।
-୨୫% ଟିଡିଏସ୍, ଟିସିଏସ୍ ହ୍ରାସ: ଟିଡିଏସ୍ ଏବଂ ଟିସିଏସ୍ ୨୫% ହ୍ରାସ୍ ଘୋଷଣା କରାଯାଇଛି । ମେ ୧୪,୨୦୨୦ ରୁ ମାର୍ଚ୍ଚ ୨୧, ୨୦୨୧ ପର୍ଯ୍ୟନ୍ତ ଏହା ହ୍ରାସ୍ ହେବ । ୨୫% ଟିଡିଏସ ହ୍ରାସ୍ ଦ୍ୱାରା ୫୦ ହଜାର କୋଟି ଟଙ୍କାର ଲାଭ ପାଇବେ ଦେଶର ଟିକସଦାତା ।
– ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି: ଜୁଲାଇ ୩୧ ଓ ଅକ୍ଟୋବର ୩୧ ରେ ସରୁଥିବା ରିଟର୍ଣ୍ଣ ଅବଧି ନଭେମ୍ବର ୩୦ ଯାଏ ବୃଦ୍ଧି । ଟାକ୍ସ ଅଡିଟ୍ ମଧ୍ୟ ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି । ଟ୍ୟାକ୍ସ ଆସେସମେଣ୍ଟ ତାରିଖ ସେପ୍ଟେମ୍ବର ୩୦ରୁ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି ।
Previous Post

ଆସୁଛି ବାତ୍ୟା; ଓଡ଼ିଶାକୁ ଏବେ ଡର ନାହିଁ

Next Post

ସ୍ୱାସ୍ଥ୍ୟ ବିଭାଗରୁ ହଟିଲେ ନିକୁଞ୍ଜ ଧଳ

Next Post
ସ୍ୱାସ୍ଥ୍ୟ ବିଭାଗରୁ ହଟିଲେ ନିକୁଞ୍ଜ ଧଳ

ସ୍ୱାସ୍ଥ୍ୟ ବିଭାଗରୁ ହଟିଲେ ନିକୁଞ୍ଜ ଧଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA