Sunday, May 10, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏମଏସପି ପଲିଟିକ୍ସ; ବିଜେପି ଏକଘରିକିଆ

by Our Correspondent
04 Jul, 2018- 10:15 PM
in Latest News, News
1 min read
0
ଏମଏସପି ପଲିଟିକ୍ସ; ବିଜେପି ଏକଘରିକିଆ
ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କ୍ୱିଣ୍ଟାଲ୍ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଥିଲା ୧୫୫୦ । ଏବେ ତାହା ୧୭୫୦ ଟଙ୍କାକୁ ବଢ଼ିଛି । ଗତ ୧୫ ବର୍ଷ ଭିତରେ ଏହା ସର୍ବକାଳୀନ ବୃଦ୍ଧି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି । ଏଥିସହ ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ଦେଢ଼ଗୁଣ ବଢ଼ାଇଛନ୍ତି ବୋଲି ଦାବି କରାଯାଇଛି ।
କେନ୍ଦ୍ର ସରକାରଙ୍କ ଯୁକ୍ତି, ଚଳିତବର୍ଷ କ୍ୱିଣ୍ଟାଲ୍ ପିଛା ଧାନର ଉତ୍ପାଦନ ଖର୍ଚ୍ଚ ୧୧୬୬ ଟଙ୍କା । ସୁତରାଂ ସ୍ୱାମୀନାଥନ୍ କମିଟି ସୁପାରିଶ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଛନ୍ତି । ସୂଚନାଯୋଗ୍ୟ, ଗତ ୪ ବର୍ଷରେ ନରେନ୍ଦ୍ର ମୋଦିଙ୍କ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୮୦ ଟଙ୍କା ବୃଦ୍ଧି କରିଥିଲେ । ମାତ୍ର ଚଳିତବର୍ଷ ଏହା ୨୦୦ ଟଙ୍କା ବୃଦ୍ଧି କରିଛନ୍ତି । ଆଗକୁ ନିର୍ବାଚନକୁ ଆଖିରେ ରଖି ସରକାର ଚାଷୀକୂଳଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳ ଏହାର ତୀବ୍ର ସମାଲୋଚନା କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବିଧାନସଭାରେ ଯେଉଁ ପ୍ରସ୍ତାବ ପାରିତ ହୋଇଥିଲା ତାହା କାର୍ଯ୍ୟକାରୀ କରାଯାଉ ବୋଲି ସେମାନେ ଅଡ଼ି ବସିଛନ୍ତି ।
ବିଜେଡ଼ି କହିଛି, ସରକାର ଚାଷୀକୂଳକୁ ଭଣ୍ଡେଇ ଦେଇଛନ୍ତି । କୃଷି ମନ୍ତ୍ରଣାଳୟ ଆକଳନ ଧରିଲେ, ଚାଷୀଙ୍କୁ ଆହୁରି ୩୦୦ ଟଙ୍କା ମିଳିବା କଥା । ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ନ ହେଲା ପର୍ଯ୍ୟନ୍ତ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । କଂଗ୍ରେସ ମଧ୍ୟ ଅନୁରୂପ ମତ ରଖିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୋଦି ସରକାରଙ୍କ ଚାଷୀମାରଣ ନୀତିକୁ ସମାଲୋଚନା କରିବା ସହ ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ କେନ୍ଦ୍ର ସରକାର ମାନି ନେବାକୁ ଦାବି କରିଛନ୍ତି । ତେବେ ଏ ପ୍ରସଙ୍ଗରେ ଏକଘରିକିଆ ହୋଇଥିବା ବିଜେପି ନିଜର ଆତ୍ମରକ୍ଷା ପାଇଁ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି । ରାଜ୍ୟ ସରକାର ଚାହିଁଲେ ୧୦୦ ଟଙ୍କା ବୋନସ୍ ଦେବାରେ ଅସୁବିଧା ନାହିଁ ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି ।
Previous Post

ବିଜେପି ନେତୃତ୍ୱ ବିରୋଧରେ ସଂଘ ପରିବାରର ଫେରାଦ !

Next Post

ବିବାଦରେ ରାଜ୍ୟପାଳ: ଘରକୁ ଯିବା ଆସିବାରେ ୪୬ ଲକ୍ଷ ଗୋଲ୍

Next Post
ବିବାଦରେ ରାଜ୍ୟପାଳ: ଘରକୁ ଯିବା ଆସିବାରେ ୪୬ ଲକ୍ଷ ଗୋଲ୍

ବିବାଦରେ ରାଜ୍ୟପାଳ: ଘରକୁ ଯିବା ଆସିବାରେ ୪୬ ଲକ୍ଷ ଗୋଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA