Thursday, April 30, 2026 06:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏସସିବି ପାଇଁ ୧୦ ଜଣ ବିଶ୍ୱବିଖ୍ୟାତ ଡାକ୍ତରଙ୍କୁ ଡାକିଆଣିଲେ ମୁଖ୍ୟମନ୍ତ୍ରୀ

by Our Correspondent
01 Mar, 2020- 04:24 PM
in Latest News, News
1 min read
1
ଏସସିବି ପାଇଁ ୧୦ ଜଣ ବିଶ୍ୱବିଖ୍ୟାତ ଡାକ୍ତରଙ୍କୁ ଡାକିଆଣିଲେ ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ (ଏସସିବି) କୁ ବିଶ୍ୱସ୍ତରୀୟ କରିବା ପାଇଁ ଗତ ନଭେମ୍ବର ମାସରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହେଲାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରୁଛନ୍ତି । ତେବେ ଖାଲି କଥାରେ ନୁହେଁ, କାମରେ ଶତ ପ୍ରତିଶତ ଏହା ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ଚମତ୍କାର ପଦକ୍ଷେପ ନେଇଛନ୍ତି ।
ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ବଛା ବଛା ଡାକ୍ତରଙ୍କ ଜ୍ଞାନ ଓ କୌଶଳକୁ ଏସସିବି କାର୍ଯ୍ୟରେ ଉପଯୋଗ କରିବାକୁ ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ୧୦ ଜଣ ବିଶ୍ୱବିଖ୍ୟାତ ଡାକ୍ତରଙ୍କୁ ଏସସିବି ପାଇଁ ପରାମର୍ଶଦାତା ଭାବେ ଆଜି ନିଯୁକ୍ତି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଡାକ୍ତର ପଦ୍ମ ସମ୍ମାନରେ ଭୂଷିତ ହୋଇଛନ୍ତି । ୪ ଜଣ ଏସସିବିର ପୁରାତନ ଛାତ୍ର ଭାବେ ଅନୁଷ୍ଠାନକୁ ଗୌରାବନ୍ୱିତ କରିଛନ୍ତି ।
ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ଏହି ପ୍ରଖ୍ୟାତ ଡାକ୍ତରମାନେ ହେଲେ
ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା (ପ୍ରତିଷ୍ଠାତା, ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍)
ପଦ୍ମଭୂଷଣ ଡାକ୍ତର ଦେବୀ ସେଟ୍ଟୀ (ପ୍ରତିଷ୍ଠାତା, ନାରାୟଣ ହୃଦାଳୟ)
ପଦ୍ମଭୂଷଣ ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ (ପ୍ରେସିଡେଣ୍ଟ, ପବ୍ଲିକ୍ ହେଲଥ ଫାଉଣ୍ଡେସନ୍ ଅଫ ଇଣ୍ଡିଆ)
ପଦ୍ମଶ୍ରୀ ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ଯ୍ୟ (ଗାସଷ୍ଟ୍ରୋଏଣ୍ଟୋରୋଲୋଜି)
ପଦ୍ମଶ୍ରୀ ପ୍ରଫେସର ଡାକ୍ତର ମୁକୁତ୍ ମିଞ୍ଜ (କିଡନୀ ଟ୍ରାନସପ୍ଲାଣ୍ଟ)
ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଦିଗମ୍ବର ବେହେରା (ଲଙ୍ଗ୍ କ୍ୟାନସର କେମୋଥେରାପି)
ପଦ୍ମଶ୍ରୀ ଡାକ୍ତର ରାଜନ୍ ବାଡୱେ (ଅଙ୍କୋଲୋଜି)
ଡାକ୍ତର ଜଗତ୍ ନରୁଲା (ହୃଦରୋଗ)
ଡାକ୍ତର ଜି.ଏନ୍. ରାଓ (ନିର୍ଦ୍ଦେଶକ, ଏଲ.ଭି.ପ୍ରସାଦ ଆଇ୍ ଇନଷ୍ଟିଚ୍ୟୁଟ୍)
ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର (ସ୍ତ୍ରୀରୋଗ ବିଶେଷଜ୍ଞ)
ଓଡ଼ିଶା ସରକାରଙ୍କ ମେଡ଼ିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ ଏହାର ମେମ୍ବର-କନଭେନର୍ ଭାବେ କାର୍ଯ୍ୟ କରିବେ ।
ଏହି ନିଯୁକ୍ତି ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଦେଖାଇଛନ୍ତି । ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ସଂକଳ୍ପ ଦୋହରାଇଛନ୍ତି ।
Previous Post

କାଟତି ଫେରିପାଇଲେ ସଞ୍ଜୟ ଦାସବର୍ମା

Next Post

ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍: ସରକାରୀ ଦପ୍ତରରୁ ଲୋକେ ଯେମିତି ନିରାଶ ମନରେ ନ ଫେରନ୍ତି

Next Post
ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍: ସରକାରୀ ଦପ୍ତରରୁ ଲୋକେ ଯେମିତି ନିରାଶ ମନରେ ନ ଫେରନ୍ତି

ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍: ସରକାରୀ ଦପ୍ତରରୁ ଲୋକେ ଯେମିତି ନିରାଶ ମନରେ ନ ଫେରନ୍ତି

Comments 1

  1. Laxmidhar Nayak says:
    6 years ago

    Nice
    Very nice

    This is statesmanship

    Salute to this initiative

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA