Monday, May 25, 2026 12:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭିକୁ ବନ୍ଦ ହେବ ବିଧାନସଭା ଦ୍ୱାର !

by Our Correspondent
20 Nov, 2018- 11:38 PM
in Latest News, News
1 min read
0
ଓଟିଭିକୁ ବନ୍ଦ ହେବ ବିଧାନସଭା ଦ୍ୱାର !

. ଓଟିଭିକୁ କଂଗ୍ରେସ ଦେଲା ଝଟକା
. ବିିଧାନସଭାରେ ତାରାଙ୍କ ସ୍ୱାଧିକାର ଭଙ୍ଗ ନୋଟିସ୍
. କାରଣଦର୍ଶାଅ ନୋଟିସ୍ ଜାରି ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ
. ବିଧାନସଭା ପ୍ରବେଶ ଓ ସିଧା ପ୍ରସାରଣ ଉପରେ ଲାଗିପାରେ ରୋକ୍

ଭୁୁବନେଶ୍ୱର: ଓଟିଭିକୁ ଆଜି ଏକ ବଡ଼ ଝଟକା ଲାଗିଛି । ବିଧାନସଭାରେ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଛନ୍ତି । ବାଚସ୍ପତି ଏହି ନୋଟିସ୍ କୁ ଗ୍ରହଣ କରିବା ସହିତ ଓଟିଭିକୁ କାରଣଦର୍ଶାଅ ନୋଟିସ୍ ଜାରି କରିବାକୁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭା ପ୍ରବେଶ ଓ ସିଧା ପ୍ରସାରଣ ଅନୁମତିକୁ କାହିଁକି ବାତିଲ କରାଯିବନି ଓଟିଭି ତାହାର ଜବାବ ରଖିବାକୁ କୁହାଯିବ ।
ବାଚସ୍ପତିଙ୍କୁ ଦେଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍ ରେ ତାରା ଲେଖିଛନ୍ତି, ୧୯ ତାରିଖ ସଂଧ୍ୟାରେ(ଗତକାଲି) ଓଟିଭି ପ୍ରସାର କରିଥିବା ଖବର ବିଧାନସଭାର ଗାରିମା କ୍ଷୂର୍ଣ୍ଣ କରୁଛି । ଉକ୍ତ ଖବରରେ ‘ଗୃହ କିଏ ଚଲୋଉଛି’ କ୍ୟାପସନ୍ ଦିଆଯାଇଥିଲା । ବିଧାନସଭା କାର୍ଯ୍ୟବିଧି ଓ ନିୟମାବଳୀରେ ମାନ୍ୟବର ବାଚସ୍ପତିଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି । ବାଚସ୍ପତି ଯେଉଁ ବିଷୟରେ ଚାହିଁବେ ଗୃହର ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ବିଧାନସଭା ସଚିବଙ୍କ ସହ ପରାମର୍ଶ କରିପାରିବେ । ତେଣୁ ବାଚସ୍ପତି ଗୃହରେ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ପରାମର୍ଶ କରି କିଛି ଭୁଲ କରିନାହାନ୍ତି । ଓଟିଭିରେ ଯେଉଁଭଳି ଢ଼ଙ୍ଗରେ ଖବର ପ୍ରସାରଣ କରାଯାଇଛି ତାହା ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡୁଛି । ଏହାଦ୍ୱାରା ଗୃହର କାର୍ଯ୍ୟଧାରା ଓ ପରିଚାଳନାକୁ ନେଇ ଲୋକଙ୍କୁ ଭୁଲ୍ ବାର୍ତ୍ତା ଦିଆଯାଇଛି । ଏହା ଗୃହର ସ୍ୱାଧିକାର ଭଙ୍ଗ କରିଥିବାରୁ ସଂପୃକ୍ତ ଟିଭି ଚାନେଲ ସଂସ୍ଥା ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଅନୁରୋଧ କରୁଛି ।
ବାଚସ୍ପତି ଉକ୍ତ ନୋଟିସ୍ କୁ ଗ୍ରହଣ କରି ଏହାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ଏହି ନୋଟିସ୍ ଆଧାରରେ ଓଟିଭି ସଂସ୍ଥାଠାରୁ କାରଣ ଦର୍ଶାଅ ଜବାବ ମାଗିବାକୁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ବିଧାନସଭା ପରିସରକୁ ପ୍ରବେଶ ପାଇଁ ଓଟିଭିକୁ ଦିଆଯାଇଥିବା ଅନୁମତି ଏବଂ ବିଧାନସଭା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁମତିକୁ କାହିଁକି ବାତିଲ କରା ନ ଯିବ ତାହାର ଜବାବ ମାଗିବାକୁ କୁହାଯାଇଛି ।
ସେପଟେ ବିଧାନସଭାରେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଏବଂ ବାଚସ୍ପତିଙ୍କ ରୁଲିଂ ଆସିବା ପରେ ଚାନେଲ ପକ୍ଷରୁ ଏହାର ବିରୋଧ ଆରମ୍ଭ ହୋଇଛି । ‘ସତ କହିଲାରୁ ବାଧିଲା’ ବୋଲି କୁହାଯାଇଛି । ପ୍ରସାରିତ ବିଧାନସଭା ଖବରରେ କିଛି ମିଛ ନାହିଁ ଓ ସବୁ ଖବର ସମସ୍ତଙ୍କୁ ଜାଣିବାର ଅଧିକାର ରହିଛି ବୋଲି ସଫେଇ ଦିଆଯାଇଛି । ଖାଲି ସେତିକି ନୁହେଁ, ତାରାଙ୍କ ବିରୋଧରେ ତାଙ୍କ କଂଗ୍ରେସ ବିଧାୟକଙ୍କୁ ଲଗେଇ ଦେଇଛି ଚାନେଲ୍ ।
ଏହା ସମସ୍ତେ ଜାଣନ୍ତି ଯେ ବିଜେଡ଼ିରୁ ବିଜେଡ଼ିରୁ ପର ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏହି ଚାନେଲ ବିଜେଡ଼ି ବିରୋଧରେ ଦିନରାତି ପ୍ରଚାରରେ ଲାଗିଥିବାରୁ କଂଗ୍ରେସ ଓ ବିଜେପି ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବିଜେଡ଼ି ବିରୋଧରେ କଂଗ୍ରେସ ଓ ବିଜେପି ନେତାଙ୍କ ପ୍ରତିଟି କଥାକୁ ଉକ୍ତ ଚାନେଲ୍ ଗୁରୁତ୍ୱ ର ସହ ପ୍ରସାର କରୁଥିବା ବେଳେ କଂଗ୍ରେସ ମୁଖ୍ୟ ସଚେତକ ଚାନେଲ୍ ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିବା ବିଲକୁଲ ସହ୍ୟ ହୋଇନି । କଂଗ୍ରେସ ମୁଖ୍ୟ ସଚେତକଙ୍କ ଏଭଳି କାର୍ଯ୍ୟ ପଛରେ ବିଜେଡ଼ିର ହାତ ଅଛି ଏବଂ ଏହା କଂଗ୍ରେସର ଦଳୀୟ ମତ ନୁହେଁ ବୋଲି ଚାନେଲ ପକ୍ଷରୁ ପ୍ରଚାର ହେଉଛି । ତେବେ ତାରା ତାଙ୍କ କଥାରେ ଅଟଳ ଅଛନ୍ତି ।
Previous Post

ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ୩୩% ଆସନ

Next Post

ବୈଷ୍ଣବ ପରିଡ଼ାଙ୍କ ଦେହାନ୍ତ

Next Post
ବୈଷ୍ଣବ ପରିଡ଼ାଙ୍କ ଦେହାନ୍ତ

ବୈଷ୍ଣବ ପରିଡ଼ାଙ୍କ ଦେହାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA