Tuesday, May 26, 2026 04:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓରଟେଲ୍ ବିରୋଧରେ ଏକାଠି ହେଲେ ଏକାଧିକ ସଂଘ ଓ ସଂଗଠନ

by Our Correspondent
07 May, 2018- 01:42 AM
in Latest News
1 min read
0
ଓରଟେଲ୍ ବିରୋଧରେ ଏକାଠି ହେଲେ ଏକାଧିକ ସଂଘ ଓ ସଂଗଠନ

ବେଆଇନ ଜମି ଅଧିଗ୍ରହଣ ଅଭିଯୋଗରେ ଆଜିଠାରୁ ଆମରଣ ଅନଶନ

ଭୁବନେଶ୍ୱର:ଚନ୍ଦ୍ରଶେଖର ପୁର ସ୍ଥିତ ବିଡିଏ କଲୋନୀରେ ଥିବା ଓରଟେଲ୍ କମ୍ପାନୀ ବିରୋଧରେ ଏକାଠି ହୋଇଛନ୍ତି ଏକାଧିକ ସଂଘ ଓ ସଂଗଠନ । ଉକ୍ତ ସଂଘଗୁଡିକ ବେଆଇନ ଓ ଅତି ଚଞ୍ଚକତାର ସହିର କ୍ଷମତାର ଅପପ୍ରୟୋଗ କରି ଓରଟେଲ୍ କମ୍ପାନୀ ଜମି ହାତେଇ ନେଇଥିବା ଅଭିଯୋଗ ଆଣିଛନ୍ତି । ଏହି ବିରୋଧାଭାଷକୁ ତୀବ୍ରତର କରିବା ପାଇଁ ସୋମବାର ଠାରୁ ଓର୍ଟେଲ୍ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନର ଡାକରା ଦିଆଯାଇଛି ।
ଉକ୍ତ ସଂଘଗୁଡିକର ଅଭିଯୋଗ ଅନୁସାରେ ସି-୧ କମର୍ସିଆଲ କମ୍ପ୍ଲେକ ବିଡିଏ କଲୋନୀରେ ଥିବା ଜାଗାଟି ୧୯୯୫ ମସିହାରେ ବିବେକାନନ୍ଦ ସ୍କୁଲର ଦଖଲରେ ଥାଇ ଖେଳ ପଡିଆ ଭାବେ ସ୍କୁଲ ଛାତ୍ର/ଛାତ୍ରୀ, ବି.ଡି.ଏ କଲୋନୀର ଯୁବଗୋଷ୍ଠୀ ବ୍ୟବହାର କରି ଆସୁଥିଲେ । ବିଡିଏ ପରବର୍ତ୍ତି ପ୍ରସାରଣ ପ୍ରକ୍ରିୟା ବା ଫ୍ୟୁଚର ଏକ୍ସପାନ୍ସନ୍ ଭାବେ ଚିହ୍ନଟ କରି ଗୃହ ଗ୍ରହିତାମାନଙ୍କୁ ଆପାର୍ଟମେଣ୍ଟ ଗୃହ ନିର୍ମାଣ ପାଇଁ ଧାର୍ଯ୍ୟଥିବାବେଳେ ୨୦୦୪ ମସିହାରେ ଉକ୍ତ ଜମି ଉପରେ ଓରଟେଲର ଲୋଲୁପଦୃଷ୍ଟି ପଡିଲା । ଅତି ଚଞ୍ଚକତାର ସହିତ ବିଭିନ୍ନ ଚାପ ଓ କ୍ଷମତାର ଅପପ୍ରୟୋଗ କରି ଓରଟେଲ୍ ବେଆଇନଭାବେ ଜମିଟିକୁ ନିଜ ଅକ୍ତିଆରକୁ ନେଲା ଏବଂ ସେଠାରେ କମ୍ପାନୀକୋଠା ନିର୍ମାଣ କଲା ।
ଓରଟେଲ୍ ହଟାଇ ସେଠାରେ ଉଠା ଦୋକାନୀ, ବରିଷ୍ଠ ନାଗରିକ, ଅସହାୟ ମହିଳା, ବେକାର ଯୁବକ ଯୁବତୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମାଗଣାରେ ଦୋକାନ ଘର ପ୍ରଦାନ କରିବା ତଥା ଏକ ସମ୍ପୂର୍ଣ୍ଣ ମଲ୍ଟି ସପିଂ କମ୍ପେକ୍ସ ନିର୍ମାଣ ପାଇଁ ଉକ୍ତ ସଂଘଗୁଡିକ ଦାବି କରିଛନ୍ତି । ଏନେଇ ମଇ ୭ ସୋମବାରଠାରୁ ଓରଟେଲ୍ କାର୍ଯ୍ୟାଳୟ ସମ୍ମୁଖରେ ସିଟିଜେନ୍ସ କମିଟି ତରଫରୁ ଅଜିତ କୁମାର ଦାଶ ଆମରଣ ଅନଶନ ଡାକରା ଦେଇଛନ୍ତି । ଦାବି ହାସଲ ନହେବା ପର୍ଯ୍ୟନ୍ତ ଅନଶନ ଅବ୍ୟାହତ ରହିବ ବୋଲି କୁହାଯାଇଛି । ଏହାକୁ ସମର୍ଥନ ଜଣାଇଛନ୍ତି ନୀଳକଣ୍ଠେଶ୍ୱର ବ୍ୟବସାୟ ସଂଘ, ବିଡିଏ କଲୋନୀ ମାର୍କେଟ୍ କମ୍ପ୍ଲେକ୍ସ ବିଜିନେସ୍ ଆସୋସିଏସନ୍, ସିଅନ୍ ଶ୍ରମିକ ବସ୍ତି ଉନ୍ନୟନ ସମିତି, ଆଞ୍ଚଳିକ ମହିଳା ସଂଘ ଏବଂ ଭୁବନେଶ୍ୱର ବସ୍ତି ମହାସଂଘ ।
Previous Post

ବିଜେପିର ଆଦର୍ଶ ନାହିଁ, କେବଳ ପ୍ରବଞ୍ଚନା: ମାନିକ ସରକାର

Next Post

ମାଟ୍ରିକ୍ ପାସ୍ ହାର ୭୬%, ବିଗତ ବର୍ଷଠାରୁ ଖରାପ

Next Post
ମାଟ୍ରିକ୍ ପାସ୍ ହାର ୭୬%, ବିଗତ ବର୍ଷଠାରୁ ଖରାପ

ମାଟ୍ରିକ୍ ପାସ୍ ହାର ୭୬%, ବିଗତ ବର୍ଷଠାରୁ ଖରାପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA